Latest Odisha News

BREAKING NEWS

Browsing Tag

maa gajalaxmi puja

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସଜେଇ ହେଲାଣି ଢେଙ୍କାନାଳ

ଢେଙ୍କାନାଳ : ରାତି ପାହିଲେ ମା‘ ଗଜଲକ୍ଷ୍ମୀଙ୍କ ପୂଜା । ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ମା’ଙ୍କ ପୂଜାକୁ ନେଇ ଉତ୍ସବମୁଖର ସାରା ସହର। ଢେଙ୍କାନାଳ ଜିଲ୍ଲାରେ ମା’ଙ୍କ ପୂଜାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି  । ବାଉଁଶରେ ହେଉଛି ସାଜସଜା l ଆଜିକୁ ୭୫ବର୍ଷ ତଳେ ଏହି ଗଜଲଷ୍ମୀ ପୂଜା…

ଢେଙ୍କାନାଳରେ ଜମୁଛି ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ : ଢେଙ୍କାନାଳରେ ଆରମ୍ଭ ହେଲା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଗଜଲକ୍ଷ୍ମୀ ପୂଜାକୁ ନେଇ ସବୁଠି ଏବେ ଉତ୍ସବର ମାହୋଲ। ଅଧିକାଂଶ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ମାଙ୍କ ପୂଜାପାଠ ଓ ଆରାଧନା । ଏଥର ୩୮ଟି ପୂଜା ମଣ୍ଡପରେ ଘଣ୍ଟ ଏବଂ ଶଙ୍ଖ ଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ ।…

ତୃତୀୟ ଦିନରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା; ବିନା ଭକ୍ତରେ ଚାଲିଛି ମା’ଙ୍କ ଆରାଧନା

ଢେଙ୍କାନାଳ: ନାଅଛି ଲାଇଟ ନା ତୋରଣ।କୋଭିଡ କଟକଣା ଭିତରେ ଚାଲିଛି ଧନଧାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା। ତୃତୀୟ ଦିନ ରେ ପହଂଚିଛି ବିଶ୍ୱ ପ୍ରସିଦ୍ଧ ଢେ଼ଙ୍କାନାଳର ଗଜଲଷ୍ମୀ ପୂଜା। ନାହିଁ ତୋରଣ, ନାହିଁ ଆଲୋକ ସଜା, ନାହିଁ ଭକ୍ତଙ୍କ ଭିଡ଼, ଶୁଭୁନି ହରିବୋଲ ହୁଳହୁଳି। ତଥାପି ୪ କାନ୍ଥ ମଧ୍ୟରେ…