ଲକ୍ଡାଉନ ଡାଏରୀ: ସ୍ୱାମୀ ଓ ପୁଅଙ୍କ ସହ ସମୟ କାଟିବାର ସୁଯୋଗ ମିଳିଛି ସମାଜସେବୀ ପ୍ରୀତିଛନ୍ଦାଙ୍କୁ ..
ଭୁବନେଶ୍ୱର : ଚାଲିଛି ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ । କେତେକ ସ୍ଥାନରେ କଟକଣାକୁ କୋହଳ କରାଯାଇଛି । ତଥାପି ବାହାରେ ଅଯଥା ବୁଲାବୁଲି କରିବା ନେଇ ବାରଣ ରହିଛି । ତେବେ ଏହି ଲକଡାଉନ ସମୟରେ ସମସ୍ତେ ଘରେ ରହୁଥିବାରୁ ପରିବାର ଭିତରେ ବଢିଛି ସମ୍ପର୍କ ଆହୁରି ସୁଦୃଢ ହୋଇଛି । ଆଗରୁ ପିଲାଙ୍କ…