Latest Odisha News

BREAKING NEWS

Browsing Tag

karnataka politics

କର୍ଣ୍ଣାଟକରେ ୟେଦ୍ୟୁରପ୍ପାଙ୍କୁ ଦୁରେଇ ଦେଇଥିଲେ, କଂଗ୍ରେସ ଡରରେ ପୁଣି ଆପଣାଇଲେ !

ଭୁବନେଶ୍ୱର: କର୍ଣ୍ଣାଟକ ରାଜନୀତି ଏବେ ପୁଣିଥରେ ଚଳଚଞ୍ଚଳ ହୋଇଉଠିଛି। ଗତ ବିଧାନସଭା ନିର୍ବାଚନ ବେଳେ ଯେଭଳି କର୍ଣ୍ଣାଟକ ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିଲା ଏବେ ବି ସେମିତି ଚର୍ଚ୍ଚା ହେଉଛି। ଏ ଭିତରେ ବିଜେପି ଓ ଜେଡିଏସର ବହୁ ନେତା ଆସନ୍ତା ୧୫ ତାରିଖରେ କଂଗ୍ରେସରେ…

କର୍ଣ୍ଣାଟକରେ ୧୫ ତାରିଖରେ ବିଜେପି, ଜେଡିଏସକୁ ଭାଙ୍ଗିଦେବେ ଶିବକୁମାର !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ପାଇଁ ଘମାଘୋଟ ଲଢେଇ ଚାଲିଥିବା ବେଳେ କର୍ଣ୍ଣାଟକକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟ ପରେ ବିଜେପିର ଅନ୍ତଃକନ୍ଦଳ ତୀଵ୍ର ହେବାରେ ଲାଗିଛି। ସେପଟେ କେତେବେଳେ କଂଗ୍ରେସ ସରକାରକୁ ବିଜେପି…

ଏନଡିଏରେ ସାମିଲ ହୋଇ ଫସିଗଲା ଜେଡିଏସ !

ଭୁବନେଶ୍ୱର: ଏନଡିଏ ସହ ବିଧିବଦ୍ଧ ଭାବେ ମେଣ୍ଟ କରି ଆଗକୁ ବଢିଛି ଜେଡିଏସ। ଆଗାମୀ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସକୁ ମାତ ଦେବା ପାଇଁ ବିଜେପି ଓ ଜେଡିଏସ ଏକାଠି ହୋଇଛନ୍ତି। କିନ୍ତୁ ଏହା ଜେଡିଏସକୁ ମହଙ୍ଗା ପଡିଛି। ବିଜେପି ସହ ମିଶି ଆଗକୁ ବଢିବା ପରେ ଜେଡିଏସ ନେତା ଦଳ…

କର୍ଣ୍ଣାଟକରେ ବିଜେପିକୁ ଭାଙ୍ଗୁଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବଡ଼ ପରାଜୟ ପରେ ବିଜେପି ଏବେ ଆଗାମୀ ଲୋକସଭା ନିର୍ବାଚନ ଉପରେ ଫୋକସ କରୁଛି। କର୍ଣ୍ଣାଟକର ୨୮ ଟି ଲୋକସଭା ସିଟ ମଧ୍ୟରୁ ବିଜେପି ୨୫ ଟି ସିଟ ଏକାକୀ ଜିତିଥିଲା। ତେଣୁ ଏଥର ବିଧାନସଭା ନିର୍ବାଚନ ଝଟକା ପରେ ମଧ୍ୟ ଦଳ କିଭଳି ଲୋକସଭା…

ଭାରତ ଜିତିବା ପାଇଁ ରାହୁଲ କର୍ଣ୍ଣାଟକରେ ଦେଲେ ଗୃହଲକ୍ଷ୍ମୀ !

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଭିନ୍ନ ରଣନୀତି ଦେଖିବାକୁ ମିଳୁଛି। ଦେଶର ଚାରୋଟି ପ୍ରମୁଖ ରାଜ୍ୟର ନିର୍ବାଚନ ପାଇଁ ପ୍ରମୁଖ ଦଳର ବରିଷ୍ଠ ନେତାମାନେ ଜୋରଦାର ପ୍ରଚାର କରୁଥିବା ବେଳେ ରାହୁଲ କିନ୍ତୁ ଭିନ୍ନ ଷ୍ଟାଇଲରେ କାର୍ଯ୍ୟ କରୁଥିବା ଦେଖିବାକୁ…

ପ୍ରତିଶୋଧ ମୁଡରେ କଂଗ୍ରେସ, ବିଜେପିକୁ ସଫା କରିବାକୁ ‘ଅପରେସନ ପାମ’!

ଭୁବନେଶ୍ୱର: କର୍ଣ୍ଣାଟକରେ ଯେସାକୁ ତେସା ନ୍ୟାୟରେ କଂଗ୍ରେସ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସରକାରକୁ ଆସିବା ପରେ ପୂର୍ବ ବିଜେପି ସରକାର ଦ୍ୱାରା କରାଯାଇଥିବା ବହୁ କାର୍ଯ୍ୟ ଉପରେ ରୋକ ଲଗାଇବା ସହ କଂଗ୍ରେସ ସରକାର କଡା ପଦକ୍ଷେପ ନେଉଛି। ଅନ୍ୟପକ୍ଷରେ କର୍ଣ୍ଣାଟକରେ କଂଗ୍ରେସ…

‘୨୫ ବିଧାୟକ ଦଳ ଛାଡିବେ, କର୍ଣ୍ଣାଟକରେ ଭାଙ୍ଗିଯିବ କଂଗ୍ରେସ ସରକାର’

ଭୁବନେଶ୍ୱର: ଆସନ୍ତା ଲୋକସଭା ନିର୍ବାଚନ ପୁର୍ବରୁ କର୍ଣ୍ଣାଟକର କଂଗ୍ରେସ ସରକାର ଭାଙ୍ଗିଯିବ। ଏଭଳି ଦାବି ରଖିଛନ୍ତି କର୍ଣ୍ଣାଟକର ବରିଷ୍ଠ ବିଜେପି ବିଧାୟକ ବାସନାଗୌଡା ପାଟିଲ ୟାତନାଲ। ଶାସକ ଦଳ କଂଗ୍ରେସର ୨୫ ରୁ ଅଧିକ ବିଧାୟକ ଦଳ ଛାଡିବାକୁ ପ୍ରସ୍ତୁତ ହୋଇ ରହିଥିବା ସେ କହିଛନ୍ତି।…

କର୍ଣ୍ଣାଟକରେ ଯେଉଁ ଭୁଲ ପାଇଁ ବିଜେପି ଗଲା, ସେହି ଭୁଲ କରୁଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକରେ ପୂର୍ବର ବିଜେପି ସରକାର ଉପରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନେଇ ଲଗାତର ଆକ୍ରମଣ କଂଗ୍ରେସ ସପକ୍ଷରେ ଏକ ବାତାବରଣ ତିଆରି କରିବା କୁହାଯାଉଥିଲା। ଯେଉଁଥିପାଇଁ ଦଳ ବିଜେପିକୁ ପରାଜିତ କରି ଏକ ବଡ଼ ବିଜୟ ପାଇଲା ବୋଲି ମତ ପ୍ରକାଶ ପାଉଛି। ଏହି ନିର୍ବାଚନ ରଣନୀତିରେ…

ଲଢେଇ ସରିଲା, ଏଥର ମୋଦିଙ୍କ ସହ ସିଦ୍ଦରମେୟାଙ୍କ ବନ୍ଧୁତା!

ଭୁବନେଶ୍ୱର: କର୍ଣ୍ଣାଟକ ମହାଲଢ଼େଇରେ ବିଜେପିକୁ ମାତ ଦେବା ସହ ସରକାର ଗଢ଼ିଛି କଂଗ୍ରେସ। ସରକାରକୁ ଆସିବା ପରେ ପୂର୍ବ ବିଜେପି ସରକାର ପକ୍ଷରୁ କରାଯାଇଥିବା ବହୁ ସ୍କିମ ଓ ଯୋଜନାକୁ ବାଦ ଦିଆଯାଇଛି। ଏପରିକି କେନ୍ଦ୍ରର ବିଜେପି ସରକାର ମଧ୍ୟ କର୍ଣ୍ଣାଟକ କଂଗ୍ରେସ ସରକାରକୁ ଅନ୍ନଭାଗ୍ୟ ସ୍କିମ…

କର୍ଣ୍ଣାଟକ ହେବ କିଙ୍ଗମେକର!

ଭୁବନେଶ୍ୱର: କର୍ଣ୍ଣାଟକରେ ବିଧାନସଭା ରଣନୀତିରେ ସଫଳ ହୋଇ ସରକାର ଗଢିବା ପରେ ଏବେ ଲୋକସଭା ପାଇଁ ଦଳ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛି। ରାତି ପାହିଲେ ଅର୍ଥାତ ଅଗଷ୍ଟ ଦୁଇ ତାରିଖରେ କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ମନ୍ତ୍ରୀମାନେ ଦିଲ୍ଲୀରେ ଦଳର ଜାତୀୟ ନେତୃତ୍ବକୁ ଭେଟିବେ।…