Latest Odisha News

BREAKING NEWS

Browsing Tag

Makar Sankranti

ଭାରତର ଏହି ସ୍ଥାନରେ ମକର ସଂକ୍ରାନ୍ତି ପର୍ବ ସ୍ୱତନ୍ତ୍ର, ଏପରି ଦୃଶ୍ୟ ଆକାଶରେ ଦେଖିବାକୁ ମିଳେ

ନୂଆଦିଲ୍ଲୀ: ଚଳିତବର୍ଷ ମକର ସଂକ୍ରାନ୍ତି ୧୪ତାରିଖରେ ପାଳନ କରାଯିବ । ଏହି ପର୍ବ ବର୍ଷର ଏକ ବଡ ପର୍ବ ମଧ୍ୟରେ ଅନ୍ୟତମ । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି, ଯେଉଁ କାରଣରୁ ଏହାକୁ ମକର ସଂକ୍ରାନ୍ତି କୁହାଯାଏ । ତେବେ ଆପଣ ଜାଣିଥିବେ ଏହି ମକର ସଂକ୍ରାନ୍ତିରେ ଗୁଡି ଉଡାଯାଏ ।…

ସଂକ୍ରାନ୍ତିର ଶ୍ରେଷ୍ଠ ପର୍ବ ମକର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ‘ପର୍ବପର୍ବାଣୀ’  ବାର ମାସରେ ବାରଟି ସଂକ୍ରାନ୍ତି ; ତନ୍ମଧ୍ୟରୁ ମକର ସଂକ୍ରାନ୍ତି ହେଉଛି ଭାରତୀୟମାନଙ୍କ ନିମନ୍ତେ ଏକ ନିଆରା ପର୍ବ । କାରଣ ସବୁ ସଂକ୍ରାନ୍ତି ଭିତରେ ଏହାର ମହତ୍ତ୍ଵ ଓ ଗୁରୁତ୍ୱ କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ରହିଛି ।…

ଜ୍ବାଇଁଙ୍କ ପାଇଁ ୧୭୩ ପ୍ରକାର ଖାଦ୍ୟ ତିଆରି କଲେ ଶାଶୂ

ଆନ୍ଧ୍ରପ୍ରଦେଶ : ଜ୍ୱାଇଙ୍କର ଆତିଥ୍ୟ ଏବଂ ସମ୍ମାନ ଭାରତୀୟ ପରିବାରରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ପୂର୍ବ ହେଉ କି ପଶ୍ଚିମ କିମ୍ବା ଉତ୍ତର ହେଉ କି ଦକ୍ଷିଣ  । ଦେଶର ପ୍ରତ୍ୟେକ ସ୍ଥାନରେ ଶ୍ୱଶୁରଘରର ଲୋକମାନେ ସେମାନଙ୍କର ସାମର୍ଥ୍ୟଠାରୁ ଅଧିକ ଜ୍ବାଇଁର ଆତିଥ୍ୟ କରିବାକୁ ଚେଷ୍ଟା…

ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଭିଡ; ବଡ ଠାକୁରଙ୍କ ପାଖେ ଲାଗି ହେଲା ମକରଚାଉଳ

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ସକାଳୁ ସକାଳୁ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ବଡଠାକୁରଙ୍କର ହେବ ମକର ନୀତି । ମଧ୍ୟାହ୍ନ ଧୂପ ପରେ  ଏହି ନୀତି ଅନୁଷ୍ଠିତ ହେବ ।ଏହି ଅବସରରେ ବଡଠାକୁରଙ୍କୁ ମକର ଚାଉଳ…

ମକର ସଂକ୍ରାନ୍ତି

ସଫଳା ଦାସ ଭାରତ ବର୍ଷରେ ଉତ୍କଳ ଏକ ପୂଣ୍ୟ ଭୂମି। ଏହାର ପାଣି ପବନ ଜଳବାୟୁ ପାହାଡ଼ ନଦୀ ସବୁ ପୂଣ୍ୟମୟ। ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଧର୍ମ ପ୍ରାଣ ହେତୁ ବାର ମାସରେ ତେର ପର୍ବ ପାଳନକରେ। କର୍ମ କ୍ଳାନ୍ତ ଜୀବନରେ ଆଧ୍ୟାତ୍ମିକ ଜ୍ଞାନର ଉପଲବ୍ଧ ହିଁ ପର୍ବ ପର୍ବାଣୀର ମୂଖ୍ୟ ଉଦ୍ଦେଶ୍ୟ ।…

ଆଜି ପବିତ୍ର ‘ମକର ସଂକ୍ରାନ୍ତି’; ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ଆଜି ପବିତ୍ର ‘ମକର ସଂକ୍ରାନ୍ତି’ । ହିନ୍ଦୁ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଏହି ପାଳନର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି । ଆଜିଠାରୁ ଦିନ ଧିରେ…

‘ମକର ସଂକ୍ରାନ୍ତି’ରେ କରନ୍ତୁ ନାହିଁ ଏହିସବୁ କାମ !

ଭୁବନେଶ୍ୱର: ହିନ୍ଦୁ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଏହି ମକର ପର୍ବ ପାଳନର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି । ଏହି ଦିନରୁ ଧିରେ ଧିରେ ବଡ ହୋଇଥାଏ । ଏହି ଦିନ…

ମକର ସଂକ୍ରାନ୍ତିରେ ଏହିସବୁ ବସ୍ତୁ ଦାନ କରନ୍ତୁ, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଆନ୍ତୁ…

ଭୁବନେଶ୍ୱର: ମକର ସଂକ୍ରାନ୍ତି ହିନ୍ଦୁମାନଙ୍କ ପ୍ରମୁଖ ପର୍ବମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପର୍ବ ଅଟେ। ବହୁ ଆନନ୍ଦ ଉଲ୍ଲାସର ସହ ଏହି ପର୍ବକୁ ପାଳନ କରିଥାଆନ୍ତି । ଏହା ପାଳନ କରିବାର ସବୁଠାରୁ ବଡ଼ କାରଣ ହେଉଛି ଏହି ଦିନରେ ଭଗବାନ ସୂର୍ଯ୍ୟଦେବ ଧନୁ ରାଶି ଠାରୁ ମକର ରାଶିରେ ପ୍ରବେଶ…

ଜାଣନ୍ତୁ, ‘ମକର ସଂକ୍ରାନ୍ତି’ରେ କିପରି ପାଇବେ ସୂର୍ଯ୍ୟଦେବଙ୍କ ସାନ୍ନିଧ୍ୟ…

ଭୁବନେଶ୍ୱର: ପବିତ୍ର ମକର ସଂକ୍ରାନ୍ତି । ସୂର୍ଯ୍ୟଦେବଙ୍କ ମକର ରାଶିକୁ ଗମନ । ପୁଣି ଏହାକୁ ରବି ସଂକ୍ରମଣ ବୋଲି କୁହାଯାଏ । ଏହି ଦିନ ରେ ସୂର୍ଯ୍ୟଙ୍କର ଗତି ଉତ୍ତାରାୟନ ହୋଇଯାଏ । ଦେବାଦେବୀଙ୍କୁ ଏହିଦିନ ମକର ଚାଉଳ ଭୋଗ ଓ ତିଲୋଇ ଖଜା ଭୋଗ ଅର୍ପଣ କରାଯାଇଥାଏ । ପୁରାଣ ମତରେ ମକର…