Latest Odisha News

BREAKING NEWS

Browsing Tag

leopard skin

୩ କଲରାପତରିଆ ଛାଲ ଓ ୩ ହରିଣ ଛାଲ ଜବତ, ଜଣଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର: କଲରାପତରିଆ ବାଘ ଛାଲ ସହ ହରିଣ ଛାଲ ଜବତ । ଏସଟିଏଫ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲା ଏମ୍.ରାମପୁରର ଶ୍ରୀପଲ୍ଲୀ ଛକରେ ଚଢ଼ାଉ କରାଯାଇଥିଲା । ରେଡ୍ ବେଳେ ୩ଟି କଲରାପତରିଆ ଛାଲ ସହ ୩ଟି ହରିଣ ଛାଲ ଜବତ କରିଛି ଏସଟିଏଫ୍ । ମାମଲାରେ ପୁଜିଲଡ଼ୁ ଗାଁର ଖଗେଶ୍ୱର ପଟେଲଙ୍କୁ ବନ୍ୟପ୍ରାଣୀ…

ଡିଲ୍ ବେଳେ ମାଡ଼ି ବସିଲା STF, କଲରାପତରିଆ ବାଘ ଛାଲ ଜବତ

ଭୁବନେଶ୍ୱର: ପୁଣି କଲରାପତରିଆ ବାଘ ଛାଲ ଜବତ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ କର୍ମଚାରୀଙ୍କ ସହାୟତାରେ STF କରିଥିବା ରେଡକୁ ସଫଳତା ମିଳିଛି । କନ୍ଧମାଳ ଜିଲ୍ଲା ଟିକାବାଲି ବ୍ରାହ୍ମଣୀପଡ଼ା ଗାଁରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ମାମଲାରେ ବ୍ରାହ୍ମଣୀପଡ଼ା ଗାଁର ବିରେନମିତ୍ର…

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ଭୁବନେଶ୍ୱର: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ (STF) ଏକ କଲରାପତରିଆ ବାଘ ଛାଲ (Leopard Skin) ଜବତ କରିଛି । ରାମଗିର ଫରେଷ୍ଟ ଅଧିକାରୀଙ୍କ ସହାୟତାରେ ଏସଟିଏଫ୍ ରାମଗିର ଗୁପ୍ତେଶ୍ୱର ଗେଟ୍ ନିକଟ ପାର୍ଶ୍ୱ ରାସ୍ତାରେ ରେଡ୍ କରିଥିଲା । ଡିଲ୍ ବେଳେ ଜଣଙ୍କୁ ଗିରଫ କରିବା ସହ ଏକ…

କନ୍ଧମାଳରୁ ଚିତାବାଘ ଛାଲ ଜବତ, ଜଣେ ଗିରଫ

ଫୁଲବାଣୀ: ଓଡିଶା ପୋଲିସ ଅଧିନସ୍ତ ଏସ୍‌ଟିଏଫ୍‌କୁ ମିଳିଛି ସଫଳତା । ଜବତ ହୋଇଛି ଗୋଟିଏ ଚିତାବାଘ ଛାଲ । ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଏସ୍‌ଟିଏଫ୍ ଟିମ୍ ପଚରାଉଚରା ଚଳାଇଛି । ଆଜି ସିପ୍ତିଗୁଡାରେ ଚିତାବାଘ ଛାଲ ଡିଲ୍ ହେଉଥିବା ନେଇ ଏସଟିଏଫ୍ ଟିମ୍ ବିଶ୍ୱସ୍ତ ସୁତ୍ରରୁ…

ଦେବଗଡ଼ରୁ ଜବତ ହେଲା କଲରାପତରିଆ ବାଘଛାଲ, ୬ ଗିରଫ

ଦେବଗଡ: କଲରାପତରିଆ ବାଘଛାଲ ଚାଲାଣ ଅଭିଯୋଗରେ ବନବିଭାଗ ଦେବଗଡ଼ ଛତାବାର ଘାଟ ନିକଟରୁ ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତିଳେଇ ବଣି ଅଞ୍ଚଳର ଦେବେନ୍ଦ୍ର ରାଣାଛୁରିଆ (୩୬) ହୋଇଥିବାବେଳେ…