Latest Odisha News
Browsing Tag

koraput

ବଗେଇପଦା ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ

ଜୟପୁର: କୋରାପୁଟ ସଦର ଥାନା ବଗେଇପଦର ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ କେ. ସୂର୍ଯ୍ୟ ପ୍ରକାଶ ରାଓଙ୍କୁ ଶୁକ୍ରବାର ଗିରଫ ହୋଇଥିବା ଖବର ଅତିରିକ୍ତ ଏସପି ଉକ୍ରଳ କେଶରୀ ଦାସ ସୂଚନା ଦେଇଛନ୍ତି । ଗତ ମାସ ୨୮ ତାରିଖରେ ଜୟପୁର ପାୱାର ହାଉସ କଲୋନୀର ଅମୂଲ୍ୟ ତ୍ରିପାଠୀଙ୍କୁ…

କୋରାପୁଟ ଜିଲ୍ଲାକୁ ପ୍ରଶଂସା କଲେ ନୀତି ଆୟୋଗ ସିଇଓ

ଭୁବନେଶ୍ୱର: କୋରାପୁଟ ଜିଲ୍ଲାକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ । ଜିଲ୍ଲାର ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିକୁ ଉନ୍ନତ କରିଥିବା ହେତୁ କୋରାପୁଟ ନୀତି ଆୟୋଗର ଜିଲ୍ଲା ପ୍ରଦର୍ଶନ ତାଲିକା ଏପ୍ରିଲ ମାସ ପାଇଁ ସର୍ବୋତ୍ତମ ଜିଲ୍ଲା ଭାବେ…

ଗାଡ଼ି ଚାଳନା ବେଳେ ମୋବାଇଲରେ ଗପି ଜରିମାନା ଦେଲେ ୨୩ ଜଣ, ବାତିଲ୍ ହେବ ଡିଏଲ୍

କୋରାପୁଟ: କଣ ଆପଣ ମଧ୍ୟ ମୋବାଇଲରେ ଗପି ଗପି ଗାଡ଼ି ଚଳାଉଛନ୍ତି । ଯଦି ହଁ ତେବେ ସାବଧାନ ହୋଇ ଯାଆନ୍ତୁ । ନଚେତ୍ ଜରିମାନା ଦେବା ସହ ବାତିଲ୍ ହୋଇଯିବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ । କୋରାପୁଟ ଟାଉନ୍ ଥାନା ପୋଲିସ ପକ୍ଷରୁ ଚେକିଂକୁ ଜୋରଦାର କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଚେକିଂ…

ଟଳିଲା ଅଘଟଣ, IED ଉଦ୍ଧାର କରି ନିଷ୍କ୍ରିୟ କଲେ ବିଏସଏଫ ଯବାନ

କୋରାପୁଟ: ବିଏସଏଫ୍ ଯବାନଙ୍କୁ ସଫଳତା । ଯାଞ୍ଚ ବେଳେ ମିଳିଲା ଆଇଇଡି । ମଙ୍ଗଳବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ୧୫୧ ବାଟାଲିୟନର ବିଏସଏଫ୍ ଯବାନ ୩୨୬ ନମ୍ବର ଜାତୀଯ ରାଜପଥ କଡ଼ରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ୍ ବେଳେ ମନ୍ତ୍ରିଆମରୁ ଗୋବିନ୍ଦପାଲୀ ମଧ୍ୟରେ ମାଟି ଖୋଳା…

ଅଧା ରାସ୍ତାରେ ଦୁର୍ଘଟଣା, ଅଧୁରା ରହିଗଲା ଗୁପ୍ତେଶ୍ୱର ଦର୍ଶନ

ଜୟପୁର: ବୋଧ ହୁଏ ଭାଗ୍ୟରେ ନଥିଲା ଗୁପ୍ତେଶ୍ୱର ଦର୍ଶନ । ରାସ୍ତା ମଝିରେ ବାଟ ହୁଡିଥିଲେ ଯମ । ଫେଲ୍ ମାରିଥିଲା ବ୍ରେକ୍‌, ହେଲେ ପାସ୍ କରିଥିଲା ମୃତ୍ୟୁର ଫର୍ମାନ୍ । ଗୁପ୍ତେଶ୍ୱର ଦର୍ଶନ କରିବାକୁ ଘରୁ ବାହାରିଥିବା କିଛି ଲୋକ ଅଧା ରାସ୍ତାରେ ଦୁର୍ଘଟଣାର ଶିକାର ହେବା ପରେ ଶୋକର ବାତାବରଣ…

ଗ୍ୟାରେଜରେ ମରାମତି ହେବାକୁ ଥିବା ଗାଡି ଜଳିପୋଡି ପାଉଁଶ

କୋରାପୁଟ :  ହୁତୁହୁତୁ ହୋଇ ଜଳିପୋଡି ପାଉଁଶ ହେଇଗଲା ଗାଡି । ସମସ୍ତଙ୍କ ଆଖି ସାମ୍ନାରେ ମରାମତି ହେବାକୁ ଥିବା ସମସ୍ତ ମୋଟରସାଇକେଲ ପୋଡି ପାଉଁଶ ହୋଇଯାଇଛିା ନାରାୟଣପାଟଣାରେ ଏପରି ଅଭାବନୀୟ ଘଟଣା ଘଟିଛି । ନାରାୟଣପାଟଣା ସଦର ପୋଷ୍ଟ ଅଫିସ ଆଗରେ ଜଣେ ବ୍ୟକ୍ତିଙ୍କ ମୋଟରସାଇରେଲ ଗ୍ୟାରେଜରେ…

ବିପୁଳ ପରିମାଣରେ ଗଞ୍ଜେଇ ଜବତ ,ଜଣେ ଗିରଫ

କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଜବତ । ଓଡିଶା ରାସ୍ତା ଦେଇ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଛ କୁଣ୍ଡ ପୋଲିସ ହାତରେ ଧରାପଡିଛି ବିପୁଳ ପରିମାଣର ଗଞ୍ଜେଇ । ୩୭୨ ଗ୍ରାମ ଗଞ୍ଜେଇ ଗଞ୍ଜେଇ ଜବତ କରାଯାଇଛି । ପ୍ରାୟ ୧୬ ବସ୍ତା ଗଞ୍ଜେଇ ଜବତ କରାଯାଇଛି । ଏହି ଗଞ୍ଜେଇର…

କୋରାପୁଟ ଗସ୍ତରେ ବରିଷ୍ଠ ଆଇଏଏସ୍ ପଦାଧିକାରୀ

ଜୟପୁର : କୋରାପୁଟ ଜିଲ୍ଲା ଗସ୍ତରେ ବରିଷ୍ଠ ଆଇଏଏସ୍ ପଦାଧିକାରୀ । ଆଜି ଜୟପୁର ଏୟାରଷ୍ଟ୍ରିପ ରେ ପହଁଚିଛନ୍ତି । ରେଭିନ୍ୟୁ ପ୍ରିନ୍ସପାଲ ସେକ୍ରେଟାରୀ ବିଷ୍ଣୁ ପଦ ସେଠୀ ଓ କୃଷି ବିଭାଗ କମିଶନର କମ୍ ସେକ୍ରେଟାରୀ ସୁରେଷ କୁମାର ବଶିଷ୍ଠ ଓ ଅନ୍ୟ ଦୁଇଜଣ ବରିଷ୍ଠ ଆଇଏସ ଅଧିକାରୀ ଅରବିନ୍ଦ…

ଗାଁଦାଣ୍ଡରେ ସଂଘବଦ୍ଧ ଆକ୍ରମଣ: ପୁଅ ମୃତ, ବାପା ଗୁରୁତର

ଜୟପୁର: ବାପା-ପୁଅଙ୍କୁ ସଂଘବଦ୍ଧ ଆକ୍ରମଣ । ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ । ଏଥିରେ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି । କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ଘଟୁଆଳ ଗୁଡ଼ା ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଫକୀର ବିଶୋଇ । ତାଙ୍କ ବାପା ଦୟାନିଧି…

ଉପରେ କଦଳୀ, ଭିତରେ ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ

ଜୟପୁର(କୋରାପୁଟ): ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ଉପରେ କଦଳୀ । ଭିତରେ ଗଞ୍ଜେଇ । କଦଳୀ ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । କୋରାପୁଟ ଜିଲ୍ଲାରୁ ଜୟପୁର ଘାଟିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏକ କଦଳୀ ବୋଝେଇ ଟ୍ରକରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ…