Latest Odisha News

BREAKING NEWS

Browsing Tag

karnataka politics

କଂଗ୍ରେସ ପାଇଁ କଣ୍ଟା ଦଳୀୟ ବିଧାୟକ, ଦେଲେ ଇସ୍ତଫା ଧମକ !

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ବିଧାୟକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମନ୍ତ୍ରୀ ମାନେ ବିଧାୟକଙ୍କ କଥା ଶୁଣୁ ନ ଥିବାରୁ ବିଧାୟକ ମାନେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଯେଉଁଥିପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ କରାଯିବା ସହ କୌଣସି ସମସ୍ୟା ନ ଥିବା ମୁଖ୍ୟମନ୍ତ୍ରୀ…

ବିରୋଧୀଙ୍କ ବୈଠକରେ ଆଇଏଏସଙ୍କ କାମ କଣ?

ଭୁବନେଶ୍ୱର: ବିରୋଧୀ ଏକତା ବୈଠକ ଦେଶର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି। ନୂଆ ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ଦେଇ ବିରୋଧୀ ଏକ ବଡ଼ କାର୍ଡ ଖେଳିଛନ୍ତି। କିନ୍ତୁ ବିରୋଧୀ ମେଣ୍ଟର ନାଁ ଦେବାଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ସମେତ ଅନ୍ୟ କିଛି ଦଳ ବିରୋଧୀଙ୍କୁ…

ରାହୁଲ କରିବେ ହିସାବନିକାଶ

ଭୁବନେଶ୍ୱର: କର୍ଣ୍ଣାଟକରେ ଯାହା ଗ୍ୟାରେଣ୍ଟି ଦେଇଥିଲେ ତାର ହିସାବ ନେବେ ରାହୁଲ ଗାନ୍ଧୀ। ନିର୍ବାଚନ ସମୟରେ କର୍ଣ୍ଣାଟକବାସୀଙ୍କୁ ରାହୁଲ ୫ ଟି ଗ୍ୟାରେଣ୍ଟି ଦେଇଥିବାବେଳେ ପ୍ରଥମ କ୍ୟାବିନେଟ ବୈଠକରେ ହିଁ ସବୁ ପ୍ରତିଶ୍ରୁତି ପାଳନ ହେବ ବୋଲି କହିଥିଲେ। ଲୋକେ ମଧ୍ୟ କଂଗ୍ରେସକୁ ସମର୍ଥନ…

ବିଜେପିକୁ ବିଶୃଙ୍ଖଳିତ ଦଳର ଆଖ୍ୟା !

ଭୁବନେଶ୍ୱର: କର୍ଣ୍ଣାଟକରେ ଗୋଷ୍ଠୀକନ୍ଦଳ ମଧ୍ୟରେ ନିଜର ସ୍ଥିତି ସଜାଡ଼ିବାକୁ ଉଦ୍ୟମ କରୁଥିବା ବିଜେପିକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଟାର୍ଗେଟ କରିଛନ୍ତି। ବିଜେପିକୁ ସବୁଠୁ ବିଶୃଙ୍ଖଳିତ ଦଳ ବୋଲି କହିବା ସହ ଜୋରଦାର ସମାଲୋଚନା କରିଛନ୍ତି। ଲୋକଙ୍କ ସମ୍ମୁଖରେ ନିଜ ନିଜ ମଧ୍ୟରେ ଲଢେଇ ଓ…

କର୍ଣ୍ଣାଟକ ବିଜେପିକୁ କଂଗ୍ରେସ ଝଟକା! ବିନା ବିରୋଧୀ ଦଳ ନେତାରେ ଚାଲିଲା ବିଧାନସଭା

ଭୁବନେଶ୍ୱର: କର୍ଣ୍ଣାଟକରେ ବିଜେପିର ଘର କଳି ଶୀର୍ଷରେ ପହଂଚିଛି। ସ୍ଥିତି ଏଭଳି ହୋଇଛି ଯେ ନିର୍ବାଚନ ଶେଷ ହୋଇ କଂଗ୍ରେସ ସରକାର ଗଠନ ହେବା ସହ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଲାଣି। କିନ୍ତୁ ଏ ଯାଏ ବିଜେପି ବିରୋଧୀ ଦଳ ନେତା ଚୟନ କରିପାରି ନାହିଁ। ଏପରିକି ବିନା ବିରୋଧୀ ଦଳ ନେତା…

ନିଜ ଭିତରେ ଲଢେଇ ପାଇଁ…କର୍ଣ୍ଣାଟକରେ ସରକାର ଗଲା, ଏବେ କେନ୍ଦ୍ରରେ ହରେଇଦେବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ହାରିବା ପରେ ବିଜେପି ଭିତରେ ଲଢେଇ ଥମିବାର ନାଁ ଧରୁନି। ଗୋଟିଏ ପଟେ ପରାଜୟକୁ ନେଇ ପରସ୍ପର ମଧ୍ୟରେ ଦୋଷ ଲଦାଲଦି, ଖୋଲାଖୋଲି ଲୋକଙ୍କ ସମ୍ମୁଖରେ ପରସ୍ପର ବିରୋଧରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିବା ଓ ସାମ୍ବାଦିକ ସମ୍ମିଳନୀରେ ନିଜ ଦଳର ନେତାଙ୍କୁ କୁତ୍ସାରଟନା…

କର୍ଣ୍ଣାଟକରେ ବିଜେପି ନେତାଙ୍କୁ ବାନ୍ଧିବ କଂଗ୍ରେସ !

ଭୁବନେଶ୍ୱର: ବିଜେପି ସରକାର ସମୟରେ କର୍ଣ୍ଣାଟକରେ ଯେତେ ସବୁ ସ୍କାମର ଅଭିଯୋଗ ହୋଇଛି ସବୁର ତଦନ୍ତ ହେବ। ଯେତେ ଦୁର୍ନୀତି ଓ ଅନିୟମିତତା ହୋଇଛି ସବୁର ଗୋଟି ଗୋଟି ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କହିଛନ୍ତି। ପୂର୍ବ ବିଜେପି ସରକାର ସମୟରେ ମେଡିକାଲ କଲେଜ ନିର୍ମାଣଠୁ…

କର୍ଣ୍ଣାଟକରେ ହାରିବା ପରେ.. ବିଜେପି ଲଢୁଛି ବିଜେପି ସହ, ବୋମ୍ମାଇ ସାଜିଛନ୍ତି ଦେଖଣାହାରୀ !

ଭୁବନେଶ୍ୱର: କର୍ଣ୍ଣାଟକରେ ହାରିବା ପରେ ବିଜେପି ନେତାଙ୍କ ମଧ୍ୟରେ ଲଢ଼େଇ ତୀଵ୍ର ହେବାରେ ଲାଗିଛି। ଦଳର ପ୍ରମୁଖ ନେତାମାନେ ଏହି ବଡ଼ ପରାଜୟ ପାଇଁ ପରସ୍ପରକୁ ଦୋଷ ଦେଉଥିବାବେଳେ ଏବେ କିନ୍ତୁ ଖୋଲାଖୋଲି ଲଢ଼େଇକୁ ଓଲ୍ହାଇଥିବା ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତାମାନେ ମୋଦିଙ୍କ ୯ ବର୍ଷ…

କଂଗ୍ରେସର ନିର୍ବାଚନ ବାର୍ତ୍ତା, ଦଳକୁ ଆସିଲେ ମିଳିବ ପଦ ଆଉ ସମ୍ମାନ!

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟ ବିଧାନସଭା ଓ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କର୍ଣ୍ଣାଟକରେ କଂଗ୍ରେସ ବଡ଼ ଚାଲ ଖେଳିଥିବା ଆଲୋଚନା ହେଉଛି। ଅନ୍ୟ ପ୍ରମୁଖ ଦଳ ଦ୍ୱାରା ଅପଚରା ପ୍ରମୁଖ ନେତାଙ୍କୁ ସମ୍ମାନ ଦେବା ସହ ପ୍ରମୁଖ ପଦ ଦେଇ ଦେଶବ୍ୟାପି ଏକ ବାର୍ତ୍ତା ଦେବାକୁ ଦଳ ଉଦ୍ୟମ କରିଛି।…

‘କର୍ଣ୍ଣାଟକରେ ହାରିବାରୁ ଚାଉଳ ଦେଉନି ବିଜେପି’, ୨୦ ରେ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର: ଚଳିତ ମାସ ୨୦ ତାରିଖରେ କେନ୍ଦ୍ରର ବିଜେପି ସରକାର ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କର୍ଣ୍ଣାଟକ କଂଗ୍ରେସ। ପ୍ରତ୍ୟେକ ଜିଲ୍ଲାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କର୍ଣ୍ଣାଟକ ପିସିସି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର କହିଛନ୍ତି।…