Latest Odisha News

BREAKING NEWS

Browsing Tag

Manas ranjan Nayak

କବିତା : ସୃଷ୍ଟିର ବୈଚିତ୍ର୍ୟ

ମାନସ ରଞ୍ଜନ ନାୟକ  ଘୂର୍ଣ୍ଣାୟମାନ ପୃଥିବୀ କେଉଁ ଏକ ଅଦୃଶ୍ଯ ଅକ୍ଷ ଚାରିକଡେ ପୁଳାଏ ଆତ୍ମଗର୍ବେ ବିଚରା ମେରୁଦଣ୍ଡୀ ମାନବ ନଇଁପଡେ ଭୂମି ସ୍ପର୍ଶ ମାତ୍ରେ ଆସ୍ଥାବାଦୀ ଶିଶୁ ଚିରାଡି କୁଆଁ ଡାକ ଦିଏ ବାର୍ଦ୍ଧକ୍ୟରେ ସ୍ବାଭିମାନୀ ପିତାଟିଏ ବାଧ୍ଯରେ ସ୍ବାବଲମ୍ବୀ ହୁଏ। ଜୀବନ ଆଗେ…

କବିତା : ସେ

ମାନସ ରଞ୍ଜନ ନାୟକ ବୟସର ଅପରାହ୍ନରେ ଅତୀତର ମଧ୍ୟାହ୍ନ ସ୍ମୃତିରେ ବିଭୋର ଲାଜକୁଳି ଆଖିର ଇସାରା ସତେକି ସୁନ୍ଦର ! ଅପରିପକ୍ବ ଜୀବନରେ ସତେ ଅବା ପ୍ରେମର ରାଗିଣୀ ମଲ୍ହାର ଦଶନ୍ଧି ଦଶନ୍ଧି ପରେ ଏବେ ପରିବର୍ତ୍ତିତ ଏକ ଆବେଗିକ ସମ୍ଭାର । ଚପଳ ମନରେ ଆଲୋଡିତ କେଉଁ ଏକ ଅସ୍ପଷ୍ଟ…

ପରମ୍ପରା ଓ ପ୍ରଗତିର ଆଢ଼ୁଆଳରେ ରଜପର୍ବ

ମାନସ ରଞ୍ଜନ ନାୟକ  ମାନବୀୟ ସଭ୍ଯତା ପ୍ରଗତିଶୀଳ ହେବା ସହ ସମାନ୍ତରାଳରେ ପରିବର୍ତ୍ତିତ ତାର ପରମ୍ପରା । ବଦଳିଯାଉଛି ଜୀବନର ମୂଲ୍ଯବୋଧ, ସାମାଜିକତା, ଆଉ ଆଚରଣ। ବସ୍ତୁବାଦୀ ସଫଳତା, ବୃତ୍ତିଗତ ପ୍ରତିଦ୍ବନ୍ଦିତା , ବଦଳାଇ ଦେଇଛି ମଣିଷର ରୂଚି, ଆମୋଦ ପ୍ରମୋଦ ଆଉ ଆଡ଼ମ୍ବରର ପରିସୀମା।…