Latest Odisha News

BREAKING NEWS

Browsing Tag

Lockdown

ଲକଡାଉନ ବେଳେ ଟ୍ବିନସିଟିରେ ମର୍ଣ୍ଣିଂଓ୍ବାକକୁ ନା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି କମିଶନରେଟ ପୋଲିସ ଗୁରୁବାର ଦିନ ଟ୍ୱିନସିଟିରେ ନିୟମ ଗୁଡିକୁ କଡାକଡା କରିଛନ୍ତି। ଟ୍ୱିନସିଟି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଲକଡାଉନ ସମୟରେ ମର୍ଣ୍ଣିଂଓ୍ବାକ ଓ ଇଭନିଂଓ୍ବାକ୍ ଏବଂ ସାଇକେଲ…

ଝାଡ଼ଖଣ୍ଡରେ ପୁଣି ବଢିଲା ଲକ୍‌ଡାଉନ ଅବଧି

ଝାଡଖଣ୍ଡ: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ସରକାର ବୁଧବାର ଦିନ ଲକ୍‌ଡାଉନ ଅବଧିକୁ ବଢାଇଦେଇଛନ୍ତି। ଏହାସହିତ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ୭ ଦିନ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ ବୋଲି କହିଛନ୍ତି ରାଜ୍ୟ ସରକାର। ବିବାହ ସମାରୋହରେ ୫୦…

ମହାରାଷ୍ଟ୍ରରେ ବଢିପାରେ ଲକ୍‌ଡାଉନ ଅବଧି; ଆଜି ନିଷ୍ପତ୍ତି

ମହାରାଷ୍ଟ୍ର: ମହାରାଷ୍ଟ୍ର ସରକାର ରାଜ୍ୟରେ ପୁଣି ଲକ୍‌ଡାଉନ୍‌ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ରାଜ୍ୟରେ ୧୫ ଦିନିଆ ଲକ୍‌ଡାଉନ୍‌ ଜାରି କରିବାକୁ ଚିନ୍ତା କରୁଛନ୍ତି ମହା ସରକାର। ଏ ନେଇ ଆଜି ଆସିପାରେ ନିଷ୍ପତ୍ତି। କରୋନା ସଂକ୍ରମଣକୁ ଭାଙ୍ଗିବା ଲାଗି ଲକ୍‌ଡାଉନ ଅବଧିକୁ ବୃଦ୍ଧି…

ତେଲେଙ୍ଗାନାରେ ଆସନ୍ତାକାଲିଠୁ ୧୦ ଦିନ ଯାଏ ଲକ୍‌ଡାଉନ

ତେଲେଙ୍ଗାନା: କରୋନାର ଦ୍ୱିତୀୟ ତରଙ୍ଗ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ ତେଲେଙ୍ଗାନା ସରକାର ବୁଧବାରଠୁ ୧୦ ଦିନ ଯାଏ ପୁଣି ଥରେ ଳକ୍‌ଡାଉନ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲିଠୁ ମେ ୧୨ ତାରିଖ ସକାଳ ୧୦ ଟା ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ ଲାଗୁ ହେବ।…

ଏହି ରାଜ୍ୟରେ ମେ ୧୪ରୁ ୨୧ ସମ୍ପୂର୍ଣ୍ଣ ଲକ୍‌ଡାଉନ୍

ନାଗାଲାଣ୍ଡ: କୋଭିଡ-୧୯ ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଯୋଗୁ ନାଗାଲାଣ୍ଡ ସରକାର ମଙ୍ଗଳବାର ଦିନ ମେ ୧୪ ରୁ ମେ ୨୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏ ନେଇ ଜଣେ ସରକାରୀ ମୁଖପାତ୍ର ସୂଚନା…

ମହାରାଷ୍ଟ୍ରରେ ପୁଣି ବଢିପାରେ ଲକ୍‌ଡାଉନ ଅବଧି

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ପୁଣି ବଢିପାରେ ଲକ୍‌ଡାଉନ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇପାରନ୍ତି। କୋଭିଡ-୧୯ ଲକଡାଉନ୍‌କୁ ମେ-ଶେଷ ପର୍ଯ୍ୟନ୍ତ ବଢାଇବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି। ତେବେ ଆସନ୍ତା ୧୫ ଯାଏ ଜାରି ରହିଥିବା…

ଦିଲ୍ଲୀରେ ବଢିଲା ଲକ୍‌ଡାଉନ୍ ଅବଧି; ଆସନ୍ତାକାଲିଠୁ ମେଟ୍ରୋ ସେବା ବନ୍ଦ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସଙ୍କଟାପନ୍ନ ରହିଥିବା ବିଭିନ୍ନ ରାଜ୍ୟ ଏବେ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରୁଛନ୍ତି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରବିବାର ଦିନ ପୂର୍ବରୁ ଲାଗୁ ହୋଇଥିବା ଲକଡାଉନକୁ ଆଉ ଏକ ସପ୍ତାହ ପାଇଁ…

ୟୁପିରେ ପୁଣି ସପ୍ତାହେ ବଢିଲା ଳକ୍‌ଡାଉନ

ଉତ୍ତରପ୍ରଦେଶ: ଦେଶରେ ବଢିଚାଲିଛି କରୋନା ସଂକ୍ରମଣ। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ କରାଗଲାଣି। ଅନେକ ରାଜ୍ୟ ନିଜର କର୍ଫ୍ୟୁ ଅବଧିକୁ ମଧ୍ୟ ବୃଦ୍ଧି କରୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ ରାଜ୍ୟରେ ବଢୁଥିବା କରୋନା ମାମଲାକୁ…

ଲକଡାଉନରେ କିଏ ଅଫିସ୍ ଆସିବେ ? ତାଲିକା ଦେବାକୁ ସଂସ୍ଥାକୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଲକଡାଉନ୍ ଲାଗୁ ହୋଇଛି । ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ସହ ବିଭିନ୍ନ ଜରୁରୀକାଳୀନ ସଂସ୍ଥାରେ ନିୟୋଜିତ କର୍ମଚାରୀଙ୍କୁ ଅଫିସ୍ ଯିବା ପାଇଁ ଅନୁମତି ମିଳିଛି । ତେବେ, ପୋଲିସ୍ ଏଥିପାଇଁ କୌଣସି ପାସ୍ ଦେଉନାହିଁ । କେବଳ…

କେରଳରେ ମେ ୮ରୁ ୧୬ ଯାଏ ସମ୍ପୂର୍ଣ୍ଣ ଲକଡାଉନ୍

ଥିରୁବନନ୍ତପୁରମ୍: କେରଳରେ ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ମେ ୮ ତାରିଖରୁ ୧୬ ତାରିଖ ଯାଏ ରାଜ୍ୟରେ ଲକଡାଉନ୍ ଲାଗୁ ହେବ । ଗୁରୁବାର କେରଳରେ କରୋନା ପୂର୍ବ ସବୁ ରେକର୍ଡ ଭାଙ୍ଗି ଦିନକରେ ୪୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ…