ବଜାରକୁ ଆସିଲା ରେଡମିର ୫ଜି ସ୍ମାର୍ଟଫୋନ; ୯,୯୯୯ ଦାମ୍ ରେ 50MP ଡୁଆଲ କ୍ୟାମେରା
ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା ରେଡମିର ନୂଆ ସ୍ମାର୍ଟଫୋନ Redmi 14C 5G ସ୍ମାର୍ଟଫୋନ । ଆଜି କମ୍ପାନୀ ଏହି ଦମଦାର ଓ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନକୁ ଦେଶରେ ଲଞ୍ଚ କରିଛି । ୨୦୨୫ ଆରମ୍ଭରେ ଏହି ଶସ୍ତା 5G ଫୋନରେ ଅନେକ ଦମଦାର୍ ଫିଚର ଅଛି । ଏଥିରେ 120Hz ରିଫ୍ରେସ୍ ରେଟ୍ ସହିତ…