Latest Odisha News

BREAKING NEWS

Browsing Tag

medical college

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ,ଭର୍ଚୁଆଲ ମୋଡରେ ଯୋଗଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

ପୁରୀ : ପୁରୀରେ ଆଜି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦଘାଟନ ହୋଇଯାଇଛି । ୨୫ ଏକର ଜାଗାରେ ନିର୍ମିତ ଏହି ମେଡିକାଲର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର…

ରାଉରକେଲା ଆଇଜିଏଚ୍କୁ ମେଡିକାଲ କଲେଜ କରିବାକୁ ଦାବି, ଧର୍ମେନ୍ଦ୍ରଙ୍କୁ ପ୍ରଫୁଲ୍ଲଙ୍କ ଚିଠି 

ଭୁବନେଶ୍ବର: ରାଉରକେଲା ଆଇଜିଏଚ୍କୁ ମେଡିକାଲ କଲେଜ ପ୍ରସଙ୍ଗ । ଏନେଇ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।  ଆଇଜିଏଚ୍କୁ ଏକ ମେଡିକାଲ କଲେଜ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଉରକେଲା ଗସ୍ତ…

ଯାଜପୁର ଓ ପୁରୀରେ ହେବ ମେଡିକାଲ କଲେଜ: କ୍ୟାବିନେଟ୍ ଦେଲା ମଞ୍ଜୁରୀ

ଭୁବନେଶ୍ବର: ଯାଜପୁର ଓ ପୁରୀରେ ଖୋଲିବ ମେଡିକାଲ କଲେଜ । ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ମେଡିକାଲ କଲେଜ ଖୋଲିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପୁରୀରେ ୧୦୦ ସିଟ୍ ମେଡିକାଲ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ପ୍ରତିଷ୍ଠା ହେବ । ଏଥିପାଇଁ ଖର୍ଚ୍ଚ ହେବ ୨୨୪ କୋଟି ୫୫ ଲକ୍ଷ ।…

କୋଭିଡ ପରୀକ୍ଷା ନିମନ୍ତେ ସମ ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଭାବେ ମନୋନୀତ

ଭୁବନେଶ୍ୱର: ଆଇଏମଏସ ଓ ସମ ହସ୍ପିଟାଲ ସହ ଯୋଡି ହୋଇଯାଇଛି ଆଉ ଏକ ବଡ ସଫଳତା । ଓଡ଼ିଶାରେ କୋଭିଡ  ପରୀକ୍ଷା ନିମନ୍ତେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ ସମ୍ କୁ ମନୋନୀତ କରିଛି। ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ୧୦୦୦ ଶଯ୍ୟା ବିଶିଷ୍ଟ ଏହି…

ଜନ୍ମଦିନରେ କନ୍ଧମାଳକୁ ମୁଖ୍ୟମନ୍ତ୍ରୀଙ୍କ ଉପହାର; ପ୍ରତିଷ୍ଠା ହେବ ମେଡିକାଲ କଲେଜ

ଭୁବନେଶ୍ୱର: ରାଜ୍ୟର ପ୍ରତ୍ୟେକ ଅବିଭକ୍ତ ଜିଲ୍ଲା ମାନଙ୍କରେ ମେଡ଼ିକାଲ କଲେଜ ହସ୍ପିଟାଲ କରିବା ପାଇଁ ସରକାର ସ୍ଥିର କରିଥିବା ବେଳେ କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ମେଡ଼ିକାଲ କଲେଜ ହସ୍ପିଟାଲ କରାଯିବା ନେଇ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ହସ୍ପିଟାଲ…