Latest Odisha News
Browsing Tag

Maharastra

ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ

ମୁମ୍ବାଇ: ଗୋଟିଏ ପରିବାରର ୯ ଜଣଙ୍କ ମୃତଦେହ ଉଦ୍ଧାର । ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ ସୋମବାର ପୋଲିସ ଗୋଟିଏ ପରିବାରର ୯ ଜଣଙ୍କ ମୃତଦେହ ଜବତ କରିଛି । ସନ୍ଦେହ କରାଯାଉଛି ପରିବାରର ସମସ୍ତ ସଦସ୍ୟ ଏକା ଥରକେ ଆତ୍ମହତ୍ୟା କରିଛନ୍ତି । ସାଙ୍ଗଲି ଜିଲ୍ଲାର ମହିସାଲ୍ ସ୍ଥିତ ଘରୁ ମିଳିଛି…

୪ ରାଜ୍ୟର ୧୬ଟି  ରାଜ୍ୟସଭା ଆସନରେ ଭୋଟ: ଘୋଡ଼ା ବେପାର ସମ୍ଭାବନା

ନୂଆଦିଲ୍ଲୀ: ଆଜି ୪ ରାଜ୍ୟର ୧୬ଟି  ରାଜ୍ୟସଭା ଆସନ ପାଇଁ ପଡିବ ଭୋଟ୍ । ଏହି ୪ ରାଜ୍ୟ ହେଲା ହରିଆଣା, ରାଜସ୍ଥାନ,ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ । ରାଜ୍ୟସଭା ନିର୍ବାଚନକୁ ସ୍ବଚ୍ଛ କରିବା ପାଇଁ ୪ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ପ୍ରକ୍ରିୟାର…

ଶିବସେନା ନେଇ ଅଳ୍ପ ଅଳ୍ପ ତଥ୍ୟ ଦେବି, ପୂରା ବ୍ରେକିଂ ନ୍ୟୁଜ ଦେବିନି :ନାରାୟଣ ରାଣେ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବା ବୟାନ ଦେଇ ଗିରଫ ହୋଇଥିବା ନାରାୟଣ ରାଣେ ପୁନର୍ବାର ମୁହଁ ଖୋଲିଛନ୍ତି । ୨ ଦିନ ବ୍ରେକ ପରେ ସେ ପୁନର୍ବାର ଜନ ଆଶୀର୍ବାନ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ୨ ରାଉତ ଶିବସେନାକୁ ବୁଡାଇଦେବେ । ସଞ୍ଜୟ…

ମହାରାଷ୍ଟ୍ର ବିଧାନସଭାରେ ମହାନାଟକ, ୧୨ ବିଜେପି ବିଧାୟକ ନିଲମ୍ବିତ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ଆଜି ମହାନାଟକ ଦେଖିବାକୁ ମିଳିଛି । ବାଚସ୍ପତି ଭାସ୍କର ଯାଦବଙ୍କ ପ୍ରତି ଅଶୋଭନୀୟ ବ୍ୟବହାର ନେଇ ୧୨ଜଣ ବିଜେପି ନେତାଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ଯାହାକୁ ନେଇ ରାଜନୈତିକ ଝଡ ସୃଷ୍ଟି ହୋଇଛି । ମୌସୁମୀ ଅଧିବେଶନ ଆରମ୍ଭରେ ଏହି ହାଇ ଭୋଲଟେଜ…

ମଧ୍ୟପ୍ରଦେଶରୁ ମହାରାଷ୍ଟ୍ର ସବୁଠି ମେଡିକାଲରେ ଅମ୍ଲଜାନ ଅଭାବ

ନୂଆଦିଲ୍ଲୀ: କରୋନା ସହ ଦେଶ ଲଢ଼ୁଛି । ସ୍ଥିତି ଏମିତି ହୋଇଛି ଯେ ସବୁଠି ସ୍ୱାସ୍ଥ୍ୟସେବାକୁ ନେଇ ହାହାକାର ପଡ଼ିଲାଣି । ଗୋଟିଏ ପଟେ ସଂକ୍ରମଣ ଭୟ, ଅନ୍ୟପଟେ ବିଗିଡ଼ି ପଡ଼ିଥିବା ସ୍ୱାସ୍ଥ୍ୟସେବା ଡର ଭିତରେ ଜୀବନ ବିତୁଛି । କାରଣ ଅଧିକାଂଶ ସ୍ଥାନରେ ହସ୍ପିଟାଲରେ ବେଡ୍ ଖୋଲି ନାହିଁ ତ ଆଉ…

ମହାରାଷ୍ଟ୍ରରେ ହୋଇପାରେ ଆଉ ଏକ ଲକ୍‌ଡାଉନ୍‌

ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଏକ ଲକ୍‌ଡାଉନ୍‌ ନେଇ ଏପ୍ରିଲ ୧୪ ପରେ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ରବିବାର କହିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ୍‌ ଟାସ୍କଫୋର୍ସର ଏକ ଭର୍ଚୁଆଲ୍ ବୈଠକ ପରେ ‌ମନ୍ତ୍ରୀ…

ଓଡ଼ିଶା ସମେତ ଦେଶର ୫ ରାଜ୍ୟରେ କୋଭିଡ୍ ଟିକା ଅଭାବ

ଭୁବନେଶ୍ୱର/ନୂଆଦିଲ୍ଲୀ: ଦେଶରେ କରୋନାର ବଢ଼ୁଥିବା ମାମଲା ମଧ୍ୟରେ ଦେଖା ଦେଇଛି ଟିକା ଅଭାବ । ଓଡ଼ିଶା ସମତେ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସମେତ ଅନ୍ୟ କିଛି ରାଜ୍ୟରେ କମ୍ ଭ୍ୟାକ୍ସିନ୍ ରହିଛି । ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ କେତେକ କେନ୍ଦ୍ରରେ…

ଭାରତ ପାଇଁ ଅଧିକ ଘାତକ ସାବ୍ୟସ୍ତ ହୋଇପାରେ କରୋନାର ଦ୍ୱିତୀୟ ଲହର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ଦେଶକୁ କରୋନାର ଦ୍ୱିତୀୟ ଲହର ଆସି ସାରିଛି । ଶୁକ୍ରବାର ଗୋଟିଏ ଦିନରେ ୬୨ ହଜାରରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ବିଶେଷକରି ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହରର ସର୍ବାଧିକ ପ୍ରଭାବ ପ୍ରତୀୟ ହେଉଛି । ଏମିତି ନୁହେଁ ଭାରତରେ ପ୍ରଥମ ଥର ଏତେ ସଂକ୍ରମଣ ମାମଲା…

ଭାରତର ଚିନ୍ତା ବଢ଼ାଉଛି ୫ ରାଜ୍ୟ, ଟିକା ନେଲେଣି ସାଢ଼େ ୩ କୋଟି ଲୋକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ୫ଟି ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡ଼ୁରେ ସଂକ୍ରମଣ ମାମଲା ସର୍ବାଧିକ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ୨୮ ହଜାର ୯୦୩ ସଂକ୍ରମଣ ମାମଲାରୁ ଏହି ୫ ରାଜ୍ୟରୁ ୭୧.୧୦ ପ୍ରତିଶତ…

ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାର ୨୫ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ: ପ୍ରାୟ ଅଢ଼େଇ ମାସ ପରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଗତ ଡିସେମ୍ବର ଶେଷ ସପ୍ତାହରେ ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫ ହଜାର ୩୨୦ ଜଣ ନୂଆ…