Latest Odisha News

BREAKING NEWS

Browsing Tag

koraput

(ଦେଖନ୍ତୁ ଭିଡିଓ) ନିଆଁରୁ ଶିମିଳିପାଳକୁ ବଞ୍ଚାଇବାକୁ ରମଣଙ୍କ ରାପ୍      

କୋରାପୁଟ: ଜଳୁଛି ଶିମିଳିପାଳ, କାନ୍ଦୁଛନ୍ତି ଗଛଲତା ଓ ଜୀବଜନ୍ତୁ । ସମସ୍ତଙ୍କ ମନରେ ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଉଦବେଗ୍ ରହିଛି । ଆଉ ଶିମିଳିପାଳକୁ ନେଇ ମନରେ ଥିବା କୋହକୁ ରାପ୍ ସଙ୍ଗୀତରେ ସଜାଇଛନ୍ତି କୋରାପୁଟର ରକି ଆରକେ ଭାବେ ଜଣାଶୁଣା ଥିବା ରମଣ କୁମାର ।…

କାଲି ଘରୁ ଫେରିଥିଲେ, ଆଜି ନିଜକୁ ଗୁଳି କରିଦେଲେ ଯବାନ

ଲମତାପୁଟ: ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି ଯବାନ । କୋରାପୁଟ ଜିଲ୍ଲା ଜଲାପୁଟରେ ଥିବା ବିଏସଏଫ୍ ୧୫ ବାଟାଲିୟନର ଯବାନ ଇନ୍ଦ୍ର ସିଂହ ଆତ୍ମହତ୍ୟା କରିଛନ୍ତି । ମିଳଥିବା ସୂଚନା ଅନୁସାରେ ଛୁଟିରେ ଘରକୁ ଯାଇ ରାଜସ୍ଥାନରୁ ଶୁକ୍ରବାର ଇନ୍ଦ୍ର ସିଂହ ଜଲାପୁଟ…

୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ, ୩ ଅଟକ

କୋରାପୁଟ: ପୋଲିସକୁ ବଡ଼ ସଫଳତା । ପଟାଙ୍ଗୀ ପୋଲିସ ସୁଙ୍କି ଆଉଟପୋଷ୍ଟ ନିକଟରୁ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି । ବିପୁଳ ପରିମାଣର ଜାଲ୍ ନୋଟ୍ ନେଇ ଏକ କାରରେ ୩ ଜଣ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଧରିଛି । ଏନେଇ ସୁନାବେଡ଼ା ଏସଡିପିଓ ସୂଚନା ଦେଇଛନ୍ତି । ସୂଚନା…

ହାଇକୋର୍ଟ ଗଲା ‘କୋଟିଆ’ ପ୍ରସଙ୍ଗ

କୋରାପୁଟ: ହାଇକୋର୍ଟରେ ପହଞ୍ଚିଲା କୋଟିଆ ପ୍ରସଙ୍ଗ । କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେଉଥିବା ପଞ୍ଚାୟତ ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା । ଭାରତୀୟ ବିକାଶ ପରିଷଦ ଏନେଇ ଜନସ୍ବାର୍ଥ ମାମଲା ଦାୟର କରିଛି । ସୀମା ସୁରକ୍ଷା ନେଇ ରାଜ୍ଯ ସରକାରଙ୍କୁ ନିର୍ଦ୍ଦେଶ ଦେବାଲାଗି ଏଥିରେ…

କୋରାପୁଟ ଜିଲ୍ଲାପାଳ ହେଲେ ଅବଦଲ ଅଖତର

କୋରାପୁଟ : ବଦଳିଲେ କୋରାପୁଟ ଜିଲ୍ଲାପାଳ । କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ତାଙ୍କ ସ୍ଥାନରେ କଟକ ପିଡି ଡିଆରଡିଏ ରହିଥିବା ୨୦୧୬ ବ୍ୟାଚର ଆଇଏଏସ ଅବଦଲ ଅଖତରଙ୍କୁ ଜିଲ୍ଲାପାଳ ଭାବେ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ଆଜି ସାଧାରଣ…

ଭଡାରେ କାର ନେଲେ, ଡ୍ରାଇଭରକୁ ମର୍ଡର କଲେ

କୋରାପୁଟ: ଭୁବନେଶ୍ୱରରୁ ଗାଡି ଭଡା ନେଇ ଯାଇଥିବା ଡ୍ରାଇଭରଙ୍କୁ କୋରାପୁଟରେ ନିର୍ମମ ଭାବେ ହତ୍ୟା । ମୃତକଙ୍କ ନାଁ ସୁଧୀର କୁମାର ସାହୁ ବୋଲି ଜଣାପଡିଛି । ସେ ଦୁଇ ଦିନ ତଳେ ଦୁଇ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ କୋରାପୁଟ ଯାଇଥିବା ବେଳେ ଗତକାଲିଠାରୁ ତାଙ୍କ ଫୋନ ସୁଇଚ ଅଫ୍ ଆସିଥିଲା ।…

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଉପକୁଳପତି ଭାବେ ଦାୟିତ୍ୱ ନେଲେ ପ୍ରଫେସର କ୍ଷିତିଭୂଷଣ ଦାସ

ଭୁବନେଶ୍ୱର: କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂଆ ଉପ-କୁଳପତି ଭାବେ ପ୍ରଫେସର କ୍ଷିତି ଭୂଷଣ ଦାସ ଦାୟିତ୍ୱ ନେଇଛନ୍ତି । ତାଙ୍କୁ କୁଳପତି ପ୍ରଫେସର ଆଇ.ରାମବ୍ରହ୍ମନ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ଦାସ ଏହା ପୂର୍ବରୁ ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ୱବିଦ୍ୟାଳୟର ଉପକୁଳପତି…

ଉପାନ୍ତ ଇଲାକାର ଡିଜିଟାଲ ଚାଷୀ : ପଢ଼ନ୍ତୁ ଘାସିରାମଙ୍କ ସଫଳତାର ସିକ୍ରେଟ

କୋରାପୁଟ: ଅନେକ ସମୟରେ ଦେଖାଯାଏ ଯେ ଚାଷୀ ଭାଇ କୃଷିକାର୍ଯ୍ୟ ସମ୍ବନ୍ଧୀୟ ଆବଶ୍ୟକୀୟ ସୂଚନା ଓ ପରାମର୍ଶ ସଠିକ ସମୟରେ ପାଇପାରି ନ ଥାନ୍ତି । ଫଳରେ ବର୍ଷ ତମାମ ଝାଳ ବୁହା ପରିଶ୍ରମ କରିଥିଲେ ସୁଦ୍ଧା ସେମିତି କିଛି ଆଖି ଦୃଶିଆ ଲାଭ ପାଇପାରି ନ ଥାନ୍ତି । ଆଉ ପରାମର୍ଶ ଯଦି ସଠିକ୍ ମିଳେ ତେବେ…

ମୃତ୍ୟୁର ୪ ମାସ ପରେ ଆସିଲା ବିିଇଓଙ୍କ ବଦଳି ଅର୍ଡର

ଭୁବନେଶ୍ୱର: ମୃତ୍ୟୁକୁ ପୂରିଲାଣି ୪ ମାସ । କିନ୍ତୁ ଏବେ ଆସୁଛି ବଦଳି ନିର୍ଦ୍ଦେଶ । ଏଭଳି ଘଟଣା ଘଟିଛି କୋରାପୁଟ ବୋରିଗୁମ୍ମା ବିଇଓଙ୍କ କ୍ଷେତ୍ରରେ । ଗତ ଅଗଷ୍ଟ ମାସରେ ବିଇଓ କୃଷ୍ଣ ଚନ୍ଦ୍ର ନାୟକଙ୍କ କୋଭିଡରେ ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣାରେ ମୃତ୍ୟୁ ହୋଇଥିଲା । କିନ୍ତୁ ସ୍କୁଲ…

ଅଲୋଡା ଶିଶୁ ପୁତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ପେନୀୟ ଦମ୍ପତି

କୋରାପୁଟ: ରାସ୍ତା କଡରୁ ଉଦ୍ଧାର ହୋଇଥିବା ଅଲୋଡା ଶିଶୁ ପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସ୍ପେନୀୟ ଦମ୍ପତି। ସୂଚନା ଅନୁଯାୟୀ ପାଖାପାଖି ୨ ବର୍ଷ ହେବ କୋରାପୁଟ ପ୍ରଶାସନ ଦ୍ବାରା ରାସ୍ତାକଡରୁ ଏକ ଶିଶ ପୁତ୍ରକୁ ଉଦ୍ଧାର କରାଯାଇଥିଲା। ଯାହା ପରେ ତାକୁ ଆଣି ଶିଶୁ ପରିଚର୍ଯ୍ୟା…