Latest Odisha News
Browsing Tag

Lockdown

ଏହି ରାଜ୍ୟରେ ଜୁନ୍‌ ୧ ଯାଏ ବଢିଲା ଲକ୍‌ଡାଉନ୍‌

ପାଟନା: ବିହାରରେ ପୁଣି ବଢିଲା ଲକ୍‌ଡାଉନ୍‌। ସୋମବାର ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲକ୍‌ଡାଉନ୍‌ ଅବଧିକୁ ଜୁନ୍ ୧ ଯାଏ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଘୋଷଣା କରିଛନ୍ତି। "ଲକ୍‌ଡାଉନ୍‌ର ଭଲ ପ୍ରଭାବ ପଡିଛି ଏବଂ କରୋନା…

ବୁଲା ଗାଈଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ଆଉ ୫୫ ଲକ୍ଷ ଟଙ୍କା ମଞ୍ଜୁର

ଭୁବନେଶ୍ୱର: କୋଭିଡ୍ମ ହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ…

ଦିଲ୍ଲୀରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ଦିଲ୍ଲୀରେ ଆଉ ଏକ ସପ୍ତାହ ପାଇଁ ଲକଡାଉନ୍ ବୃଦ୍ଧି କରାଯାଇଛି ବୋଲି ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଜାତୀୟ ରାଜଧାନୀରେ କୋଭିଡ ମାମଲା ହ୍ରାସ ପାଉଥିବାରୁ ଦିଲ୍ଲୀରେ ଲକ୍‌ଡାଉନ୍‌…

ଏହି ରାଜ୍ୟରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ୍‌ ଅବଧି

ଚେନ୍ନାଇ: ତାମିଲନାଡୁରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ଶନିବାର ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି। ଆସନ୍ତାକାଲି ଠାରୁ ଏହା କାର୍ଯ୍ୟକାରୀ ହେବ। ସର୍ବସାଧାରଣଙ୍କ ସୁବିଧା ଲାଗି ଆଜି ଏବଂ ଆସନ୍ତାକାଲି ରାତି ୯ଟା ପର୍ଯ୍ୟନ୍ତ…

ରାଜ୍ୟରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା ଲକ୍‌ଡାଉନ୍‌। କରୋନା ସଂକ୍ରମଣ ରୋକିବା ଲାଗି ଓଡ଼ିଶା ସରକାର ମଙ୍ଗଳବାର ଦିନ ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ ଜୁନ୍‌ ୧ ସକାଳ ୫ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ…

ଏହି ରାଜ୍ୟରେ ମେ ୨୫ ଯାଏ ବଢିଲା ଲକ୍‌ଡାଉନ୍‌

ଉତ୍ତରାଖଣ୍ଡ: ରାଜ୍ୟରେ ଚାଲିଥିବା କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ଉତ୍ତରାଖଣ୍ଡ ସରକାର ଲକ୍‌ଡାଉନ୍‌କୁ ମେ ୨୫ ଯାଏ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଉଚ୍ଚ ସ୍ତରୀୟ ବୈଠକରେ କରୋନା ଲକ୍‌ଡାଉନ୍‌ ସମ୍ବନ୍ଧରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ…

ଏହି ରାଜ୍ୟରେ ମେ ୩୧ ଯାଏ ବଢିଲା ଆଂଶିକ ଲକ୍‌ଡାଉନ୍‌

ଆନ୍ଧ୍ରପ୍ରଦେଶ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ସରକାର ଆଂଶିକ ଲକ୍‌ଡାଉନ୍‌କୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀଙ୍କ ଦ୍ୱାରା ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦିନକୁ ୧୮ ଘଣ୍ଟା ପାଇଁ…

ହରିୟାଣାରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ

ହରିୟାଣା: ହରିୟାଣାରେ ଆଉ ଏକ ସପ୍ତାହ ବଢିଲା ଲକ୍‌ଡାଉନ୍‌। ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ ରାଜ୍ୟରେ ମେ ୨୪ ପର୍ଯ୍ୟନ୍ତ ଲାଗୁ ହେବ। ହରିୟାଣା ମନ୍ତ୍ରୀ ଅନିଲ ବିଜୟ ଟୁଇଟ୍ କରି କହିଛନ୍ତି, "ହରିୟାଣାରେ ଲକ୍‌ଡାଉନ୍‌କୁ ୧୭ ମେ ରୁ ୨୪ ମେ ପର୍ଯ୍ୟନ୍ତ ବୃଦ୍ଧି…

ଛତିଶଗଡ଼ ମେ ୩୧ ଯାଏ ଲକ୍‌ଡାଉନ୍‌

ଛତିଶଗଡ଼: ରାଜ୍ୟରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଯୋଗୁ ଛତିଶଗଡର ରାୟପୁର ଜିଲ୍ଲାରେ ଲକ୍‌ଡାଉନ୍‌କୁ ପୁଣି ବଢାଇଦିଆଯାଇଛି। ଲକ୍‌ଡାଉନ୍‌ ଅବଧିକୁ ଆସନ୍ତା ମେ ୩୧ ସକାଳ ୬ ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି। ରାଜ୍ୟରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଛତିଶଗଡ ସରକାର ଏହି…

ଲକଡାଉନରେ ମଦ ହୋମ୍ ଡେଲିଭରିକୁ ଅନୁମତି

ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ସମୟରେ ମଦର ହୋମ୍ ଡେଲିଭରି କରାଯିବ। ଅବକାରୀ ବିଭାଗ ଆଇଏମ୍ଏଫ୍ଏଲ୍ ଦୋକାନ ତଥା ଖାଦ୍ୟ ବିତରଣ ସଂସ୍ଥା ଦ୍ୱାରା ମଦ ହୋମ୍ ଡେଲିଭରି ଉପରେ ନିଷ୍ପତ୍ତି ନେବାକୁ ଗୁରୁବାର ଦିନ ଜିଲ୍ଲାପାଳଙ୍କୁ କହିଛି। ତେବେ ଏହାପୂର୍ବରୁ ବିଭାଗ ପକ୍ଷରୁ ଲକଡାଉନ ସମୟରେ ମଦର…