Latest Odisha News
Browsing Tag

Kamakhyanagar

ଇଟା ଭାଟିରେ ଜଳିଗଲା ପୁଅର ଗୋଡ଼, ଅନ୍ଧୁଣି ମା’କୁ ପୋଷିବ କିଏ ?

କାମାକ୍ଷାନଗର : ଅନ୍ଧୁଣି ମା‘ର ସାହାରା ଥିଲା ୧୪ ବର୍ଷର ପୁଅ। ମା’ ମୁହଁରେ ଆହାର ମୁଠାଏ ଦେବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଛି ପୁଅ । ଇଟା ଭାଟିରେ କାମ କରିବାକୁ ଯାଇଥିଲା ନାବାଳକ ପୁଅ । ମାତ୍ର ସାମାନ୍ୟ ଅସାବଧାନତା ଯୋଗୁଁ ପୁଅର ଦୁଇଟି ଯାକ ଗୋଡ଼ ଜଳିଗଲା । ଗୁରୁତର ଅବସ୍ଥାରେ…

[ଦେଖନ୍ତୁ ଭିଡିଓ] ମଦ ନ ଦେଲେ ହୋଇ ପାରିବନି ବାହାଘର

କାମାକ୍ଷାନଗର: ମଦ, ହାଣ୍ଡିଆ ନ ଦେଲେ ହୋଇ ପାରିବନି ବାହାଘର । ଘରେ ପଶି ପାରିବନି ମଙ୍ଗୁଳା କନ୍ୟା । ସାଇଭାଇଙ୍କ ଏଭଳି ରୋକଠୋକ୍ କଥା ଦୁଇ ପ୍ରେମପକ୍ଷୀଙ୍କ ମିଳନକୁ ଅଟକାଇଥିବା ବେଳେ ଦୋ ଛକିରେ ପରିବାର । ସାନ୍ତାଳୀ ସମାଜର ରୀତିନୀତି ଓ ଗାଁ ମୁଖିଆଙ୍କ ନିଷ୍ପତ୍ତି ପାଇଁ ବାହା ହୋଇ…

ମାଟି ଚାଲାଣ ବେଳେ ୨ଟି ଟ୍ରାକ୍ଟର, ୧ଟି ଟ୍ରିପର, ପିସି ମେସିନ ଜବତ

କାମାକ୍ଷାନଗର  : ବେଆଇନ ଭାବେ ମାଟି ଚାଲାଣ ବେଳେ ୨ଟି ଟ୍ରାକ୍ଟର,୧ଟି ଟ୍ରିପର ଏବଂ ଗୋଟିଏ ପିସି ମେସିନ ଜବତ କରାଯାଇଛି  । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ ଅନ୍ତର୍ଗତ ଶରଧାପୁର ଗାଁ କେନାଲ ନିକଟରୁ ବେଆଇନ ମାଟି ଚାଲାଣ ହେଉଥିଲା । ଏଥିସହିତ ଚୋରା ଚାଲାଣକାରୀଙ୍କ ଉପରେ ୮୦ ହଜାର…

୯ ଦଫା ଦାବିରେ ଦଣ୍ଡ ପ୍ରଣାମ ପଦଯାତ୍ରା କଲା ଡ୍ରାଇଭର ମହାସଂଘ

କାମାକ୍ଷାନଗର : ଡ୍ରାଇଭର ମହାସଂଘ ପକ୍ଷରୁ ୯ ଦଫା ଦାବି ପୂରଣ ନେଇ ଦଣ୍ଡ ପ୍ରଣାମ ପଦଯାତ୍ରା । ରାଜ୍ୟର ସମସ୍ତ ବ୍ଲକରେ ୯ ଦଫା ଦାବି ପୂରଣ ନେଇ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି । କାମାକ୍ଷାନଗର ହନୁମାନ ବଜାର ଠାରୁ ଆରମ୍ଭ କରି ଦଣ୍ଡ ପ୍ରଣାମ ପଦଯାତ୍ରାରେ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ, ୩ ଗିରଫ

କାମାକ୍ଷାନଗର : ପରଜଙ୍ଗ ଲୋଧଣୀ ଗାଁରୁ ବ୍ୟାପକ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ମିଳିତ ଟିମ ପରଜଙ୍ଗର ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲେ…

କଇଁଥଗୋଡ଼ାରେ ଦନ୍ତା ହାତୀ ମୃତ

କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦନ୍ତାହାତୀ ମୃତ। ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଇଁଥଗୋଡା ନିକଟରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର । ବିଦ୍ୟୁତ ଜନିତ ଆଘାତ କାରଣରୁ ଦନ୍ତା ହାତୀଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହାତୀଟିର ଅନୁମାନିକ ବୟସ…

ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଧାରଣା ଦେଲେ ଛାତ୍ରଛାତ୍ରୀ

କାମାକ୍ଷାନଗର: ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ଼ ପଞ୍ଚାୟତ ଅନ୍ତର୍ଗତ କୁନ୍ଦନଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲ ଫାଟକ ସାମ୍ନାରେ ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ…

ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଦୁଃଖିନୀ ମାଆ ଓ ଚାରି ଶିଶୁ କନ୍ୟା

କାମାକ୍ଷାନଗର: ବାପ ଛେଉଣ୍ଡ ୪ ଶିଶୁକନ୍ୟାକୁ ଧରି ବଞ୍ଚିବା ପାଇଁ ରାହା ଖୋଜୁଛି ଦୁଃଖିନୀ ମାଆ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ପରିସ୍ଥିତି ।  ଗାଁର ହରିଜନ ସାହିରେ ବାସ କରୁଥିଲେ ରୋହିତ ନାୟକ ଓ  ତାଙ୍କ ସ୍ତ୍ରୀ ମମତା…

ବ୍ୟବସାୟୀଙ୍କ ଘରେ ପଶି ଲୁଟ୍‌ କଲେ ୬ଜଣ ଦୁର୍ବୁତ୍ତ

କାମାକ୍ଷାନଗର : ବ୍ୟବସାୟୀଙ୍କ ଘରୁ ନଗଦ ୭ ଲକ୍ଷ ଟଙ୍କା ସହ ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌  । ଢେଙ୍କାନାଳ ଜିଲ୍ଲା ପରଜଙ୍ଗରେ ଥିବା ବ୍ୟବସାୟୀ ବିନୟ କୁମାର ସାହୁଙ୍କ ଘରୁ ହୋଇଛି ଲୁଟ । ଦୁର୍ବୁତ୍ତ ମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଗୋଟିଏ ଘର ଭିତରେ ପରିବାର ଲୋକଙ୍କୁ ବନ୍ଦୀ…

[ଦେଖନ୍ତୁ ଭିଡିଓ] ମିଠା ମକା ଚାଷ ମେଣ୍ଟାଉଛି ପରିବାରର ଗୁଜୁରାଣ

କାମାକ୍ଷାନଗର: ପରିବାର ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇଛି ମିଠା ମକା ଚାଷ । ମିଠା ମକା ଚାଷ ବଦଳାଇ ଦେଇଛି ଚାଷୀ ମାନଙ୍କର ଜୀବନ ଶୈଳୀ । ବର୍ତ୍ତମାନ ମକା ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ଅନେକ ଚାଷୀ ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଛି…