Latest Odisha News

BREAKING NEWS

Browsing Tag

koraput

କୋରାପୁଟରେ ପୋଲିସ ଡିଜି, ମାଓ କାର୍ଯ୍ୟକଳାପର କଲେ ସମୀକ୍ଷା

କୋରାପୁଟ: ପୋଲିସ ଡିଜି ସୁନୀଲ ବଂଶଲ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପୋଲିସ ଓ ବିଏସଏଫ୍ ସହ ଆଲୋଚନା କରିଛନ୍ତି । ଡିଜିପି ସୁନୀଲ ବଂଶଲଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, କନ୍ଧମାଳ ଏସପି ସୁଭେନ୍ଦୁ ପାତ୍ର, ଦକ୍ଷିଣ ପଶ୍ଚିମାଞ୍ଚଳ…

ଆଜି ୧୨ଘଣ୍ଟିଆ କୋରାପୁଟ ବନ୍ଦ

କୋରାପୁଟ : ଆଜି କୋରାପୁଟ ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ । ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା କଂଗ୍ରେସ । ଜୟପୁର ଜାତୀୟ ରଜପଥ ୨୬ ମୁଖ୍ୟ ଟ୍ରାଫିକ ଛକ ଠାରେ ରାସ୍ତା ଅବରୋଧ କରାଯାଇଛି । ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନିପତିଙ୍କ ଆହ୍ୱାନରେ ଆଜି କୋରାପୁଟ ଜିଲ୍ଲା ବନ୍ଦ…

ଜାଲ୍ ସାର୍ଟିଫିକେଟ୍ ମାମଲା, କୋରାପୁଟରୁ ୪ ଜଣ ଗିରଫ

କୋରାପୁଟ: ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ମାମଲାରେ କୋରାପୁଟରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଡାକ ବିଭାଗରେ ଭର୍ତ୍ତି ପାଇଁ ଆବେଦନକାରୀ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ । ଡିଜିଲକର ଆପରେ ଯାଞ୍ଚ ବେଳେ ସାର୍ଟିଫିକେଟ୍ ଜାଲ୍ ବୋଲି ଜଣାପଡ଼ିବା ପରେ କୋରାପୁଟ ଡାକ ମଣ୍ଡଳ ପକ୍ଷରୁ ଥାନାରେ…

କଥା କଟାକଟିକୁ ନେଇ ଗଣ୍ଡଗୋଳ, ୨୦ ଗିରଫ

ଜୟପୁର: କୋରାପୁଟ ସହରରେ ଥିବା ଟିକିରା ସାହି, ଇନ୍ଦିରା କଲୋନୀ ଓ ପରିଜା ସାହିପିଲା ମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ପରେ ଗଣ୍ଡଗୋଳ ଘଟଣା । ୩ ସାହି ପକ୍ଷରୁ ହୋଇଥିବା ପୃଥକ ପୃଥକ ମାମଲାରେ ପୋଲିସ ୨୦ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୫ ଜଣ ନାବାଳକ ଅଛନ୍ତି ।…

ଗଞ୍ଜେଇ ଧରିବାକୁ ଚଢ଼ାଉ ବେଳେ ମିଳିଲା ଚନ୍ଦନ କାଠ

କୋରାପୁଟ: ଗଞ୍ଜେଇ ଧରିବାକୁ ଧରପଗଡ଼ ବେଳେ ପୋଲିସକୁ ଚନ୍ଦନ କାଠ ମିଳିଛି । ବିଶେଷ ସୂତ୍ରରୁ ଖବର ପାଇଁ ମାଛକୁଣ୍ଡ, ଯଲାପୁଟ ଓ ଲମତାପୁଟ ପୋଲିସ ମିଳିତ ଭାବେ ଖିଲପୁଟ ଗାଁର ଖଗପତି ଖିଲଙ୍କ ଘରେ ଗଞ୍ଜେଇ ଥିବା ଖବର ପାଇ ରେଡ୍ କରିଥିଲେ । ହେଲେ ରେଡ୍ ବେଳେ ପୋଲିସକୁ ଗଞ୍ଜେଇ ପରିବର୍ତ୍ତେ…

କୋଟିଆକୁ ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ ବିଜେଡି ନେତା ପ୍ରଦୀପ ମାଝୀ, ପଚାରିଲେ ଦେଇଛ କ’ଣ ?

କୋରାପୁଟ : ଉତ୍କଳ ଦିବସ ଅବସରରେ କୋରାପୁଟ ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଠିକ୍ ଏହି ସମୟରେ କୋଟିଆକୁ ନେଇ ଉଭୟ କେନ୍ଦ୍ର ସରକାର ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । ପ୍ରଦୀପ କହିଛନ୍ତି,…

ଚାଉଳ ଆଣିବାକୁ ଯାଇ ଜୀବନ ବିପଦରେ, ଦୁଇ ଦିନ ହେଲା ଫସି ରହିଛନ୍ତି ଶତାଧିକ ହିତାଧିକାରୀ

କୋରାପୁଟ : ଚାଉଳ ଆଣିଲେ ଜୀବନ ବଞ୍ଚିବ । ହେଲେ ଚାଉଳ ଆଣିବାକୁ ଗଲେ ଜୀବନ ବିପଦରେ । ଏମିତି ଦ୍ୱନ୍ଦ୍ୱର ଦୋଛକିରେ ଜୀବନ । ଏ ସମସ୍ୟା ଦୁର୍ଗମ ଇଲାକାର । ଏ ଦୁଃଖ ଅସହାୟ ମଣିଷର । ଚାଉଳ ଆଣିବାକୁ ଯାଇ ଦୁଇ ଦିନ ହେଲା ଫସି ରହିଛନ୍ତି ଶତାଧିକ ହିତାଧିକାରୀ । ଘରକୁ ଫେରିବାରେ ବର୍ଷା ସାଜିଛି…

ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଧରିଲା ଡିଜିଲକର୍, କୋରାପୁଟରେ ୨୨ ଜଣଙ୍କ ନାଁରେ ଏତଲା

ଜୟପୁର: ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ୨୨ ଜଣଙ୍କ ନାଁରେ ଏତଲା ଦିଆଯାଇଛି । କୋରାପୁଟ ଡାକ ମଣ୍ଡଳ ପକ୍ଷରୁ ଦିଆଯାଇଥିବା ଏତଲା ଅନୁସାରେ, ଗ୍ରାମୀଣ ଡାକ ସେବକ ନିଯୁକ୍ତି ଲାଗି ୨୨ ଜଣ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ । ଆଶାୟୀ ଦେଇଥିବା ଅଧିକାଂଶ ଶିକ୍ଷାଗତ…

ଗାଁକୁ ନାହିଁ ରାସ୍ତା, ନଦୀ ପାର୍‌ ହେବା ପାଇଁ ଭାରରେ ବୁହା ହେଲେ ରୋଗୀ

କୋରାପୁଟ : ପୁଣି ଭାରରେ ବୁହା ହେଲେ ରୋଗୀ । ବାରମ୍ବାର ଏଭଳି ଚିତ୍ର ସମ୍ନାକୁ ଆସୁଥିବା ବେଳେ ସ୍ଥିତି ସୁଧୁରୁନି। ଯାତାୟତ ପାଇଁ ନା ଗାକୁ ଅଛି ରାସ୍ତା ନା ନିର୍ମାଣ ହୋଇପାରୁଛି ପୋଲ । ସ୍ୱାସ୍ଥ୍ୟ ଖରାପ ହେଲେ ଡାକ୍ତରଖାନା ଯିବା ପାଇଁ ଆଣ୍ଠୁଏ ପାଣି ଭିତରେ ପଶି ନଦୀ ପାର୍‌ ହୋଇ…

୭୦୦ ଲୋକଙ୍କୁ ଗୋଟିଏ ନଳକୂପ, ଅଚଳକୁ ସଜାଡ଼ୁନି ପ୍ରଶାସନ

ଜୟପୁର: ଖରା ଆରମ୍ଭ ହେଲାଣି ହେଲେ ପ୍ରଶାସନର ନିଘା ନାହିଁ । ମାସ ମାସ ଧରି ନଳକୂପ ଅଚଳ ହୋଇ ପଡ଼ିଥିଲେ ବି ମରାମତି ହେଉନି । ଫଳରେ ଲୋକେ କିଲୋ କିଲୋ ମିଟର ଚାଲି ଚାଲି ଯାଇ କୂଅ ଓ ପୋଖରି ପାଣି ପିଉଛନ୍ତି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଗ୍ରୀଷ୍ମ ଆରମ୍ଭରୁ ଦେଖା ଦେଇଛି ଜଳକଷ୍ଟ ।…