Latest Odisha News

BREAKING NEWS

Browsing Tag

kids

ମରିଗଲା ମାନବିକତା: ସ୍ତ୍ରୀ ସାଙ୍ଗେ ଝଗଡ଼ା କରି ୪ ସନ୍ତାନଙ୍କୁ କେନାଲ ଭିତରେ ଫିଙ୍ଗିଦେଲେ ସ୍ବାମୀ

ଆଗ୍ରା: ମରିଗଲା ମାନବିକତା । ରାଗ ଆଗରେ ପର ହୋଇଗଲା ରକ୍ତର ସଂପର୍କ । ସ୍ତ୍ରୀ ସାଙ୍ଗେ ଝଗଡ଼ା କରି ୪ ସନ୍ତାନଙ୍କୁ କେନାଲ ଭିତରେ ଫିଙ୍ଗିଦେଲେ ସ୍ବାମୀ । ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲା ଅନ୍ତର୍ଗତ ସାହାୱାର ଥାନା ଅଧୀନ ଶେଖ୍ପୁର ହୁନ୍ଦାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ତ୍ରୀ…

ସଂସଦରେ ସରକାର ରଖିଲେ ଉତ୍ତର, ସ୍ମାର୍ଟଫୋନ୍ ଦ୍ୱାରା ଛୋଟ ଛୁଆଙ୍କ ଏକାଗ୍ରତା ନଷ୍ଟ ହେଉଛି

ନୂଆଦିଲ୍ଲୀ: ପିଲାମାନଙ୍କ ଉପରେ ସ୍ମାର୍ଟଫୋନର ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ ପ୍ରତ୍ୟେକ ୫ ପିଲାଙ୍କ ମଧ୍ୟରୁ ଜଣେ ଶୋଇବା ପୂର୍ବରୁ ବେଡରେ ସ୍ମାର୍ଟଫୋନ୍ ବ୍ୟବହାର କରୁଛି । ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଏକ ତୃତୀୟାଂଶରୁ ଅଧିକ ପିଲାଙ୍କ ଏକାଗ୍ରତା…

ଛୁଆଙ୍କ ଉପରେ ଖୁବଶୀଘ୍ର ପରୀକ୍ଷଣ ହୋଇପାରେ କୋଭିଡ୍ ଭ୍ୟାକ୍ସିନ୍ କୋଭାକ୍ସିନ୍

ନାଗପୁର: ପିଲାଙ୍କୁ ବିଦ୍ୟାଳୟ ପଠାଇବାକୁ ଡରୁଛନ୍ତି ଅଭିଭାବକ । ବିଶେଷକରି କରୋନା ସଂକ୍ରମଣକୁ ଦେଖି ଛୋଟଛୁଆଙ୍କୁ ପ୍ରାଥମିକ ବିଦ୍ୟାଳୟ ପଠାଇବାକୁ ଭୟଭୀତ ଅଛନ୍ତି । ଆଉ ୧୮ ବର୍ଷରୁ କମ୍ ବୟସ୍କଙ୍କ ଲାଗି କୋଭିଡ୍ ଭ୍ୟାକ୍ସିନ୍ କେବେ ଆସିବ ସେ ଅପେକ୍ଷାରେ ଅଛନ୍ତି ସମସ୍ତେ । ଖୁବଶୀଘ୍ର ଏହି…

ଶିଖିବା କ’ଣ ଏତେ ଜରୁରୀ

ଯୁଗ ହେଉଛି ଇଣ୍ଟରନେଟ୍‌ର । ଇଣ୍ଟରନେଟ୍‌ର ସାଙ୍ଗରେ ଆମକୁ ମଧ୍ୟ ତାଳ ମିଳେଇ ଚାଲିବାକୁ ପଡ଼ୁଛି ଏବେ । ପରିସ୍ଥିତି ଏମିତି ହୋଇପଡ଼ିଛି ଯେ ବିନା ଇଣ୍ଟରନେଟ୍‌ରେ ଏବେ ବହୁତ କିଛି କରିବା ଅସମ୍ଭବ ହୋଇପଡ଼ୁଛି । ଠିକ୍ ଅଛି ଡିଜିଟାଲ୍ ଆମେ ଯେତେ ସଶକ୍ତ ହେବା ସେତେ ଭଲ ଆମ ନିଜ ପାଇଁ । କିନ୍ତୁ…

ସେମାନେ କେତେ ସୁରକ୍ଷିତ?

ଶ୍ରୁତକୀର୍ତ୍ତି ତ୍ରିପାଠୀ କରୋନା ମହାମାରୀର ସଂକ୍ରମଣ ଏବଂ ତଦଜନିତ ଭୟ ସମଗ୍ର ବିଶ୍ୱରେ ବିଷମ ପରିସ୍ଥିତି ସୃଷ୍ଟି କରିଛି । କୋଭିଡ - ୧୯ ନାମକ ଏହି ମାରାତ୍ମକ ଭୂତାଣୁର ପ୍ରାଦୁର୍ଭାବ ଏ ଯାଏଁ କମିନି । ସବୁଠାରୁ ବେଶୀ ଆଘାତପ୍ରାପ୍ତ ଏବଂ ଅନିଶ୍ଚିତ ଭବିଷ୍ୟତର ଆଶଙ୍କା ଶ୍ରମିକ…

ରାୟଗଡା: ପୋଖରୀରେ ବୁଡି ୨ ଶିଶୁଙ୍କ ସଲିଳ ସମାଧି

ରାୟଗଡା : ରାୟଗଡା ଜିଲ୍ଲା ମାଟିକଣା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ବୁଡି ୨ଜଣ କୋମଳମତି ଶିଶୁଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଶିଶୁଦ୍ୱୟ ତୃତୀୟ ଶ୍ରେଣୀର ଛାତ୍ର ସୁନୀଲ ହିମିରିକା ଓ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଆରେଶ ହିମିରିକା। ବୋଲି ଜଣାପଡିଛି ।…