Latest Odisha News

BREAKING NEWS

Browsing Tag

JSP

ଗ୍ରେଟ୍ ପ୍ଲେସ ଟୁ ୱାର୍କ ସାର୍ଟିଫିକେଟ୍ ପାଇଲା ଜିନ୍ଦଲ୍ ଷ୍ଟିଲ୍ ଆଣ୍ଡ ପାୱାର

ନୂଆଦିଲ୍ଲୀ: ଇସ୍ପାତ, ଶକ୍ତି, ଖଣି ଓ ଭିତ୍ତିଭୂମି କ୍ଷେତ୍ରରେ ଭାରତ ଓ ବିଶ୍ୱର ଅନ୍ୟତମ କମ୍ପାନୀ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (JSP)କୁ ମିଳିଛି ଗ୍ରେଟ୍ ପ୍ଲେସ ଟୁ ୱାର୍କ ସାର୍ଟିଫିକେସନ୍ । ଏହା ୨୦୨୩ ଜୁଲାଇରୁ ୨୦୨୪ ଜୁଲାଇ ପର୍ଯ୍ୟନ୍ତ ବୈଧ ରହିବ । ଏହାକୁ ନେଇ ଜେଏସପି ଅଧ୍ୟକ୍ଷ…

ପୁରୀ ରଥ ଯାତ୍ରାରେ ଜେଏସପି ଫାଉଣ୍ଡେସନ ପକ୍ଷରୁ ଭୋଜନ ସେବା, ସୁନା ବେଶ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପୁରୀର ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ରଥ ଯାତ୍ରା ସମୟରେ ଏହାର ମିଶନ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦,୦୦୦ରୁ ଅଧିକ ଭକ୍ତଙ୍କୁ ସତେଜ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଏହାର…

ବିଶ୍ୱ ପରିବେଶ ଦିବସ ୨୦୨୩ ଜେଏସପି ବଡ଼ବିଲ, ଟେନସା ଏବଂ କାସିଆ ୟୁନିଟରେ ପାଳିତ

ଯୋଡ଼ା/ବଡ଼ବିଲ: ବିଶ୍ୱ ପରିବେଶ ଦିବସ ୨୦୨୩, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ବଡ଼ବିଲ ପେଲେଟ ପ୍ଲାଣ୍ଟ, ଟେନସା ଏବଂ କାସିଆ ମାଇନ୍ସରେ ମହା ସମାରୋହରେ ପାଳିତ ହୋଇଯାଇଛି | ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ “ପ୍ଲାଷ୍ଟିକ୍ ପ୍ରଦୂଷଣ ରୋକିବା” ବିଷୟବସ୍ତୁ ଉପରେ ପାଳନ କରାଯାଉଛି, - ଏହା ସ୍ମରଣ…

ଓଡ଼ିଶାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ ରେଳ ମିଲ ସ୍ଥାପନ କରିବ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର

ଭୁବନେଶ୍ବର: ଆତ୍ମନିର୍ଭର ଭାରତ ପଥରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଅନୁଗୋଳରେ ଅବସ୍ଥିତ ଷ୍ଟିଲ କମ୍ପ୍ଲେକ୍ସ ଠାରେ ୧.୨ ଏମଟିପିଏ କ୍ଷମତା ସଂପନ୍ନ ନୂତନ ରେଳ ମିଲ ସ୍ଥାପନ କରିବ । ଏହା ସ୍ଥାପିତ ହୋଇଗଲା ପରେ ଜେଏସପିର ସମୁଦାୟ ରେଳ ଧାରଣା ତିଆରି କ୍ଷମତା ୨.୨ ଏମଟିପିଏ…

JSPକୁ ସିଏସ୍ଆର୍ ଜର୍ଣ୍ଣାଲ୍ ଏକ୍ସଲେନ୍ସ ଆୱାର୍ଡ

ମୁମ୍ବାଇ/ଭୁବନେଶ୍ୱର: ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ, ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ସମ୍ମାନଜନକ ସିଏସ୍ଆର୍ ଜର୍ଣ୍ଣାଲ ଉତ୍କର୍ଷ ପୁରସ୍କାର ୨୦୨୨ରେ ସମ୍ମାନୀତ କରାଯାଇଛି । ଦିବ୍ୟାଙ୍ଗ ପିଲା ମାନଙ୍କ ପାଇଁ…

JSP ଅନୁଗୁଳରେ ଥର୍ମାଲ ପାୱାର ପ୍ଲାଣ୍ଟରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉପରେ କର୍ମଶାଳା

ଅନୁଗୁଳ: କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ଅନୁଗୁଳ ପକ୍ଷରୁ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର (JSP) ଅଡିଟୋରିୟମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଆୟୋଜିତ କର୍ମଶାଳାରେ ଥର୍ମାଲ ପ୍ଲାଣ୍ଟରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ସହ ବିପଦର ମୁକାବିଲା ନେଇ ଆଲୋଚନା କରାଯାଇଛି । କାରଖାନା ଓ…

ଓଡ଼ିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଆମର ପ୍ରୟାସ: ନବୀନ ଜିନ୍ଦଲ

ଭୁବନେଶ୍ୱର: ଓଡ଼ିଶା ମୋର ଦ୍ୱିତୀୟ ଘର ଏବଂ ପ୍ରଥମ କର୍ମଭୂମି । ଆମର ପ୍ରୟାସ ହେଉଛି ଓଡ଼ିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଏବଂ ଓଡ଼ିଶାର ଲୋକଙ୍କୁ ଆମର ସର୍ବୋତ୍ତମ ଅବଦାନ ପ୍ରଦାନ କରିବା, 'ବୋଲି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ମେକ୍ ଇନ୍ ଓଡିଶା…

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଦୁଇଟି ବର୍ଗରେ ଜାତୀୟ ସିଏସ୍ଆର୍ ପୁରସ୍କାର – ୨୦୨୦

ଭୁବନେଶ୍ବର: କର୍ପୋରେଟ୍ ସାମାଜିକ ଦାଇତ୍ଵ (ସିଏସ୍ଆର୍) କାର୍ଯ୍ୟ ନିମନ୍ତେ ଭାରତ ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ପ୍ରଦାନ କରାଯାଉଥିବା ସମ୍ମାନଜନକ ଜାତୀୟ ସିଏସ୍ଆର୍ ପୁରସ୍କାର – ୨୦୨୦ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ ଦୁଇଟି ବର୍ଗରେ ବିଜେତା ଘୋଷଣା…

ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମ: ୫୦୮ ବାଳିକାଙ୍କୁ ଛାତ୍ରବୃତ୍ତି ପ୍ରଦାନ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ର ସିଏସଆର ସଂସ୍ଥା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ୫୦୮ ଜଣ ବାଳିକାଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । 'ଜିନ୍ଦଲ ସ୍ଵୟଂସମ୍ପର୍ଣ୍ଣା ନାରୀ କାର୍ଯ୍ୟକ୍ରମର' ଅଧୀନରେ ଓଡ଼ିଶା ଓ ଛତିଶଗଡର ଆର୍ଥିକ ଦୁର୍ବଳ ବର୍ଗର ୫୦୮ ଜଣ ଯୋଗ୍ୟ…

ଭୁବନେଶ୍ୱରରେ ଜାତୀୟ ଖଣିଜ କଂଗ୍ରେସ; ଜେଏସପିର ଗ୍ୟାସିଫିକେସନ ଟେକ୍ନୋଲୋଜି ପ୍ରଶଂସନୀୟ

ଭୁବନେଶ୍ୱର: ବିଶ୍ୱ ଖଣି କଂଗ୍ରେସର ଭାରତୀୟ ଜାତୀୟ କମିଟି ଦ୍ୱାରା ଆୟୋଜିତ ଏବଂ କୋଇଲା ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଜାତୀୟ ଖଣିଜ କଂଗ୍ରେସର ୬୦ରୁ ଅଧିକ ପ୍ରତିନିଧି ଖଣି କଂଗ୍ରେସର ଦ୍ୱିତୀୟ ଦିନରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଦ୍ୱାରା ସ୍ଥାପିତ କୋଇଲା ଗ୍ୟାସିଫିକେସନ୍…