Latest Odisha News

BREAKING NEWS

Browsing Tag

Kendrapada

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର ୫ ଗୁରୁତର

କେନ୍ଦ୍ରାପଡ଼ା: ଶୋଇଥିବା ବେଳେ ଘରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ପୋଡ଼ି ହୋଇ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଭିତରେ ଅଛି ଗୋଟିଏ ୨୦ ଦିନର ଶିଶୁ । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରୁ । ଗତକାଲି ବିଳମ୍ବିତ ରାତିରେ ଏହି…

କରୋନା ଅପଡେଟ୍‌; ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପୁଡିଆ ବାଣ୍ଟିଲା ଯୁବୋଦୟ !

କେନ୍ଦ୍ରାପଡା: କରୋନା ମହାମାରୀରେ ସାରା ଦେଶ ଲକ୍‌-ଡାଉନ୍ । ସଚେତନତା ହେଉ ଅବା ସରକାରୀ ନିର୍ଦ୍ଦେଶର ବାଧ୍ୟବଧକତା । ସମସ୍ତେ ଏବେ ଘରେ ରହିଛନ୍ତି । ହେଲେ ଏଭଳି ଆପାତକାଳୀନ ସ୍ଥିତିରେ ବି କାମ ବନ୍ଦ କରିନାହାନ୍ତି ରାଜ୍ୟର କୌଣସି ପୌରପାଳିକା । କେନ୍ଦ୍ରାପଡା ପୌରପାଳିକାର ସଫେଇ…

କେନ୍ଦ୍ରାପଡାରେ ଧସିଲା ନିର୍ମାଣାଧିନ ରେଳ ଲାଇନ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ଗୋସେଇଁ ବନ୍ଧଠାରେ ଏକ ନିର୍ମାଣାଧୀନ ରେଳ ଲାଇନ୍ ବୁଧବାର ରାତିରେ ଧସିଯିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ରେଳ ଲାଇନର ଏକ ଅଂଶ ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଅଚାନକ…

କେନ୍ଦ୍ରାପଡାରେ ଟ୍ରକକୁ ପିଟିଲା କାର୍; ୨ ମୃତ ଓ ୩ ଗୁରୁତର

କେନ୍ଦ୍ରାପଡା: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନୟନ ବିହାର ଛକରେ ଏକ ଟ୍ରକ ପଛରେ ଗୋଟିଏ କାର୍ ଧକ୍କା ଦେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିବା ସହ ୩ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ପ୍ରଣତି ପଣ୍ଡା ଓ ବିଜୟ ସାହୁ । ପ୍ରାପ୍ତ ସୂଚନାନୁଯାୟୀ ଦୁର୍ଘଟଣାରେ ଗୁରୁତର…

ଧରାପଡିଲା ବିରଳ ପ୍ରଜାତିର ମାଛ, ଦାମ୍ ଜାଣିଲେ ଉଡିଯିବ ହୋସ୍

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ଗଭୀର ସମୁଦ୍ର ମଧ୍ୟରୁ ଜଣେ ଶୁକ୍ରବାର ଦିନ ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି । ଏହି ମାଛଟିର ଦାମ୍ ପ୍ରାୟ ୨ ଲକ୍ଷ ଟଙ୍କା ହେବାନେଇ ଜଣାପଡିଛି । ଏହି ମାଛଟି ଲମ୍ବାଳିଆ ହୋଇଥିବା…

ସିସିଟିଭି ନଜରରେ କେନ୍ଦ୍ରାପଡା ସହର !

କେନ୍ଦ୍ରାପଡା: କେନ୍ଦ୍ରାପଡା ସହରରେ ଦିନକୁ ଦିନ ବଢୁଥିବା ଅପରାଧୀକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଲାଗି ଏବେ ଲାଗିବ ସିସିଟିଭି । ପ୍ରାପ୍ତ ସୂଚନାନୁଯାୟୀ ସହରର ପ୍ରମୁଖ ୧୨ଟି ସ୍ଥାନରେ ପ୍ରାୟ ୩୬ଟି ସିସିଟିଭି କ୍ୟାମେରା ଲଗାଇବା ପାଇଁ ପୋଲିସ ପକ୍ଷରୁ ଯୋଜନା କରାଯାଉଥିବା ଜଣାପଡିଛି…

ଗ୍ୟାଙ୍ଗଷ୍ଟାର୍ ଟିଟୋର ସହଯୋଗୀକୁ ଧରିଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟାର୍ ଟିଟୋର ସହଯୋଗୀକୁ ଶନିବାର ଦିନ କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ କେନ୍ଦ୍ରାପଡାରୁ ଗିରଫ କରିଛି । ଏସଟିଏଫ୍ ଟିମ୍ ଆଜି ସକାଳ ପ୍ରାୟ ୯ଟା ୩୦ମି. ସମୟରେ ଶେଖ ଜାବିଦ ଓରଫ୍ ଦଙ୍ଗାକୁ ଇମାମବାଡା ମସଜିଦ୍ ଲେନ୍ ସ୍ଥିତ ତା’ ଘରୁ ଗିରଫ କରିଥିବା ନେଇ ଜଣାପଡିଛି।…

କେନ୍ଦ୍ରାପଡା: ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଅନ୍ତର୍ଗତ କଳାପୋଲ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ପୋଲିସର ଏନକାଉଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଅପରାଧୀଙ୍କ ନାମ ଅନନ୍ତ ପ୍ରସାଦ ଜେନା ଏବଂ ପ୍ରଭାତ କୁମାର ନାୟକ ବୋଲି ଜଣାପଡିଛି। ତା’…

କେନ୍ଦ୍ରାପଡା: ପୋଲିସ ଗୁଳିରେ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଗରାପୁର ଭିଜିଲାନ୍ସ ଅଫିସ ନିକଟରେ ହୋଇଥିବା ପୋଲିସର ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ହୃଷିକେଶ ମଲ୍ଲିକ ବୋଲି ଜଣାପଡିଛି । ତା’ ନିକଟରୁ ଗୋଟିଏ ନକଲି ବନ୍ଧୁକ, ୩ଟି ଧାରୁଆ ଅସ୍ତ୍ର ଓ ଗୋଟିଏ ବାଇକ ଜବତ…

କେନ୍ଦ୍ରାପଡ଼ାରେ ଏନକାଉଣ୍ଟର୍: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡା- ଗଣ୍ଡାଖିଆ ନିକଟରେ ଆଜି ରବିବାର ସକାଳେ ପୋଲସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧି ଆହତ ହୋଇଥିବାର ସୂଚନା ମିଳିଛି । କୁଖ୍ୟାତ ଅପରାଧି ଜଣକ ସେକ୍ ମହତାବ ବୋଲି ଜଣାପଡ଼ିଛି । ତାକୁ ଧରିବାକୁ ଗଲାବେଳେ ସେ ପୋଲିସ ଉପରକୁ…