Latest Odisha News

BREAKING NEWS

Browsing Tag

jharsuguda

ବାମରାରେ ରହିବ ପୂର୍ବରୁ ରହୁଥିବା ଟ୍ରେନ୍‌; ନିର୍ଦ୍ଦେଶ ଦେଲେ ଚକ୍ରଧର ପୁର ରେଲଓ୍ୱେ DRM 

ସମ୍ବଲପୁର: ବାମରା ଷ୍ଟେସନରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବିରେ ଗତକାଲିଠାରୁ ଉତ୍ତେଜନା ଦେଖିବାକୁ ମିଳିଥିଲା । ଷ୍ଟେସନ୍‌ରେ ରେଳ ରହଣୀ ଦାବିରେ ଗତକାଲି  ବାମରା କ୍ରିୟାନୁଷ୍ଠନା କମିଟି ପକ୍ଷରୁ ରେଳରୋକ୍‌ କରାଯାଇଥିଲା । ୧୦ ଘଣ୍ଟା ପରେ ୪ଟି ରେଳ ରହଣୀ ପାଇଁ ପ୍ରତିଶ୍ରୁତି ପରେ…

ଗୋପାଳ ଗୁଳି, ଏବେ ବି ଅନେକ ପ୍ରଶ୍ନ ?

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା କରିଥିବା ପୋଲିସ ଅଧିକାରୀ ଗୋପାଳକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ଗୋପାଳର କାର୍ଯ୍ୟକଳାପ, ମାନସିକ ଅବସ୍ଥା ଆଦିକୁ ଦେଖିଲେ ପୋଲିସ ବ୍ୟବସ୍ଥା ସ୍ୱତଃ ପ୍ରଶ୍ନ ଭିତରକୁ ଠେଲି ହୋଇଯାଉଛି। ଏପରିକି ଗୋପାଳ ହତ୍ୟା କଲା କିନ୍ତୁ ଗୋପାଳ ସମ୍ପର୍କରେ ଯାହା…

ବିଳମ୍ବରେ କାହିଁକି ଆସିଲ ବୋଲି ପଚାରି ଛେଚା ଖାଇଲେ ଅଧ୍ୟାପକ

ଝାରସୁଗୁଡ଼ା: ଛାତ୍ରଙ୍କ ମାଡ଼ରେ ଲହୁଲୁହାଣ ହେଲେ ଅଧ୍ୟାପକ । ଝାରସୁଗୁଡ଼ା ଜିଲ୍ଲା କଟାପାଲି ପିକେଏସ୍ଏସ୍ ସ୍ନାତକ ମହାବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିଳମ୍ବରେ କ୍ଲାସରୁମକୁ ଆସିବା ନେଇ ଅଧ୍ୟାପକ ପଚାରିବାକୁ ଛାତ୍ର ଜଣଙ୍କ ମାଡ଼ ମାରିଛନ୍ତି । ଯେଉଁଥିରେ ଗୁରୁତର ଆହତ…

ହସୁଛି ଗୋପାଳ, କାନ୍ଦୁଛି ନବଙ୍କ ପରିବାର

ଝାରସୁଗୁଡ଼ା: ହସୁଛି ଗୋପାଳ, କାନ୍ଦୁଛି ନବଙ୍କ ପରିବାର । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ମନ ଖୋଲି ହସୁଛି । ମନ୍ତ୍ରୀ ନବଙ୍କୁ ମାରିବା ପରେ ବି ଗୋପାଳ ମନରେ ପଶ୍ଚାତାପର ଚିହ୍ନ ବର୍ଣ୍ଣ ନାହିଁ । ଅନ୍ୟପଟେ ନବଙ୍କୁ ହରାଇ ଭାଙ୍ଗି ପଡ଼ିଛି ପରିବାର । ପରିବାର…

ଗୋପାଳର ହେବ ନାର୍କୋ ଟେଷ୍ଟ, ମିଳିଲା ୫ ଦିନିଆ ରିମାଣ୍ଡ ଅନୁମତି

ଝାରସୁଗୁଡ଼ା: ପୁଣି କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଯିବ ଗୋପାଳ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଗୋପାଳ ଦାସକୁ ପୁଣି ଥରେ ରିମାଣ୍ଡରେ ନେବ । ତୃତୀୟ ପର୍ଯ୍ୟାୟରେ ଗୋପାଳକୁ ୫ ଦିନ ଲାଗି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି…

ନବ ଦାସଙ୍କୁ କିଭଳି ଗୁଳି କରିଥିଲା ଗୋପାଳ ? ଦେଖାଇଲା ଡେମୋ…

ଝାରସୁଗୁଡ଼ା: ଗୋପାଳ ଦେଖାଇଲା କିଭଳି ମାରିଥିଲା ଗୁଳି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଜି ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରିଛି । ଗାନ୍ଧୀଛକର ଯେଉଁ ସ୍ଥାନରେ ଗୋପାଳ, ନବ ଦାସଙ୍କୁ ଗୁଳି କରିଥିଲା ସେଠାରେ ସେ ଡେମୋ ଦେଖାଇଛି ।…

ବିଜେଡିର ଉପନିର୍ବାଚନ ଚିନ୍ତା, ଶ୍ରଦ୍ଧାଞ୍ଜଳି ସଭାରେ ଭୋଟ୍ ମାଗିଲେ ବିଧାୟକ

ଭୁବନେଶ୍ୱର: ଶେଷ ହୋଇନି ନବ ଦାସଙ୍କ ଦଶାହ, ଜୋର୍ ଧରିଲାଣି ଉପନିର୍ବାଚନ ଚର୍ଚ୍ଚା । ଦିବଙ୍ଗତ ବିଜେଡି ବିଧାୟକ ତଥା ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ାରେ ଉପନିର୍ବାଚନକୁ ନେଇ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଦଳ ପକ୍ଷରୁ ଶୋକସଭା ଆୟୋଜନ…

ନବ ଦାସଙ୍କୁ ହତ୍ୟା ପାଇଁ ହୋଇଛି ବଡ଼ ଷଡ଼ଯନ୍ତ୍ର: ସାଲୁଜା

ଭୁବନେଶ୍ୱର: ଖାକି ମାରିଲା, ଖାକି ତଦନ୍ତ କରୁଛି । ନବ ଦାସଙ୍କ ହତ୍ୟାକାରୀକୁ ଧରାଯିବ ନାହିଁ । କାଗଜପତ୍ରରେ ତଦନ୍ତ ସରିଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି. ଆମେ ପ୍ରଥମ…

ରିମାଣ୍ଡରେ ଗୋପାଳ, କେତେ ଆଗେଇଲା କ୍ରାଇମବ୍ରାଞ୍ଚ ତଦନ୍ତ ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାର ୭ ଦିନ ପରେ ବି ଖୋଲିନି ଗୁମର । ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସକୁ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ନେଇ ଛାନଭିନ୍ କରୁଛି । ଗୋପାଳର ମାନସିକ ସ୍ଥିତି ଏବଂ ଲେୟାର୍ଡ ଭଏସ୍ ଆନାଲିସିସ୍ ଟେଷ୍ଟ କରୁଛନ୍ତି ଦିଲ୍ଲୀରୁ ଆସିଥିବା…

ଘାଣ୍ଟୁଛି କ୍ରାଇମବ୍ରାଞ୍ଚ, ଗାନ୍ଧୀ ଛକ ଫାଣ୍ଡିରେ ଥିବା ପୁରୁଣା କାରରୁ ମିଳିଲା ଡାଏରୀ

ଝାରସୁଗୁଡ଼ା: ଗୋପାଳକୁ ନେଇ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଖୋଳାତାଡ଼ ଜାରି ରଖିଛି । ଆଜି ଗୋପାଳ ଦାସର ଘରେ ଯାଞ୍ଚ ପରେ କ୍ରାଇମବ୍ରାଞ୍ଚ ଗାନ୍ଧୀ ଛକ ଫାଣ୍ଡିରେ ପହଞ୍ଚିଥିଲା । ଫାଣ୍ଡିରେ ଯାଞ୍ଚ…