Latest Odisha News

BREAKING NEWS

Browsing Tag

Kim Jong Un

କାହିଁକି ୩୦ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ କିମ୍? 

ପୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ କ୍ରୁରତାର ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ। ଏପରି ଏକ ମାମଲାରେ ନଜରକୁ ଆସିଛି। ସେ ନିକଟରେ ୩୦ ସରକାରୀ କର୍ମଚାରୀଙ୍କୁ ଏକାଠି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। କାରଣ ଏହି କର୍ମଚାରୀମାନେ ବନ୍ୟା ସ୍ଥିତିରୁ ଜନତାଙ୍କୁ ରକ୍ଷା…

କିମ୍ ଜୋଙ୍ଗ ଉନଙ୍କ ପରେ ଜୁ ହେବେ କି ଉତ୍ତର କୋରିଆ ରାଷ୍ଟ୍ରପତି ?

ନୂଆଦିଲ୍ଲୀ: ଉତ୍ତର କୋରିଆର ନିର୍ଦ୍ଦୟୀ ଶାସକ କିମ୍ ଜୋଙ୍ଗ ଉନ୍ ତାଙ୍କ ନିଷ୍ପତ୍ତି ଓ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ସେ ସବୁବେଳେ ନିଜ ପାରିବାରିକ ଜୀବନକୁ ଗଣମାଧ୍ୟମ ଠାରୁ ଦୂରେଇ ରଖିଥାନ୍ତି । ଏବେ ତାଙ୍କ ଝିଅଙ୍କ ଫଟୋ ସାମ୍ନାକୁ ଆସିଛି । ମଙ୍ଗଳବାର ମିଲିଟ୍ରି ପରେଡରେ…

ବଡ ପରେ ଭାଇରାଲ ହେଲା କିମ୍‌ ଜୋଙ୍ଗଙ୍କ ସାନ ଝିଅର ଫଟୋ

ପ୍ୟୋଙ୍ଗୟାଙ୍ଗ: ନର୍ଥ କୋରିଆର ତାନାଶାହ କିମ ଜୋଙ୍ଗଙ୍କୁ ନେଇ ଗଣମାଧ୍ୟମରେ ଗତ କିଛି ଦିନ ହେଲା ଚର୍ଚ୍ଚା ଜୋର ଧରିଛି । କେତେବେଳେ ମିସାଇଲ ପରୀକ୍ଷଣ ତ କେତେବେଳେ ନିଷ୍ଠୁର ଦଣ୍ଡପ୍ରଦାନ ପାଇଁ କିମ ଜୋଙ୍ଗ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଆଜିକାଲି କିମ ଜୋଙ୍ଗ ନିଜ ଝିଅମାନଙ୍କୁ ନେଇ…

ସୋସିଆଲ୍‌ ମିଡିଆରେ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ୱେଟ୍‌ ଲସ୍‌କୁ ନେଇ ଚର୍ଚ୍ଚା; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିଲା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବା ଆରମ୍ଭ କରିଦେଇଛନ୍ତି। ଏହି ଭିଡିଓରୁ ଯାହା ଜଣାପଡ଼ୁଛି ଉତ୍ତର କୋରିଆ…

ଶାସକ ଶ୍ରମିକ ଦଳର ମହାସଚିବ ହେଲେ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉନ୍‌; ଉତ୍ତରକୋରିଆ

ନୂଆଦିଲ୍ଲୀ: ଅଷ୍ଟମ କଂଗ୍ରେସ ଶାସକ ୱାର୍କର୍ସ ପାର୍ଟିର ମୁଖ୍ୟ ଶାସନ ସଚିବ ଭାବେ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନଙ୍କୁ ମନୋନୀତ କରିଛନ୍ତି। ସୋମବାର, ପ୍ୟୋଙ୍ଗୟାଙ୍ଗର ସରକାରୀ କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ରବିବାର ଦିନ ରାଜଧାନୀରେ କଂଗ୍ରେସର ଷଷ୍ଠ…

ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କଲେ କିମ୍ ଜଙ୍ଗ

ସିଓଲ: ଟ୍ରମ୍ପଙ୍କ ପାଇଁ ଆରୋଗ୍ୟ କାମନା କଲେ କିମ୍ । ଉତ୍ତର କୋରିଆରେ ନେତା କିମ୍ ଜଙ୍ଗ ଉନ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ଆରୋଗ୍ୟ ବାର୍ତ୍ତା ପଠାଇଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଓ ପତ୍ନୀ ମେଲାନିଆ ଟ୍ରମ୍ପ କରୋନାରୁ ଶୀଘ୍ର ସୁସ୍ଥ ହେବା କାମନା କରିଛନ୍ତି କିମ୍। ସେ…

କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଅଛି, ତାଙ୍କୁ କମ ଭାବିବା ଠିକ ନୁହଁ – ଟ୍ରମ୍ପ

ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ୍ କରି କହିଛନ୍ତି ଯେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଟ୍ରମ୍ପ ଆହୁରି କହିଛନ୍ତି ତାଙ୍କୁ କଦାପି କମ ଭାବନ୍ତୁ ନାହିଁ । Kim Jong Un is in good health. Never underestimate him! —…

ବୁଲେଟ୍ ପ୍ରୁଫ, ଧିମା ଓ ଦାମୀ ମଦ; କିମ୍ ଜୋଙ୍ଗ୍ ଉନ୍‌ଙ୍କ ରହସ୍ୟମୟ ବିଳାସପୂର୍ଣ୍ଣ ଟ୍ରେନ୍ !

ଭୁବନେଶ୍ୱର: କିଛି ଦିନ ପୂର୍ବରୁ ୱନ୍‌ସାନ୍‌ରେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଟ୍ରେନ୍ ଥିବା ଖବର ସାରା ବିଶ୍ୱରେ ଚର୍ଚ୍ଚା ସାଉଣ୍ଟିଥିଲା । କିମ୍‌ଙ୍କ ଉଭାନ ହେବା ଘଟଣା ଯେତିକି ରହସ୍ୟମୟ, ତାଠୁ ଅଧିକ ଆଶ୍ଚର୍ଯ୍ୟଜନକ ତାଙ୍କ ବିଳାସମୟ ଟ୍ରେନର ପ୍ରଚ୍ଛଦପଟ୍ଟ କାହାଣୀ ।…

ମିଳିଲା ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ସମ୍ଭାବ୍ୟ ଠିକଣା !

ଭୁବନେଶ୍ୱର‌: ଏବେ ବି ଉତ୍ତର କୋରିଆ କିମ ଜୋଙ୍ଗ ଉନ୍‌ଙ୍କ ନାଁରେ ବିଦେଶୀ ନେତା ଓ ଘରୋଇ କର୍ମଚାରୀଙ୍କୁ ଚିଠି ତଥା ଉପହାର ପଠାଉଛି । ସାରା ଦେଶରେ କିମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ରହସ୍ୟ ଘନେଇବାରେ ଲାଗିଛି । ହେଲେ ମୁହଁ ବନ୍ଦ ରଖିଛି ଉତ୍ତର କୋରିଆ । ସତରେ କ'ଣ କୋମା କିମ୍ବା…

କେତେ ସତ କେତେ ମିଛ; ସୋସିଆଲ୍ ମିଡ଼ିଆରେ ଘୁରିବୁଲୁଛି କିମ୍ ଜଙ୍ଗଙ୍କ ମୃତଦେହର ଫଟୋ !

ସିଓଲ୍‌: ସତରେ କ’ଣ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ ମୃତ? ନା ତାଙ୍କର ଫଟୋକୁ ବିକୃତ କରାଯାଇଥିବା ଛବିର ଫଟୋ ସୋସିଆଲ୍ ମିଡ଼ିଆରେ ଘୁରିବୁଲୁଛି ? ସବୁ କିଛି ଏବେ ରହସ୍ୟ ଘେରରେ । ଏଯାଏଁ ଏହି ଫଟୋର ମଧ୍ୟ ସତ୍ୟାସତ୍ୟ ଉନ୍ମୋଚିତ ହୋଇପାରୁନାହିଁ । ତିନିଦିନ ପୂର୍ବରୁ…