ଆମ୍ବୁଲାନ୍ସରେ ଲାଗିଲା ନିଆଁ, ଡ୍ରାଇଭର ଓ ଷ୍ଟାଫ୍ ସୁରକ୍ଷିତ
କେନ୍ଦ୍ରାପଡ଼ା: ଆମ୍ବୁଲାନ୍ସରେ ଲାଗିଲା ନିଆଁ । କଟକରେ ରୋଗୀ ଛାଡ଼ି ଫେରିବା ବେଳେ ହଠାତ୍ 108 ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା । କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ମହିପାଳ ଛକରେ ଆଜି ଏହି ଘଟଣା ଘଟିଛି । ବ୍ୟାଟେରୀ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।…