Latest Odisha News
Browsing Tag

minor children rescued

ରାଉରକେଲାରୁ ଉଦ୍ଧାର ହେଲେ ବିହାରର ୧୧ ଶିଶୁ

ରାଉରକେଲା : ରାଉରକେଲା ରେଳ ଷ୍ଟେସନରେ ଜିଆରପି ଓ ଚାଇଲ୍ଡ ଲାଇନ୍ ଅଧିକାରୀ ଗୁରୁବାର ସକାଳେ ହାୱଡା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସରୁ ପାଖାପାଖି ୧୧ ଜଣ ପିଲାଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରେ ୯ଜଣ ଝିଅ ଥିବା ବେଳେ ସମସ୍ତଙ୍କୁ ସର୍ଟ ଷ୍ଟେ ହୋମରେ ରଖାଯାଇଥିବା ନେଇ ସୁତ୍ରରୁ…