Latest Odisha News

BREAKING NEWS

Browsing Tag

Kalia

‘କାଳିଆ’ କୁ ନେଇ ରାଜନୀତି !

ଭୁବନେଶ୍ୱର: ଉତ୍କଳ ଦିବସରେ ଚାଷୀଙ୍କୁ ଭେଟି। କାଳିଆ ସହାୟତା ଆକାରରେ ରାଜ୍ୟର ୪୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୮୭୭ କୋଟି ଟଙ୍କାର କାଳିଆ ସହାୟତା ଦିଆଯାଇଛି। ଉତ୍କଳ ଦିବସ ଅବସରରେ ଚାଷୀଙ୍କୁ ସହାୟତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଝାରସୁଗୁଡ଼ା ଉପନିର୍ବାଚନ ଘୋଷଣା ହୋଇଥିବା ବେଳେ ଝାରସୁଗୁଡାକୁ…

ଗତବର୍ଷ ତୁଳନାରେ କୃଷିକୁ ୨୦% ଅଧିକ ବ୍ୟୟ ବରାଦ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହୋଇଛି । ପ୍ରଥମେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିଲେ କୃଷି ବଜେଟ୍ । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୨୪ ହଜାର ୮ ଶହ ୨୯ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି । ଗତବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ଓ ୨୦୧୬-୧୭…

ଖାତାକୁ ଆସୁନି କାଳିଆ ଟଙ୍କା, ଉଠାଉଛି କିଏ ?

ନବରଙ୍ଗପୁର: ଆଦିବାସୀଙ୍କ ସରଳତା ଓ ନିରୀହତାର ସୁଯୋଗ ନେଇ ଠକେଇ । ଏମାନେ ସମସ୍ତେ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ହିତାଧିକାରୀ । ଏମାନଙ୍କ ଆକାଉଣ୍ଟକୁ ସରକାର ଟଙ୍କା ବି ପଠାଉଛନ୍ତି । ହେଲେ ୩୦ରୁ ଊର୍ଦ୍ଧ୍ୱ ଚାଷୀ ୩ ବର୍ଷ ହେଲା ଟଙ୍କାଟିଏ ପାଇନାହାଁନ୍ତି । ଏନେଇ ନବରଙ୍ଗପୁର ଜିଲ୍ଲା…

କାଳିଆର ସ୍ୱାସ୍ଥ୍ୟବସ୍ଥା ସୁଧୁରୁଛି: ଏସସିବି ଡାକ୍ତର

କଟକ: କଟକ ବଡ ମେଡିକାଲରେ ଚିକିତ୍ସାରତ ଯମଜ ଶିଶୁଙ୍କ ମଧ୍ୟରୁ କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଧିରେଧିରେ ଉନ୍ନତି ହେଉଛି । ଏନେଇ ଶୁକ୍ରବାର ଦିନ ଏସସିବିର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ନ୍ୟୁରୋସର୍ଜରୀ ବିଭାଗର ପ୍ରମୁଖ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର…

୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ୨୨ ହଜାର ସରକାରୀ ଚାକିରିଆ: ମନ୍ତ୍ରୀ

ଭୁବନେଶ୍ୱର: କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନା ଅନ୍ତର୍ଗତ ପ୍ରାୟ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଓଡିଶା ସରକାର ଚିହ୍ନଟ କରିଥିବା ନେଇ ମଙ୍ଗଳବାର ଦିନ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ସାହୁ କହିଛନ୍ତି,…

ରାଜ୍ୟର ୨.୬୬ ଲକ୍ଷ ଅଯୋଗ୍ୟ କାଳିଆ ହିତାଧିକାରୀ ଚିହ୍ନଟ ହେଲେ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ଏପର୍ଯ୍ୟନ୍ତ ୨.୬୬ ଲକ୍ଷ ଅଯୋଗ୍ୟ କାଳିଆ (କୃଷକ ଆସିଷ୍ଟାନ୍ସ ଫର୍ ଲାଇଲିହୁଡ଼ ଏଣ୍ଡ ଇନକମ ଅଗୁମେଣ୍ଟେସନ) ହିତାଧିକାରୀ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଗୁରୁବାର ଦିନ କହିଛନ୍ତି । କାଳିଆ ଯୋଜନା ସମ୍ପର୍କୀତ ଏକ ସମୀକ୍ଷା ବୈଠକରେ…

କାଳିଆ ହିତାଧିକାରୀଙ୍କ ଯାଞ୍ଚ ଅବଧି ବଢିଲା

ଭୁବନେଶ୍ୱର: ଓଡ଼ିଶା ସରକାର କାଳିଆ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟାର ଅବଧି ଆସନ୍ତା ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କାଳିଆ ଯୋଜନାକୁ ନେଇ ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମଙ୍ଗଳବାର ଦିନ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି…

କାଳିଆ ଯୋଜନା ଲାଗି ଅଧିକ ୩,୨୩୪ କୋଟି ଟଙ୍କା ବିନିଯୋଗ କରିବେ ଓଡିଶା ସରକାର

ଭୁବନେଶ୍ୱର : ଓଡିଶା ସରକାର ୨୦୧୯-୨୦ ବର୍ଷ ଲାଗି କାଳିଆ (କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧି ପାଇଁ ସହାୟତା) ଯୋଜନାରେ ଅତିରିକ୍ତ ୩,୨୩୪ କୋଟି ଟଙ୍କା ବିନିଯୋଗ କରିବା ପାଇଁ ଶୁକ୍ରବାର ଦିନ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ ଓଡିଶାର ପାଖାପାଖି ୩୨.୩୪ ଲକ୍ଷ ଅତିରିକ୍ତ…

୨୦୧୯ ନିର୍ବାଚନରେ ଆଞ୍ଚଳିକ ଦଳଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ: ନବୀନ

ଢେଙ୍କାନାଳ : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ପୁନର୍ବାର ଦୋହରାଇ କହିଛନ୍ତି ଯେ ଚଳିତ ସାଧାରଣ ନିର୍ବାଚନରେ ଆଞ୍ଚଳିକ ଦଳ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ । “୨୦୧୯ ସାଧାରଣ ନିର୍ବାଚନରେ କୌଣସି ଜାତୀୟ ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା…