Latest Odisha News

BREAKING NEWS

Browsing Tag

Kareena Kapoor

ଦୁଇ ଘଣ୍ଟା ମଧ୍ୟରେ ୧୩୦ଟି ଡ୍ରେସ ପିନ୍ଧିଥିଲେ କରିନା, ଜାଣନ୍ତୁ ପରଦା ପଛର କାହାଣୀ

ନୂଆଦିଲ୍ଲୀ: ଜବ୍ ୱି ମେଟ୍, ଓମକାରା, ଚମେଲି ଏବଂ ହିରୋଇନ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା କରିନା କପୁରଙ୍କର ବଲିଉଡରେ ଭିନ୍ନ ଭିନ୍ନ ଆଭିମୁଖ୍ୟ ରହିଛି। ନିଜର ସୌନ୍ଦର୍ଯ୍ୟ, ଷ୍ଟାଇଲ ଏବଂ ଅଭିନୟ ସହିତ ସେ ଦୀର୍ଘ ବର୍ଷ ଧରି ପ୍ରଶଂସକଙ୍କ ହୃଦୟ ଜିତି ଆସୁଛନ୍ତି। ଯେକୌଣସି ଗମ୍ଭୀର…

କରଣ ଜୋହରଙ୍କ ଘରେ ପାର୍ଟି ପରେ କରୋନା ପଜିଟିଭ୍ ହେଲେ ସୀମା, କରିନା, ଅମୃତା ଆରୋରା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରିନା କପୁର ଓ ଅମୃତା ଆରୋରା କରୋନା ପଜିଟିଭ୍ ପରେ ଆକ୍ସନ ମୁଡକୁ ଆସିଛି ବିଏମସି । କରିନା ଓ ଅମୃତାଙ୍କ ଘର ଆଗରେ ବିଏମସି ପକ୍ଷରୁ କୋଭିଡ୍ ଟେଷ୍ଟିଂ କ୍ୟାମ୍ପ କରାଯାଇଛି । ଏମାନଙ୍କର ବିଲଡିଂ ଓ ଆଖପାଖ ଅଞ୍ଚଳକୁ ସାନିଟାଇଜ୍ କରାଯିବ । ସେହିପରି ବଲିଉଡ୍…

କରିନା କାପୁର ବନାମ ସିଙ୍ଗାପୁର ଟିକ୍‌ଟକର୍

ଭୁବନେଶ୍ୱର: ବଲିଉଡ ଇଣ୍ଡଷ୍ଟ୍ରୀରେ କଭି ଖୁସୀ କଭି ଗମ୍ ଭଳି ଫିଲ୍ମ ଆଇକନିକ୍ ତାଲିକାରେ ସାମିଲ ଅଛି । ଏହି ଫିଲ୍ମର ଗୀତଗୁଡିକ ଏବେ ବି ଦର୍ଶକଙ୍କ ନିକଟରେ ପପୁଲାର ରହିଛି । ଖାସ କରି ବୋଲେ ଚୁଡିୟାଁ ଭଳି ଗୀତ ବିବାହ ଓ ପାର୍ଟିରେ ଶୁଣିବାକୁ ମିଳେ । ତେବେ ନିକଟରେ ସିଙ୍ଗାପୁରରେ ଜଣେ…

ମହିଳା ଦିବସ ଅବସରରେ ଛୋଟେ ନବାବ୍‌ଙ୍କ ପ୍ରଥମ ଝଲକ ଦେଖାଇଲେ କରୀନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା ହେବା ପରଠାରୁ ସମସ୍ତେ ତାଙ୍କ ଲିଟିଲ୍‌ ବଏ୍‌ର ଚେହେରା ଦେଖିବାକୁ ବେଶ୍‌ ଉତ୍ସାହର ସହ ଚାହିଁବସିଛନ୍ତି। ଫେବୃଆରୀ ୨୧ରେ କରୀନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ…

ନୂଆ ଅତିଥିକୁ ନେଇ ଘରକୁ ଫେରିଲେ କରୀନା

ନୂଆଦିଲ୍ଲୀ: କରୀନା କପୁର ଖାନ ରବିବାର ଦିନ ତାଙ୍କର ଦ୍ୱିତୀୟ ସନ୍ତାନ ତଥା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। କରୀନା ପୁଣି ଥରେ ଏକ ପୁତ୍ର ସନ୍ତାନର ମା ହେବାର ସୌଭାଗ୍ୟ ଲାଭ କରିଛନ୍ତି। କରୀନା ନିଜ ପରିବାର ସହିତ ମଙ୍ଗଳବାର ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ…

ପୁଣି ପୁତ୍ର ସନ୍ତାନର ବାପା-ମାଆ ହେଲେ ସୈଫିନା

ମୁମ୍ୱାଇ: ପଟ୍ଟୌଦୀ ପରିବାରର ନୂଆ ସଦସ୍ୟ । ସୈଫିନା ଫ୍ୟାନଙ୍କ ପାଇଁ ଖୁସି ଖବର । ପୁଣି ପୁତ୍ର ସନ୍ତାନର ବାପା-ମାଆ ହୋଇଛନ୍ତି ବଲିଉଡର ଦୁଇ ଷ୍ଟାର ସୈଫ ଅଲ୍ଲୀ ଖାନ୍ ଓ କରୀନା କପୁର । ଆଜି ବେବି ବୟକୁ ଜନ୍ମ ଦେଇଛନ୍ତି ବେବୋ । ଭୋରରୁ କରୀନାଙ୍କୁ ମୁମ୍ୱାଇ ବିଚ୍ କ୍ୟାଣ୍ଡି ହସ୍ପିଟାଲରେ…

ବେବୋ @40, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ବାଇ: ୪୦ ବର୍ଷରେ ବଲିଉଡର ବେବୋ । ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଆଜି ୪୦ ବର୍ଷ ବୟସରେ ପାଦ ରଖିଛନ୍ତି । କରୋନା ଯୋଗୁଁ ସେ ଏଥିର ତାଙ୍କ ଜନ୍ମ ଦିନକୁ ନିଜ ପରିବାର ସହ ପାଳନ କରିଛନ୍ତି । ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ଫଟୋ ଭାଇରାଲ…

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବଲିଉଡର ବେବୋ

ମୁମ୍ବାଇ: ପୁଣି ଥରେ ଗୁଡ ନ୍ୟୁଜ୍ ଦେବେ ବଲିଉଡର ବେବେ । ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ପୁଣି ଥରେ ମା’ ହେବାକୁ ଯାଉଛନ୍ତି । ସୈଫ ଅଲ୍ଲି ଖାନ୍‌ଙ୍କ ପରିବାରକୁ ଆସିବ ଆଉ ଜଣେ କୁନି ଅତିଥି । ଏନେଇ ସୈଫ୍ ଅଲ୍ଲି ଖାନ୍ ନିଜେ ଔପଚାରିକ ଭାବେ ଘୋଷଣା କରିଛନ୍ତି । ପୂର୍ବରୁ ବହୁ ଥର…

କରିନାଙ୍କ ଫେଭିକଲ୍ ଗୀତର ମେକିଂ ଭିଡିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ, ଜାଣନ୍ତୁ କାହିଁକି ?

ନୁଆଦିଲ୍ଲୀ : ଆଠ ବର୍ଷ ତଳେ ରିଲିଜ ହୋଇଥିବା ‘ଦବଙ୍ଗ-୨’ର ଫେଭିକଲ ଗୀତର ମେକିଂ ଭିଡିଓ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟି କରିନାଙ୍କ ଫେଭିକଲ ଗୀତ ସୁଟିଂ ସମୟର । ଗୀତରେ ଶ୍ରେୟା ଘୋଷାଲ ପେଟ୍ରୋଲକୁ ପାଟ୍ରୋଲ ବୋଲି ଗାଉଥିବାରୁ କରିନା ଟିକେ ମଜାଳିଆ…