Latest Odisha News

BREAKING NEWS

Browsing Tag

jharsuguda

ଝାରସୁଗୁଡ଼ାରେ ମୁଖ୍ୟ ଶାସନ ସଚିବ; ବୁଲିଲେ ହାର୍ଟ ହସ୍ପିଟାଲ

ଝାରସୁଗୁଡ଼ା: ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଯାଇଛନ୍ତି । ସକାଳୁ ଝାରସୁଗୁଡ଼ା ସହରର ବାଲିଜୁରି ସ୍ଥିତ ହାର୍ଟ ହସ୍ପିଟାଲ ପରିଦର୍ଶନ କରିଥିଲେ। ପରେ ଜିଲ୍ଲା ଖଣିଜ ପାଣ୍ଠି କକ୍ଷରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଜିଲ୍ଲା…

ବେଲ୍ଟ ପିନ୍ଧାକୁ ନେଇ ମଝିଆଁ ଭାଇକୁ ମାରିଲା ସାନ ଭାଇ

ଝାରସୁଗୁଡ଼ା: ଅଣ୍ଟା ପିନ୍ଧା ବେଲ୍ଟ ପାଇଁ ଭାଇକୁ ମାରିଲା ଭାଇ । ସାମନ୍ୟ ନିର୍ଜୀବ ବସ୍ତୁ ଟିଏ ପାଇଁ ଭାଇ ନେଇଗଲା ଭାଇ ର ଜୀବନ । ବ୍ରଜରାଜନଗର ସ୍ଥିତ ଓରିଏଣ୍ଟ ଥାନା ଅନ୍ତର୍ଗତ ଗୁଆଲାପଡ଼ାରେ ଶୁକ୍ରବାର ସନ୍ଧ୍ୟାରେ ଏହି କାଣ୍ଡ ଘଟିଛି। ସାନ ଭାଇ ଉମେଶ ଚୌହାନ ଓ ମଝିଆଁ ଭାଇ ସୋମେଶ…

ଧୁତରା ରେଳ ଷ୍ଟେସନ ନିକଟରେ ଟ୍ରେନରୁ ଖସି ପଡ଼ି ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା କିରିମିରା ବ୍ଳକ ଧୁତରା ଷ୍ଟେସନ ନିକଟ ଖୁଣ୍ଟ ନଂ.୫୦୫/୨୨ ଓ ୫୦୫/୨୪ ମଝିରେ ୨ନଂ ଲେନରେ ଟ୍ରେନରୁ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ବ୍ୟକ୍ତିଟି ଏକ୍ସପ୍ରେସ ଟ୍ରେନରେ ବିହାର ଅଭିମୁଖେ ଯାତ୍ରା କରୁଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।…

ଋଣ ଦେବା ବାହାନାରେ ଶତାଧିକ ମହିଳାଙ୍କୁ ଠକେଇ, ଦମ୍ପତି ଗିରଫ

ଝାରସୁଗୁଡ଼ା: ଋଣ ଦେବା ବାହାନାରେ ଶତାଧିକ ମହିଳାଙ୍କୁ ଠକି ବନ୍ଧା ହେଲେ ସ୍ୱାମୀ, ସ୍ତ୍ରୀ । ମୁଦ୍ରା ଯୋଜନାରେ ଲୋନ୍ ଦେବା ବାହାନାରେ ଦମ୍ପତି ଶହେରୁ ଅଧିକ ମହିଳାଙ୍କୁ ୨ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଏପରିକି ଅଭିଯୁକ୍ତ ସୁଜାତା ନିଜକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ…

ଝାରସୁଗୁଡ଼ା ଡାକ୍ତରଖାନାରୁ ବିଚାରଧୀନ ଅଭିଯୁକ୍ତ ଫେରାର

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ବିଚାରଧୀନ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସେ ହେଉଛନ୍ତି ଇନ୍ଦ୍ରଜିତ ସହାଣୀ । ଘର ବିହାର ମାଧେପୁର ଥାନା ବୋଥନା ଗାଁ । ତେବେ ସେ ଗତ ୨୬ ତାରିଖ ବ୍ରଜରାଜନଗର ଓରିଏଣ୍ଟ ଥାନା ଅଞ୍ଚଳରୁ ଏକ ଟ୍ରକ ଚୋରି…

[ଦେଖନ୍ତୁ ଭିଡିଓ] ଚୋରି ଓ ହଜି ଯାଇଥିବା ମୋବାଇଲକୁ ଠାବ କରି ଫେରାଇଲା ଝାରସୁଗୁଡ଼ା ପୋଲିସ

ଝାରସୁଗୁଡ଼ା: ବିଭିନ୍ନ ଜିଲ୍ଲାରେ ମୋବାଇଲ୍ ଚୋରି ମାମଲା ବଢ଼ିବାରେ ଲାଗିଛି । ଝାରସୁଗୁଡ଼ା ପୋଲିସ ସ୍ୱତନ୍ତ୍ର ଡ୍ରାଇଭ୍ ମାଧ୍ୟମରେ ଚୋରି ଓ ହଜି ଯାଇଥିବା ୨୦୧ଟି ମୋବାଇଲ୍ ଠାବ କରିବା ସହ ହିତାଧିକାରୀଙ୍କୁ ଫେରାଇଛି । ଏଥିପାଇଁ ଜୁନ୍ ୧୦ ତାରିଖରୁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅପରେସନ୍ ।…

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସୋମବାର ଭାରତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ନିର୍ବାଚନ ସୁପରିଚାଳନା ପାଇଁ ମଙ୍ଗଳବାର ଜିଲ୍ଲାପାଳ ଏକ ବୈଠକ କରିଛନ୍ତି । ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ବୈଠକର…

ଯୁବ ସାମ୍ବାଦିକ ଅମଜାଦ୍ ବାଦଶାହଙ୍କ କରୋନାରେ ମୃତ୍ୟୁ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଜଣାଶୁଣା ସାମ୍ବାଦିକ ଅମଜାଦ୍ ବାଦଶାହଙ୍କ ମୃତ୍ୟୁ କରୋନାରେ ହୋଇଛି । ଏପ୍ରିଲ୍ ୮ ତାରିଖରେ ସେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୪୫ ବର୍ଷିଅ ଅମଜାଦ୍ ବାଦଶାହ ଏକାଧିକ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ । ଏବେ ସେ ରାୟପୁରସ୍ଥିତ ଅମିତ…

ଝାରସୁଗୁଡ଼ାରେ ରାସ୍ତାରେ ପରିବା ଫିଙ୍ଗିଦେଲେ ଚାଷୀ

ଝାରସୁଗୁଡ଼ା: କରୋନା ଯୋଗୁ ପ୍ରଶାସନ କଟକଣା ଲଗାଇଛି । ସାପ୍ତାହିକ ଓ ଦୈନିକ ହାଟ ବନ୍ଦ । ଏଭଳି ସ୍ଥିତିରେ ଝାରସୁଗୁଡ଼ା ସହରରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପରିବା ବିକ୍ରି ନପାରି ରାସ୍ତାରେ ଫିଙ୍ଗି ପ୍ରତାବିଦ ଜଣାଇଲେ ଚାଷୀ । ଆଜି ଝାରସୁଗୁଡ଼ାରେ ହାଟ ଥିଲା । ଫଳରେ ଜିଲ୍ଲାର…

ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନ, କଳାହାଣ୍ଡିର ଗୋଟିଏ ଗାଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

ଝାରସୁଗୁଡ଼ା/କଳାହାଣ୍ଡି: କରୋନା ସଂକ୍ରମଣ ବଢ଼ିବା ପରେ ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନ ଓ କଳାହାଣ୍ଡିର ଗୋଟିଏ ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଝାରସୁଗୁଡ଼ା ପୌରାଞ୍ଚଳର ୮ଟି ସ୍ଥାନ ସହ ବେହେରାମାଳ, ସରବାହାଲ, ଝଣ୍ଡା ଛକ, ବମ୍ବେ ଛକ, ସରବାହାଲ ୧, ରେଲୱେ…