Latest Odisha News

BREAKING NEWS

Browsing Tag

Mamata Banarje

ଏଥର ଦୁର୍ଗା ପୂଜା ପାଇଁ ମମତା ବଢ଼ାଇଲେ ଅନୁଦାନ, ମିଳିବ ୬୦ ହଜାର ଟଙ୍କା

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୁର୍ଗା ପୂଜା ଭେଟି। ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ପ୍ରତି ମଣ୍ଡପକୁ ୬୦ ହଜାର ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୁର୍ଗା ପୂଜା ଆୟୋଜକଙ୍କ ପାଇଁ ସେ ଏହି ଘୋଷଣା କରିଛନ୍ତି।…

ପାଓ୍ୱାରଙ୍କୁ ମନାଇପାରିବେ ମମତା ? ବୈଠକ ପୂର୍ବରୁ ବିରୋଧୀଙ୍କ ମଧ୍ୟରେ ନାହିଁ ଏକତା

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଅପରାହ୍ନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ବୈଠକ ବସିବ । ଏହା ପୂର୍ବୁରୁ ମଙ୍ଗଳବାର ସଂଧ୍ୟାରେ ମମତା ଦିଲ୍ଲୀରେ ପହଞ୍ଚିଛନ୍ତି। ଏହାପରେ ସେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କୁ ଭେଟି ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନାଇବାକୁ…

ପେଗାସସ୍‌ ଗୁଇନ୍ଦାଗିରି ପ୍ରସଙ୍ଗରେ ମମତାଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା; ପଶ୍ଚିମବଙ୍ଗ ତଦନ୍ତ କମିଶନଙ୍କ ଉପରେ…

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ବିବାଦର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ନିଯୁକ୍ତ ଆୟୋଗକୁ ସ୍ଥଗିତ ରଖିଛନ୍ତି। ପଶ୍ଚିମବଙ୍ଗ ସରକାର ପୂର୍ବତନ ଜଜ୍ ମଦନ ବି ଲୋକୁରଙ୍କ ନେତୃତ୍ୱରେ ଏକ ନିଯୁକ୍ତ କମିଶନ ଗଠନ କରାଯାଇଥିଲା। ଏହାପୂର୍ବରୁ ଅକ୍ଟୋବର ଶେଷ…

ମମତାଙ୍କୁ ଫୋନ୍ କରି ବିଜୟ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବୃହତ ବିଜୟ ହାସଲ କରିଛି ତୃଣମୂଳ କଂଗ୍ରେସ । ବିଜୟ ପରେ ମମତା ବାନାର୍ଜୀଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଫୋନ୍ କରିଥିଲେ । ବୃହତ ବିଜୟ ପାଇଁ ଶୁଭେଚ୍ଛା…