Latest Odisha News

BREAKING NEWS

Browsing Tag

Mo Bus Service

କ୍ରୁ୍ଟ ପକ୍ଷରୁ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ମୋ ବସ୍ ସେବା

ଭୁବନେଶ୍ୱର: ରଥଯାତ୍ରା ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁ୍ଟ୍) ପକ୍ଷରୁ ସ୍ୱତନ୍ତ୍ର ମୋ ବସ୍ ସେବା ଯୋଗାଇ ଦିଆଯାଇଛି। ଏହି ବସ୍ ଖୋର୍ଦ୍ଧା, କଟକ ଓ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାତ୍ରା କରିବ। ଜନସାଧାରଣଙ୍କୁ ପ୍ରଭାବୀ, ସୁଲଭ ଓ ଦୀର୍ଘସ୍ଥାୟୀ ସହରାଞ୍ଚଳ…

ମୋ ବସ୍ ସେବା ପାଇଁ କ୍ରୁଟକୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: ରାଜ୍ୟରେ ମୋ ବସ୍ ସେବା ପାଇଁକ୍ରୁଟକୁ ପୁଣି ଥରେ ମିଳିଛି ଜାତୀୟ ପୁରସ୍କାର । ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀକୁ ନେଇ କ୍ରୁଟକୁ ମିଳିଛି ଏହି ପୁରସ୍କାର । ଗତ ବର୍ଷେ ଭିତରେ…

କାଲିଠୁ ସବୁ ରୁଟରେ ଗଡ଼ିବ ମୋ ବସ୍

ଭୁବନେଶ୍ୱର: ଆସନ୍ତାକାଲିଠୁ ସବୁ ରୁଟରେ ଗଡ଼ିବ ମୋ ବସ୍ । ମୋଟ୍ ୨୫ଟି ରୁଟରେ ୧୯୪ଟି ମୋ ବସ୍ ଚଳାଚଳ ଆରମ୍ଭ କରିବ । ଏହି ସୂଚନା ଦେଇଛି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ ବା କ୍ରୁଟ୍‌ । କରୋନା କଟକଣା ଯୋଗୁଁ ଏବେ ୧୭ ରୁଟ୍‌ରେ ୮୭ଟି ମୋ ବସ୍‌ ଚାଲୁଛି । ଆଜିଠାରୁ ଅନଲକ୍…

ଆଜିଠୁ ୧୬ଟି ରୁଟରେ ଗଡ଼ିଲା ମୋ ବସ୍

ଭୁବନେଶ୍ୱର: ଦୀର୍ଘ ଦିନର ଲକଡାଉନ୍ ପରେ ଗଡ଼ିଲା ମୋ ବସ୍ । କଟକ, ଭୁବନେଶ୍ୱରର ବିଭିନ୍ନ ରୁଟରେ ଆଜିଠୁ ଆରମ୍ଭ ହୋଇଛି ମୋ ବସ୍ ସେବା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଟୁଇନ ସିଟି ରାଜରାସ୍ତାରେ ଗଡ଼ିବ ମୋ ବସ୍ । ବସ୍ ଭିତରେ କୌଣସି ଯାତ୍ରୀ ଠିଆ ହୋଇ ଯିବେ ନାହିଁ । ସିଟ୍ କ୍ଷମତା ଅନୁସାରେ…