Latest Odisha News

BREAKING NEWS

Browsing Tag

j&k

ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ, ୨ ମୃତ ଓ ଜଣେ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ରେସି ଜିଲ୍ଲାରେ ମାତା ବୈଷ୍ଣୋ ଦେବୀ ମାର୍ଗରେ ସୋମବାର ଦିନ ଭୂସ୍ଖଳନ ଘଟି ଦୁଇଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ପଞ୍ଚି ନିକଟ ମାର୍ଗରେ ଏହି ଭୂସ୍ଖଳନ ଘଟି ଏକ ଓଭରହେଡ୍ ଲୁହା ଗଠନକୁ କ୍ଷତି ପହଞ୍ଚାଇଥିଲା। ଭୂସ୍ଖଳନ ଖବର…

ଭାରତୀୟ ଯବାନଙ୍କ ଗୁଳିରେ ୩ ଏଲ୍ଇଟି ଆତଙ୍କୀ ନିପାତ

ଜମ୍ମୁ: ଜମ୍ମୁ କାଶ୍ମୀରରେ ୩ ଆତଙ୍କବାଦୀ ନିପାତ । ଆଜି ସକାଳୁ ସୋପିଆଁ ଠାରେ ସୁରକ୍ଷାବଳ ଗୁଳିରେ ଟଳିଲେ ଲସ୍କର-ଏ-ତୋଇବାର ୩ ଆତଙ୍କୀ । ସୋପିଆଁ ଠାରେ ସୁରକ୍ଷାବଳଙ୍କ ସହିତ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଥିଲା । ମୁଞ୍ଝ ମାର୍ଗ ସହ ପୂରା ଅଞ୍ଚଳରେ ନାକାବନ୍ଦୀ, ଖାନତଲାସୀ କରୁଛି ପୋଲିସ ।…

ଅଣକଶ୍ମୀରଙ୍କୁ ଭୋଟ ଦେବାକୁ ବିରୋଧ କଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁକାଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନେ ଭୋଟର ଲିଷ୍ଟରେ ପରିବର୍ତ୍ତନକୁ ବିରୋଧ କରିଛନ୍ତି । ବିରୋଧୀଦଳମାନେ କଶ୍ମୀରରେ ଅଣକଶ୍ମୀରୀମାନଙ୍କୁ ଭୋଟ ଦେବା ପ୍ରସଙ୍ଗରେ ଆଜି ଏକାଠି ହୋଇ ଆଲାଚନା କରିଥିଲା । ଏଥିରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ…

ଜମ୍ମୁ ଓ କଶ୍ମୀର ଆଇଜି ବସନ୍ତ ରଥଙ୍କ ଇସ୍ତଫା; ବିଜେପିରେ ଯୋଗ ଦେବେ

ଭୁବନେଶ୍ୱର: ଜମ୍ମୁ ଓ କଶ୍ମୀର କ୍ୟାଡର ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥ ଚାକିରିରୁ ଇସ୍ତଫା ଦେଇଛନ୍ତି । ଏବେ ସୁଦ୍ଧା ତାଙ୍କ ଇସ୍ତଫା ଅନୁମୋଦିତ ହୋଇନି । ଶନିବାର ସେ ଜମ୍ମୁ ଓ କଶ୍ମୀର ମୁଖ୍ୟ ଶାସନ ସଚିବଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଏହି ଇସ୍ତଫା ପତ୍ରକୁ ସେ ଫେସବୁକ ଓ ଟ୍ୱିଟରରେ…

ଏପ୍ରିଲ ୨୪ରେ ଜମ୍ମୁ ଓ କଶ୍ମୀରରୁ ଦେଶର ସମସ୍ତ ପଞ୍ଚାୟତକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ଏପ୍ରିଲରେ ଦେଶର ସମସ୍ତ ପଞ୍ଚାୟତକୁ ସମ୍ବୋଧନ କରିବେ । ଏହି ଦିନ ହେଉଛି ପଞ୍ଚାୟତିରାଜ ଦିବସ । ଏଥର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କିମ୍ବା ଦିଲ୍ଲୀର କୌଣସି ଷ୍ଟୁଡିଓରୁ ସମ୍ବୋଧନ କରିବେନି । ଏହି ଦିନ ମୋଦି ଜମ୍ମୁ ଓ କଶ୍ମୀର ଗସ୍ତରେ…

ଜମ୍ମୁ ଓ କାଶ୍ମୀରରେ ମୁଣ୍ଡରେ ତିଳକ ଲଗେଇବାରୁ ଛାତ୍ରୀଙ୍କୁ ମାଡ଼ ମାରିଲେ ଶିକ୍ଷକ

ରଜୌରି: ସ୍କୁଲକୁ ମୁଣ୍ଡରେ ତିଳକ ଲଗେଇ ଯିବାରୁ ମାଡ଼ ଖାଇଲେ ଛାତ୍ରୀ । ଏହି ଘଟଣରେ ଗୋଟିଏ ହିନ୍ଦୁ ପରିବାର ରଜୌରି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ପ୍ରାଥମିକ କାର୍ଯ୍ୟାନୁଷ୍ଠାନରେ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ସେମାନେ ଝିଅକୁ ତିଳକ ଲଗାଇ…

ଜମ୍ମୁକଶ୍ମୀର ସୋପିଆଁରେ ଏନକାଉଣ୍ଟର,୨ ଆତଙ୍କବାଦୀ ନିହତ

ଜମ୍ମୁକଶ୍ମୀର : ସେନାକୁ ପୁଣି ସଫଳତା । ଜମ୍ମୁକଶ୍ମୀର ସୋପିଆଁ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ଖବର ପାଇବା ପରେ ଦ୍ରାଗଦ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଆଣ୍ଡ କର୍ଡନ ଅଭିଯାନ ଚାଲିଥିଲା । ଏନକାଉଣ୍ଟ କରିବା…

ପୁଞ୍ଚ ସେକ୍ଟରରେ ଆତଙ୍କୀ ହମଲା,୨ ଯବାନଙ୍କ ସହ ଜେସିଓ ସହିଦ

ଜମ୍ମୁ : ଜମ୍ମୁ-କଶ୍ମୀର ପୁଞ୍ଚ ସେକ୍ଟରରେ ପୁଣି ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ଜୁନିଅର କମିଶନ ଅଫିସର ଜେସିଓ ସମେତ ଦୁଇ ଯବାନ ସହିଦ ହୋଇଛନ୍ତି। ଗତକାଲି ରାତିରେ ପୁଞ୍ଚ ସେକ୍ଟରରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ରାତି…

ଆଇପିଏସ୍ ବସନ୍ତ ରଥ ସସ୍‌ପେଣ୍ଡ

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରରେ ଅବସ୍ଥାପିତ ଓଡ଼ିଆ ପୁଅ ଆପିଏସ୍ ବସନ୍ତ ରଥ ସସ୍‌ପେଣ୍ଡ ହୋଇଛନ୍ତି । ସେ ପଦବୀର ଅପବ୍ୟବହାର ଓ ଅଶୋଭନୀୟ ଆଚ୍‌ରଣ କରିଥିବା ଯୋଗୁଁ ୨୦୦୦ ମସିହା ବ୍ୟାଚ୍‌ର ଅଫିସର ବସନ୍ତ ରଥଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ମିଳିଛି ।ଡିଜିପିଙ୍କ ବିନା ଅନୁମତିରେ…

ଦେବଦୂତ ସାଜିଲେ ବାୟୁସେନାର ଯବାନ, ମୃତ୍ୟୁମୁଖରୁ ବଞ୍ଚିଲେ ଦୁଇ ମତ୍ସ୍ୟଜୀବୀ

ନୂଆଦିଲ୍ଲୀ : ମଝି ଦରିଆରେ ଫସି ରହିଥିଲେ ଦୁଇ ମତ୍ସ୍ୟଜୀବୀ । ପାଣିର ସ୍ରୋତ ଏତେ ପ୍ରଖର ଥିଲା କିଛି କ୍ଷଣରେ ଲୋକ ଦୁଇଜଣଙ୍କୁ ଭାସାଇ ନେବା ଭଳି ମନେ ହେଉଥିଲା । ପାଣିର ତେଜ ଦେଖି ମତ୍ସ୍ୟଜୀବୀ ଦ୍ୱୟ ବଞ୍ଚିବାର ଆଶା ମଧ୍ୟ ଛାଡି ସାରିଥିବେ । ଏତେ ପ୍ରଖର ସ୍ରୋତ ମୁଁହରୁ କେହି ଆସି…