Latest Odisha News
Browsing Tag

Mines

ନିଲାମ ହେଲା ଓଡ଼ିଶାର ୨ କୋଇଲା ଖଣି

ଭୁବନେଶ୍ୱର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ୨ ଗୋଟି ଖଣି ନିଲାମ ହୋଇଛି । ଭୂତତ୍ତ୍ୱ ସର୍ଭେ ଅନୁଯାୟୀ ନିଲାମ ହୋଇଥିବା ଏହି ୨ ଗୋଟି ଖଣିରେ ୧୬୫୦ ମିଲିଅନ୍ ଟନ୍ କୋଇଲା ରହିଛି । ଖଣି କାର୍ଯ୍ୟକ୍ଷମ ହେଲେ ୨୨୫୦ କୋଟି ଟଙ୍କାର ପୁଞ୍ଜି ନିବେଶ ସମ୍ଭାବନା ରହିଥିବା ବେଳେ ଏହାଦ୍ୱାରା ୨୦…

ଖଣି ଖାଦାନ ଉପରେ ଚଢ଼ଉ ପାଇଁ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର:ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗୁରୁବାର ଆଭାସିରେ ଜିଲାର ସମସ୍ତ ତହସିଲର ରାଜସ୍ୱ ସମୀକ୍ଷା କରିଥିଲେ । ରାଜସ୍ୱ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ନେଇ ରାଜ୍ୟ ସରକାର ସବୁବେଳେ ତତ୍ପରତା ପ୍ରକାଶ କରୁଛନ୍ତି । ଏଣୁ ତହସିଲଗୁଡିକରେ ପଡ଼ି ରହିଥିବା ମ୍ୟୁଟେସନ୍ କେସ, ଖାରଜ…

ବେଆଇନ ଖଣି ଖନନ କାହିଁକି ଚାଲିଛି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ଓଡ଼ିଶାରେ  ବେଆଇନ ଖଣି କାରବାରକୁ ନେଇ ସୁପ୍ରିମକୋର୍ଟ ଫଟକାର ଲଗାଇଛନ୍ତି । ପରିବେଶ ମଞ୍ଜୁରୀ ନ ଥାଇ ଖଣି ଖନନ କାହିଁକି  କରୁଛନ୍ତି ଖଣି ଲିଜଧାରୀ ସେ ପ୍ରଶ୍ନ ବି ଉଠାଇଛନ୍ତି । ସ୍ଥିତିବସ୍ଥା ଆଳ ଦେଖାଇ କେତକ କମ୍ପାନୀ କାହିଁକି  ବେଆଇନ ଖଣି ଖନନ କରୁଛନ୍ତି ? ଏଭଳି ପ୍ରଶ୍ନ…

ଓଡ଼ିଶାରେ ଓର୍ ଖୋଳିବାକୁ ଓଏମଡିସିକୁ ସୁପ୍ରିମକୋର୍ଟ ଦେଲେ ଅନୁମତି, କହିଲେ ଅନ୍ତତଃ ସରକାରୀ ପାଣ୍ଠିକୁ ଆସିବ ରାଜସ୍ୱ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଓଡ଼ିଶା ମିନେରାଲସ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡକୁ (ଓଏମଡିସି) ଓର୍ ଉତୋଳନ କରିବାକୁ ଅନୁମତି ଦେଇଛନ୍ତି । ଓଏମଡିସି ଦ୍ୱାରା ଦାଖଲ ଏକ ଆବେଦନ ପତ୍ରକୁ ବିଚାରକୁ ନେଇ ଏହି ରାୟ ଶୁଣାଇଛନ୍ତି । ବେଲକୁଣ୍ଡି ଆଇରନ ଓର୍ ମାଇନ ଏବଂ ବଗେଇବୁରୁ ମାଇନ୍ସରୁ…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି ତେହେରାଇ ଖଣି ନିଲାମ

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ତେହେରାଇ ଲୁହାପଥର ଓ ମାଙ୍ଗାନିଜ ଖଣିର ନିଲାମ ଶନିବାର ଦିନ ଆରମ୍ଭ ହୋଇଛି । ଲାଲ୍ ଟ୍ରେଡର୍ସ ଆଣ୍ଡ ଏଜେନ୍ସି ପ୍ରା. ଲି.,ଆନନ୍ଦ ଏକ୍ସପୋର୍ଟ ଆଣ୍ଡ ରିସୋସେସ୍ ପ୍ରା. ଲି., ୟଜଦାନୀ ଇଣ୍ଟରନ୍ୟାସନାଲ୍ ପ୍ରା. ଲି. ତରମା ଆପାର୍ଟମେଣ୍ଟ ଏବଂ ଇସେଲ୍ ମାଇନିଂ…

ଓଡିଶାର ୧୦ଟି ଖଣି ନିଲାମ ହେବ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ପାଖାପାଖି ୧୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ କରାଯିବ । ଏନେଇ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଧିବିଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଯେଉଁ ନନ୍ କେପଟିଭ୍ ଖଣିର ଲିଜ୍ ଅବଧି ଆସନ୍ତା ମାର୍ଚ୍ଚ ୨୦୨୦ ମସିହା…

ତାଳଚେର କୋଇଲା ଖଣିରେ ଦୁର୍ଘଟଣା, ୧୦ରୁ ଅଧିକ ଶ୍ରମିକ ଆହତ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ଗତକାଲି ବିଳମ୍ବିତ ରାତିରେ ମାଟି ଅତଡ଼ା ଖସିଯିବା ଫଳରେ ଦୁର୍ଘଟଣା ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ବିଳମ୍ବିତ ରାତିରେ କୋଇଲା ଖୋଲା କାମ ଚାଲିଥିବା ବେଳେ କୌଣସି କାରଣବଶତଃ ମାଟି ଅତଡ଼ା ଖସିଯାଇଥିଲା । ଫଳରେ ତଳେ କାମ…

ଜୁଲାଇରେ ନିଲାମ ହେବ ରାଜ୍ୟର ୧୦ଟି ଖଣି: ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଜୁଲାଇ ମାସରେ ରାଜ୍ୟରେ ପାଖାପାଖି ୫ରୁ ୧୦ଟି ଖଣି ନିଲାମ ହେବ ବୋଲି ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଶନିବାର ଦିନ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଆହୁରି ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ, ୨୦୨୦ ମସିହା…