Latest Odisha News

BREAKING NEWS

Browsing Tag

Kejriwal

ବିଜେପିକୁ କେଜରିଓ୍ୱାଲଙ୍କ ନିଶାନା; ଗୁଜରାଟରେ ତୁଚ୍ଛ ରାଜନୀତି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଯୋଗକୁ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ହେଲେ ଗୁଜରାଟରେ ସରକାର ଯୋଗ କ୍ଲାସ ବନ୍ଦ କରିଦେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି କେଜରିଓ୍ୱାଲ । ବିଜେପିକୁ କରିଛନ୍ତି ସିଧା ଟାର୍ଗେଟ୍ । କହିଛନ୍ତି, ଗୁଜରାଟରେ ଆପ୍ ସରକାର ଗଠନ ହେଲେ…

ଆପ୍ ରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ନେତା ଅଶୋକ ଟନୱର

ଭୁବନେଶ୍ୱର: ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କଂଗ୍ରେସ ନେତା ଅଶୋକ ଟନୱର ଆଜି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ସୋମବାର ସକାଳେ ଅଶୋକ ଆପ୍ ମୁଖ୍ୟ କେଜ୍ରିୱାଲଙ୍କୁ ଦିଲ୍ଲୀରେ ଭେଟି ଦଳରେ ଯୋଗ ଦେଇଛନ୍ତି । ପଞ୍ଜାବରେ ଆପ୍ ଚମକ୍ରାର ପ୍ରଦର୍ଶନ କରିବା ପରେ ଅନେକ ନେତା ଦଳକୁ…

କେଜ୍ରିୱାଲ ଚାହୁଁଛନ୍ତି ଚାଷୀ ଆତ୍ମହତ୍ୟା କରନ୍ତୁ, ବିଜେପି ସାଂସଦଙ୍କ ଅଭିଯୋଗ

ନୂଆଦିଲ୍ଲୀ: କେନ୍ଦ୍ରର ୩ କୃଷି ଆଇନକୁ ନେଇ କୃଷକଙ୍କ ଆନ୍ଦୋଳନ ପ୍ରାୟ ୩ ମାସ ହେଲା ଜାରି ରହିଛି । ଆଇନ୍ ପ୍ରତ୍ୟାହାର କରିବାକୁ କୃଷକ ଦାବି କରି ଆସୁଥିବା ବେଳେ ଅମଙ୍ଗ କେନ୍ଦ୍ର । ଏଭଳି ସ୍ଥିତିରେ ବିଜେପି ନେତା କେତେବେଳେ ଚାଷୀଙ୍କୁ ଆତଙ୍କବାଦୀ ତ ଆଉ କେବେ ଦେଶଦ୍ରୋହୀ କହୁଛନ୍ତି । ଏବେ…