ଏଣିକି ପ୍ରଶ୍ନପତ୍ର ଲିକ୍ ହେଲେ ମିଳିବ କଠୋର ଶାସ୍ତି, ନୂଆ ନିୟମ ଆଣିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ:ଏଣିକି ସାବାଡ ହେବେ ଠକ। ମିଳିବ କଠୋର ଶାସ୍ତି। ଭିନ୍ନ ପ୍ରବେଶିକା ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ଓ ଅନିୟମିତତାକୁ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର। ଦୋଷୀଙ୍କୁ ୧୦ ବର୍ଷ ଯାଏ ଜେଲ ସହ ୧ କୋଟି ଟଙ୍କାର ଫାଇନ ଲାଗୁ କରାଯିବ। ସୋମବାର ଏନେଇ ଲୋକସଭାରେ ସର୍ବସାଧାରଣ…