Latest Odisha News

BREAKING NEWS

Browsing Tag

Mayurbhanj

ନଦୀ ପାର୍ ହେଲା ବେଳେ ଅଘଟଣ ହଠାତ୍ ମାଡି ଆସିଲା ପାଣି, ୨ ନିଖୋଜ

ଚିତ୍ରଡ଼ା : ନଦୀ ଶୁଖିଲା ଥିଲା । ତେଣୁ ନଦୀ ପାର ହୋଇ ଅନ୍ୟ ଗାଁ କୁ ଯାଇ କିଛି ସାଙ୍ଗ ଫୁଟବଲ ଖେଳ ଦେଖିବାକୁ ସ୍ଥିର କଲେ । ନଦୀ ପାର ହେବା ସମୟରେ ହଠାତ୍ ନଦୀରେ ପାଣି ବଢି ଯାଇଥିଲା । ଫଳରେ ପାଣିରେ ବୁଡି ଦୁଇ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା…

ବାତ୍ୟା ଅମ୍ଫାନ: ସମ୍ଭାବ୍ୟ ବାତ୍ୟାକୁ ନେଇ ମୟୂରଭଞ୍ଜ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ବାରିପଦା: ଆଉ କିଛି ଘଣ୍ଟା ପରେ ଓଡ଼ିଶା ପୁଣି ଏକ ବାତ୍ୟାର ସାମ୍ନା କରିବାକୁ ଯାଉଛି । ବଙ୍ଗୋପସାଗରରେ ସୃୃଷ୍ଟ ‘ଅମ୍ଫାନ’ ବାତ୍ୟା ମାଡ଼ି ଆସୁଛି । ଏହି ମହାବାତ୍ୟାର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବହୁଳ ମାତ୍ରାରେ ଦେଖିବାକୁ ମିଳିବ । ଏହି ସମ୍ଭାବ୍ୟ ବାତ୍ୟା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା…

ମୟୂରଭଞ୍ଜରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଏଯାଏଁ ୧୧ ପଜିଟିଭ୍ ଚିହ୍ନଟ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଶନିବାର ଦିନ ୨ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ- କରୋନା ସମୟରେ ଦେଶର ମା’ମାନଙ୍କୁ ନୂଆ ଉର୍ଜା ଦେଇଛି ଉଜ୍ଜଳା: ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର…

ରାଜ୍ୟର ବିଭିନ୍ନ ସ୍ଥାନରେ ଝଡତୋଫାନ୍‌, ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାପାତ ଯୋଗୁଁ ଆଜି ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥି ସହ ଜଣେ ଗୁରୁତର ଅଛନ୍ତି । ମୟୂରଭଂଜ ଖୁଣ୍ଟା ଥାନା ବଡକତରା ଗାଁରେ ବଜ୍ରାଘାତରେ ତିନି ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ତିନି ଯୁବକ ଗାଁ ପୋଖରୀରୁ ମାଛ ଧରୁଥିବା ବେଳେ ଏହି…

ମୟୂରଭଞ୍ଜରେ ଓଡ଼ିଶା ଡିଜିପି; ଅନୁଧ୍ୟାନ କଲେ ଲକଡାଉନ ସ୍ଥିତି

ବାରିପଦା: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କରୋନା/ଲକଡାଉନ ସଂକ୍ରାନ୍ତୀୟ ଅନୁଧ୍ୟାନ କରିବା ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛନ୍ତି । ତାଙ୍କ ସହ ଏ.ଡି.ଜି. ସୌମେନ୍ଦ୍ର କୁମାର ପ୍ରୟଦର୍ଶୀ ମଧ୍ୟ ଆସିଛନ୍ତି । ସିଧାସଳଖ ସେ ଜିଲ୍ଲାର ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦାକୁ ଯାଇ…

ବାରିପଦାର ‘ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ’ରେ ଅଗ୍ନିକାଣ୍ଡ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲରେ ଅଗ୍ନିକାଣ୍ଡ ଘଟିଛି। ରାତ୍ରି ପାଖାପାଖି ୯ଟା ସମୟରେ ମାନସିକ ରୋଗ ବିଭାଗ ରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଏଆରକଣ୍ଡିସନର ସହ ରୁମରେ କିଛି ଆସବାବପତ୍ର ପୋଡି…

ମୟୂରଭଞ୍ଜରେ ଲୋକାର୍ପିତ ହେଲା କୋଭିଡ୍‌-୧୯ ହସ୍ପିଟାଲ୍

ମୟୂରଭଞ୍ଜ: ବୁଧବାର ମୟୂରଭଞ୍ଜର ବାଙ୍କିଶୋଳଠାରେ ଥିବା ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ କ୍ୟାମ୍ପସରେ ଲୋକାର୍ପିତ ହୋଇଛି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍ପିଟାଲ୍ । ଓଡିଶା ମାଇନିଂ କର୍ପୋରେସନର ପାଣ୍ଠି ସହାୟତାରେ ଭୁବନେଶ୍ୱରର କିମ୍ସ ହସ୍ପିଟାଲର ଏହି ଶାଖାକୁ ମୁଖ୍ୟମନ୍ତ୍ରୀ ନବୀନ…

ଲକ୍‌-ଡାଉନ୍‌: ଶତାଧିକ ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ମୟୁରଭଂଜ ପୋଲିସ !

ବାରିପଦା: ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ମୟୁରଭଂଜ ପୋଲିସ । ପଚରାଉଚରା କରିବା ପରେ ସେମାନଙ୍କୁ ଅସ୍ଥାୟୀ ଶିବିରରେ ଥଇଥାନ କରାଯାଇଛି । ସାରା ଦେଶରେ ଲକ୍‌-ଡାଉନ୍ ଘୋଷଣା । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଘରକୁ ଯିବା ଲାଗି ଶହଶହ କିମି ଚାଲିବାକୁ ବି…

ମୟୂରଭଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ମୟୂରଭଞ୍ଜ: ରାଜ୍ୟରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଫରେଷ୍ଟ ଡିଭିଜନ୍ ନିକଟରେ କିଛି ହାତୀପଲ ପଶି ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କରଞ୍ଜିଆ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ସ୍ଥିତ ଗ୍ରାମଗୁଡିକରେ ପାଖାପାଖି…

ମୟୂରଭଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ମୟୂରଭଞ୍ଜ: ରାଜ୍ୟରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଫରେଷ୍ଟ ଡିଭିଜନ୍ ନିକଟରେ କିଛି ହାତୀପଲ ପଶି ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଷୁଢିଆଣୀ ଫରେଷ୍ଟ ଡିଭିଜନ୍ ଅନ୍ତର୍ଗତ ଗ୍ରାମଗୁଡିକରେ ଗତକାଲି ରାତିରେ…