Latest Odisha News

BREAKING NEWS

Browsing Tag

Manish Anurag Death Case

ମନିଷ ଅନୁରାଗ ମୃତ୍ୟୁ ମାମଲା: ୩ ଅଭିଯୁକ୍ତର ଚାଲିଛି ଲାଏ ଡିଟେକସନ୍ ଟେଷ୍ଟ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାରେ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ପୋଲିସ । ଜେରା ବେଳେ ଅଭିଯୁକ୍ତଙ୍କ ମୁହଁରୁ ସତ ଉଗାରିଛି ପୋଲିସ । ଆଜି ପୋଲିସ ୩ ଜଣଙ୍କର ଲାଏ ଡିଟେକସନ୍ ଟେଷ୍ଟ କରାଉଛି । ଏଥିପାଇଁ ଭୁବନେଶ୍ୱର ଷ୍ଟେଟ ଫୋରେନସିକ୍ ଲାବରେ…

ମନିଷ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ସତ ଉଗାରିବ ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାରେ ସତ ଉଗାରିବ ପୋଲିସ । ଆଜିଠୁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବ ଇନଫୋସିଟି ଥାନା ପୋଲିସ । ଅଭିଯୁକ୍ତ ଦୀନେଶ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଓ ଅମ୍ରିତ ପ୍ରୀତମ ବିଶ୍ୱାଳକୁ ନେଇ ରହସ୍ୟ ଭେଦିବ…

ମନିଷ ଅନୁରାଗ ମୃତ୍ୟୁ ମାମଲା: ଅଭିଯୁକ୍ତଙ୍କୁ ରିମାଣ୍ଡ ଆବେଦନର ଆଜି ଶୁଣାଣି

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତଙ୍କ ମୁହଁରୁ ସତ ଉଗାରିବ କମିଶନରେଟ ପୋଲିସ । ସେମାନଙ୍କୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ହାସଲ କରିବ । ଆଜି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ରିମାଣ୍ଡ ଆବେଦନର ଶୁଣାଣି ରହିଛି । ୫ ଦିନିଆ…

ମନିଷଙ୍କୁ ହତ୍ୟା କରିଥିବା ୩ ବନ୍ଧୁ, ପ୍ରମାଣ ନଷ୍ଟ ପାଇଁ ପୋଖରୀରେ ଫିଙ୍ଗିଥିଲେ ମୃତଦେହ

ଭୁବନେଶ୍ୱର: ସାଙ୍ଗ ସାଜିଲେ ହତ୍ୟାକାରୀ । ହୋଟେଲରେ ବିଲକୁ ନେଇ ପାଟିତୁଣ୍ଡ ପରେ ହତ୍ୟା । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାର ରହସ୍ୟ ଖୋଲିଛି କମିଶନରେଟ ପୋଲିସ । ମନିଷଙ୍କ ୩ ଜଣ ସାଙ୍ଗଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଅମ୍ରିତ ପ୍ରୀତମ୍, ଦୀନେଶ…

ମନିଷ ଅନୁରାଗ ମୃତ୍ୟୁ ମାମଲା: ୩ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନୀବନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଜଣ ଗିରଫ । ସେମାନଙ୍କୁ କମିଶନରେଟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଆଜି ଏସମ୍ପର୍କରେ ପ୍ରେସମିଟରେ ସୂଚନା ଦେଇପାରନ୍ତି ଭୁବନେଶ୍ୱର ଡିସିପି । ଚାରି ଦିନ ହେବ ମନିଷ ମୃତ୍ୟୁ ଘଟଣାରେ ୪ ଜଣ…

ମନିଷ ଅନୁରାଗ ମୃତ୍ୟୁରେ ଟ୍ୱିଷ୍ଟ: ବାରରେ ବିଲକୁ ନେଇ ସାଙ୍ଗଙ୍କ ସହ ବିବାଦ ହୋଇଥିଲା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁର ଖିଅ ଖୋଜୁଛି ପୋଲିସ । ତଦନ୍ତ ଯେତିକି ଆଗଉଛି ନୂଆ ନୂଆ ତଥ୍ୟ ପ୍ରମାଣ ସାମନାକୁ ଆସୁଛି । ଏବେ ମୃତ୍ୟୁ ମାମଲାରେ ସାମନାକୁ ଆସିଛି ନୂଆ ଟ୍ୱିଷ୍ଟ । ବାରରେ ବିଲକୁ ନେଇ ସେଦିନ ମନିଷ ଓ ସାଙ୍ଗମାନଙ୍କ ମଧ୍ୟରେ…

ମନିଷ ମୃତ୍ୟୁ ମାମଲା: ଆତ୍ମସମର୍ପଣକାରୀ ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଲା ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍ଗ ମୃତ୍ୟୁ ରହସ୍ୟ ଉପରୁ ଖୁବଶୀଘ୍ର ହଟିପାରେ ପରଦା । ଫୁଲବାଣୀରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କନ୍ଧମାଳ ଜିଲ୍ଲାର ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ । ଗତକାଲି ଫୁଲବାଣୀ ଟାଉନ୍…