Latest Odisha News
Browsing Tag

Kamakhyanagar

ବନ୍ଧୁକ ଓ ଧନୁତୀର ଜବତ, ୩ ଜଣ ଶିକାରୀ ଗିରଫ

କାମାକ୍ଷାନଗର: ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରୁ ଶିକାରୀ ଗିରଫ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଇ ବାଲିସାହି ଗାଁ ନିକଟ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ୩ ଜଣ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଶିକାରୀଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ଧନୁ ତୀର,…

ପ୍ରକୃତି ସେବାରେ ୯୦ ବର୍ଷୀୟ ବୃଦ୍ଧ, ଗଛ ଲଗାଇବା ତାଙ୍କର ନିଶା

କାମାକ୍ଷାନଗର : ନଇଁ ପଡ଼ିଛି ଅଣ୍ଟା, ଲୋଚାକୋଚା ହୋଇଯାଇଛି ଚର୍ମ, କାନକୁ ବି ଆଉ ଠିକରେ ଶୁଭା ଯାଉନି । ଶରୀରର ଇନ୍ଦ୍ରୀୟ ଗୁଡିକ ଆଉ ବୋଲ ମାନୁନାହିଁ । ହେଲେ ପ୍ରକୃତିର ପ୍ରେମରେ ବାନ୍ଧି ହୋଇଯାଇଛନ୍ତି ୯୦ ବର୍ଷୀୟ ବୃଦ୍ଧ । ଆଉ ଗଛ ଲଗାଇବା ନିଶାରେ ଲାଗି ପଡିଛନ୍ତି ମିଟୁ । ପିଲାଟି ଦିନରୁ…

ଅମାନିଆଙ୍କୁ ଫୁଲ ଓ ଚକୋଲେଟ୍ ଦେଲେ ଉପଜିଲ୍ଲାପାଳ

କାମାକ୍ଷାନଗର: ନବବର୍ଷ ପାଳନରେ ସମସ୍ତେ ମତୁଆଲା । କିଏ କ୍ଲବ ଯାଉଛି ତ ଆଉ କିଏ ପିକନିକ୍ । କାନ୍ଥରୁ କାଲେଣ୍ଡର ବଦଳିବା ସହ ବର୍ଷକୁ ବର୍ଷ ବଢ଼ି ଚାଲିଛି ମଣିଷର ବ୍ୟସ୍ତତା । ଅନେକ ସମୟରେ ଲୋକେ ବ୍ୟସ୍ତ ଭିତରେ ହେଉ ଅବା ଜାଣିଶୁଣି ସ୍ପିଡ୍ ଡ୍ରାଇଭିଂ କରିଥାନ୍ତି । ନିଜେ ମୃତ୍ୟୁମୁଖରେ…

ବେଆଇନ ଭାବେ ଜଙ୍ଗଲ ଜମି ଅକ୍ତିଆର, ବିରୋଧ କଲେ ଗ୍ରାମବାସୀ

କାମାକ୍ଷାନଗର : ରେକୁଳା ଗ୍ରାମବାସୀ ପକ୍ଷରୁ ଖେମକା କମ୍ପାନୀକୁ ବିରୋଧ । ଜଙ୍ଗଲ ଜମିକୁ ନେଇ କାମାକ୍ଷାନଗର ମହୁଲପାଳ ସ୍ଥିତ ରେକୁଳା ଗାଁରେ ଦେଖାଦେଇଛି ଅସନ୍ତୋଷ । ବେଆଇନ ଜଙ୍ଗଲ ଜମି ଅକ୍ତିଆର , ଜଙ୍ଗଲ ନଷ୍ଟ ସହିତ ଜଙ୍ଗଲରୁ ମାଟି ନେଇ ପୋଖରୀ ଖୋଳିବା ଅଭିଯୋଗରେ ଖେମକା ରିଫାକ୍ଟୋରି…

ଜଳିଗଲା ଝିଅ ବାହାଘରର ସବୁ ଫର୍ଣ୍ଣିଚର ଓ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ

କାମାକ୍ଷାନଗର: ଝିଅ ବାହାଘର ପାଇଁ ଏକଜୁଟ କରିଥିଲେ ଫର୍ଣ୍ଣିଚର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ । କିନ୍ତୁ ନିଆଁର ଲେଲିହାନରେ ସବୁ ଜଳି ଛାରଖାର ହୋଇଗଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ବାବୁଲି ଦିଆଣି ସର୍ବସ୍ୱାନ୍ତ ହୋଇଛନ୍ତି । ରାତିରେ ଶୋଇଥିବାବେଳେ କୌଣସି…

ସମ୍ବର ଶିଙ୍ଗ ଜବତ ସହ ୫ ଶିକାରୀ ଗିରଫ

କାମାକ୍ଷାନଗର : ଢେଙ୍କାନାଳ ବନବିଭାଗକୁ ମିଳିଲା ସଫଳତା  । ଦେଶୀ ବନ୍ଧୁକ ସମ୍ବର ଶିଙ୍ଗ ସହ ୫ ଜଣ ଶିକାରୀକୁ ଗିରଫ କରିଛି ବନ ବିଭାଗ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ-୨ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଏକୁଲ ଗାଁରୁ ୫ଜଣ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ…

ନ୍ୟାୟ ପାଇଁ ପ୍ରେମିକର ଘର ସାମ୍ନାରେ ପ୍ରେମିକାର ଧାରଣା

କାମାକ୍ଷାନଗର: ବିବାହର ପ୍ରତିଶୃୁତି ଦେଇ ଅଧା ବାଟରେ ପ୍ରେମିକାକୁ ଛାଡ଼ି ଛୁ ମାରିଲା ପ୍ରେମିକ । ଶଙ୍ଖା ସିନ୍ଦୂର ଧରି ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଲା ପ୍ରେମିକା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଙ୍କଡାହାଡ଼ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ । ଦୀର୍ଘ ୧୪ ବର୍ଷ ଧରି…

ଦଣ୍ଡାଧାର କେନାଲରେ ବିରାଟ ଘାଇ, ଚିନ୍ତାରେ ଚାଷୀ

କାମାକ୍ଷାନଗର : ଦଣ୍ଡାଧାର ମୁଖ୍ୟ କେନାଲରେ ସୃଷ୍ଟି ହୋଇଛି ୧୦ ଫୁଟର ଘାଇ । କିଛି ଦିନ ପରେ ଧାନ ଚାଷ କାଟିବାକୁ ଥିବାବେଳେ ଏପରି ଘାଇ ସୃଷ୍ଟି ହୋଇ ଚାଷୀଙ୍କୁ ସମସ୍ୟାରେ ପକାଇଛି । ବାରମ୍ବାର ଅଭିଯୋଗ ସତ୍ତ୍ବେ ଶଶାପଶି ଗାଁ ଦଣ୍ଡାଧାର କେନାଲ ଘାଇର ମରାମତି କରାଯାଉନଥିବା ଅଭିଯୋଗ…

୬୦ ଲିଟର ମଦ ଜବତ ସହ ଜଣେ ଗିରଫ

କାମାକ୍ଷାନଗର : ପେଟ୍ରୋଲିଂ ବେଳେ ଜଣେ ମଦ ମାଫିଆକୁ ଗିରଫ କରିଛି ଅବକାରୀ ପୋଲିସ । ପଣ୍ଡୁଆ ରାସ୍ତାରେ ସ୍କୁଟି ଯୋଗେ ମଦ ଚାଲାଣ କରୁଥିଲା ଜଣେ ବ୍ୟକ୍ତି  । ଢେଙ୍କାନାଳ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ଅବକାରୀ ଟିମ୍‌ ସେହି ମଦ ମାଫିଆକୁ ଗିରଫ କରିଛି…

ଲୁଟ୍ ବେଳେ ମାଡ଼ି ବସିଲା ପୋଲିସ, ୫ ଚୋର ଗିରଫ

କାମାକ୍ଷାନଗର: ଚୋରି କରିବାକୁ ଆସିଥିଲେ, ମାଡ଼ି ବସିଲା ପୋଲିସ । କାମାକ୍ଷାନଗର ପୋଲିସ ଏକ ଚୋର ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନ୍ଧାର ରାତିରେ ଲୁଟ୍ ବେଳେ ପୋଲିସ ହାତରେ ଚୋର ଧରା ପଡ଼ିଛନ୍ତି । ବାଉଁଶପାଳ ଗ୍ରାମବାସୀଙ୍କ ସହଯୋଗରେ ୫ ଜଣ ଚୋରଙ୍କୁ ଧରି ପୋଲିସ ।…