Latest Odisha News

BREAKING NEWS

Browsing Tag

koraput

କୋଟିଆରେ ପୁଣି ପଶିଲା ଆନ୍ଧ୍ର, ଲୋକଙ୍କୁ ଯୋଜନା ବିଷୟରେ କହିଲେ ଉପମୁଖ୍ୟମନ୍ତ୍ରୀ

କୋରାପୁଟ: ପୁଣି କୋଟିଆରେ ପଶିଲା ଆନ୍ଧ୍ର । ବିବାଦୀୟ ଗ୍ରାମପୁଞ୍ଜ କୋଟିଆରେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପି. ରାଜନ୍ନ ଦୋରା ଜନସଭା କରିଛନ୍ତି । କୋଟିଆ ପଞ୍ଚାୟତର ଧୂଳିପଦର ଗାଁରେ ଜନସଭା କରି ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ଯୋଜନା ବିଷୟରେ କହିଛନ୍ତି ପି. ରାଜନ୍ନ ଦୋରା । ତେବେ ଏହା…

ପ୍ରେମିକରୁ ସ୍ୱାମୀ ଏବଂ ସ୍ୱାମୀରୁ ସାଜିଲା ହତ୍ୟାକାରୀ

କୋରାପୁଟ: ପ୍ରେମ କରି ବିବାହ କରିଥିଲା । ହେଲେ ବିବାହର ବର୍ଷେ ପୂରିନି, ଉତୁରିଗଲା ପ୍ରେମ ନିଶା ।  ସାମାନ୍ୟ କଥାରେ ଉତ୍ତେଜିତ ହୋଇ ପ୍ରେମିକାର ପତ୍ନୀ କରି ଘରକୁ ଆଣିଥିବା ମମିତାଙ୍କୁ ହତ୍ୟା କଲା । ଏମିତି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା…

ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଟ୍ରେନ ଲାଇନଚ୍ୟୁତ

କୋରାପୁଟ: ବିଶାଖାପାଟଣାରୁ କୋରାପୁଟ ଆସୁଥିବା ଟ୍ରେନ ଲାଇନଚ୍ୟୁତ । ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ଟ୍ରେନ ଆଜି ଲାଇନଚ୍ୟୁତ ହୋଇଛି। କୋଟାୱାଲସା-ଆରକୁ ଶିବଲିଙ୍ଗପୁରମ୍ ନିକଟରେ ଏହି ଅଘଟଣ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହଠାତ ବଡ ଶବ୍ଦ ହେଲା ଏବଂ ତା ପରେ ଟ୍ରେନଟି…

ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ଗୋରୁ ଭର୍ତ୍ତି କଣ୍ଟେନର, ୫୦ ଗାଈଙ୍କ ମୃତ୍ୟୁ

କୋରାପୁଟ: ରାଜ୍ୟରେ ଗୋ-ଚାଲାଣ ଥମୁ ନଥିବା ବେଳେ କୋରାପୁଟରୁ ଆସିଛି ଦୁଃଖଦ ଖବର । ରାଞ୍ଚି-ବିଜୟୱାଡ଼ା ୩୨୬ ନମ୍ବର ଜାତୀୟ ରାଜପଥରେ ମାଲକାନଗିରି ଅଭିମୁଖେ ଯାଉଥିବା ଏକ ଗୋରୁ ଭର୍ତ୍ତି କଣ୍ଟେନର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳର ଘଟଣାସ୍ଥଳରେ ୫୦ ଗାଈଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।…

ଡାକ୍ତରଖାନାରେ ମିଳିଲାନି ଆମ୍ବୁଲାନ୍ସ ; ବାଇକରେ ଶବକୁ ବୋହି ଗାଁକୁ ଆଣିଲେ

କୋରାପୁଟ:  ବୋରିଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଲା ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର। ମେଡ଼ିକାଲରେ ମୃତ ନବଜାତ ଶିଶୁଙ୍କ ଶବ ନେବାପାଇଁ ମିଳିଲାନି ଆମ୍ବୁଲାନ୍ସ। ଶେଷରେ ବାଧ୍ୟ ହୋଇ ମୃତ ନବଜାତ ଶିଶୁର ଶବକୁ ବାଇକରେ ନେଲେ ପରିବାର ଲୋକେ।ଏଭଳି ନଗ୍ନ ଦୃଶ୍ୟ ପୁଣି ଥରେ ହୃଦୟ…

ବୈପାରୀଗୁଡାରେ ବ୍ୟାପିଲା ଝାଡ଼ାବାନ୍ତି, ଗୋଟିଏ ପରିବାରରେ ୬ ଜଣ ଆକ୍ରାନ୍ତ

କୋରାପୁଟ : ବୈପାରୀଗୁଡାରେ ଦଶମନ୍ତପୁର ପଞ୍ଚାୟତ ପଟରଗୁଡା ଗ୍ରାମରେ ଝାଡାବାନ୍ତି ଆତଙ୍କ  । ଗୋଟିଏ ପରିବାରର ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି  । ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଙ୍କ ସମତେ ଚାରି ଜଣ ଆକ୍ରାନ୍ତ ହୋଇଥିବା ବେଳେ ଚାରି ବର୍ଷର ଶିଶୁ ପୁତ୍ର ଗୁରୁତର ଥିବା ଜଣାପଡିଛି…

ପଥ ଉତ୍ସବରେ ନାଚିଲେ, ଗାଇଲେ ଓ ଖେଳିଲେ ଜୟପୁରବାସୀ

ଜୟପୁର: ଜୟପୁରରେ ଆରମ୍ଭ ହେଲା ପଥ ଉତ୍ସବ । ଜିଲା ପ୍ରଶାସନ ତରଫରୁ ଜୟପୁର ପୌର ପାଳିକା ଦ୍ୱାରା ଅନୁଷ୍ଠିତ ହୋଇଥି ପଥ ଉତ୍ସବ। ବିଧାୟକ ତାରା ପ୍ରସାଦ ବାହିନିପତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନାଚ, ଗୀତରେ ଉଛୁଳି ଉଠିଥିଲା ପଥ । ବିଭିନ୍ନ ପ୍ରକାର ଖେଳ କସରତରେ ବି ସାମିଲ…

ଫୁସକି ଗଲା ଅପହରଣ ନାଟକ, ୫୦ ଲକ୍ଷ ପାଇବା ପୂର୍ବରୁ ପହଞ୍ଚିଗଲା ପୋଲିସ

କୋରାପୁଟ: ଉଜୁଡି ଗଲା ରାତାରାତି ଧନୀ ହେବାର ସ୍ୱପ୍ନ । ଫେଲ ମାରିଲା ସବୁ ଟେକନିକ୍ । ଫୁସକି ଗଲା ଅପହରଣ ପ୍ଲାନ । ବଡଲୋକ ତ ହୋଇ ପାରିଲେନି । ଶେଷରେ ବଦନାମ ହେଲେ,ଜେଲ ଗଲେ । ଏମିତି ଥିଲା ଏକ ଅପହରଣ ପ୍ଲଟର ଶେଷ ପରିଣତି । ଅଭିଯୁକ୍ତ ଜଣେ କଲେଜ ପଢୁଆ ଯୁବକଙ୍କୁ ଅପହରଣ କରି ୫୦ ଲକ୍ଷ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ମୃତ

କୋରାପୁଟ: ବୈପାରୀହୁଡ଼ା ଥାନା ମାଳି ପଦର ଜଙ୍ଗଲରେ ପୋଲିସ, ଏସଓଜି ଯବାନଙ୍କ ମିଳିତ କମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଟି ବନ୍ଧୁକ, ଗୋଟିଏ ଟିଫିନ୍ ବୋମା, ୫ଟି ଡିଟୋନେଟର, ଗୁଳି ସହ ତେଲୁଗୁ, ହିନ୍ଦୀ ଓ ଓଡ଼ିଆ ପୁସ୍ତକ ଏବଂ ଗଞ୍ଜେଇ ଜବତ ହୋଇଛି । ରାମଗିରି…

ଭୁବନେଶ୍ୱରରୁ ଜୟପୁରକୁ ଆରମ୍ଭ ହେଲା ବିମାନ ଉଡ଼ାଣ

କୋରାପୁଟ: ସତ ହୋଇଛି ସ୍ୱପ୍ନ । ଆଦିବାସୀ ମାଟି ଚୁମ୍ବିଛି ଆକାଶ । ଆଜିଠୁ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଆରମ୍ଭ ହୋଇଛି ବିମାନ ଉଡ଼ାଣ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର-ଜୟପୁର-ଭାଇଜାଗ୍ ମଧ୍ୟରେ ବିମାନ ଚଳାଚଳ କରିବ । ଆଜି ଭୁବନେଶ୍ୱର-ଜୟପୁର ମଧ୍ୟରେ ବିମାନ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ…