Latest Odisha News

BREAKING NEWS

Browsing Tag

Modi Government

ନିୟନ୍ତ୍ରଣ ବାହାରେ ମଣିପୁର, କାହିଁକି ରାଷ୍ଟ୍ରପତି ଶାସନ ଲାଗୁ କରୁ ନାହାନ୍ତି କେନ୍ଦ୍ର ସରକାର ?

ନୂଆଦିଲ୍ଲୀ: ମଣିପୁରରେ ମୈତଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସା ଭିତରେ ୨ ମହିଳାଙ୍କ ନଗ୍ନ ଛବି ଭାଇରାଲ୍ ହେବା ଭାରତକୁ ବିଶ୍ୱ ସ୍ତରରେ ନିନ୍ଦିତ କରିଛି । ଭିଡିଓ ଭାଇରାଲ୍ ପରେ ମଣିପୁରରେ ଉତ୍ତେଜନା ଚରମରେ ପହଞ୍ଚି ଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନି ନିଆ ଯାଉଥିବା କହି ଘଣ୍ଟ…

୨୦୨୪ ପୂର୍ବରୁ ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍, କେଉଁ କ୍ଷେତ୍ରକୁ ମିଳିବ ଲାଭ ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ଆସନ୍ତାକାଲି କେନ୍ଦ୍ରର ମୋଦି ସରକାର ସଂସଦରେ ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଯାହା ଉପରେ ଦେଶବାସୀଙ୍କ ନଜର ରହିଛି । ନିର୍ବାଚନ ବର୍ଷର ବଜେଟରୁ ଗରିବ ଓ ମଧ୍ୟବିତ୍ତ ଅନେକ ଆଶା ରଖିଛନ୍ତି । ଆଶା କରାଯାଉଛି ବଜେଟରେ ସାମାଜିକ ସୁରକ୍ଷା…

କୃଷକମାନଙ୍କୁ ରାଜନୀତିକୁ ଆସିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ସି ଆରଙ୍କ ଆହ୍ୱାନ

ଭୁବନେଶ୍ୱର : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଛନ୍ତି ୨୬ଟି ରାଜ୍ୟରୁ ଆସିଥିବା କୃଷକ ସଂଗଠନର ପ୍ରତିନିଧି  । ଗାଁ ରୁ ରାଷ୍ଟ୍ରୀୟସ୍ତର ପର୍ଯ୍ୟନ୍ତ କୃଷକ ମାନଙ୍କୁ ଏକଜୁଟ କରି ଭାରତୀୟ କୃଷକ ବଞ୍ଚାଅ ଆନ୍ଦୋଳନର ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ । ରବିବାର ଦିନ…

ଦ‌େଶର‌େ କିଭଳି ଥିଲା ସ୍ବାଧୀନତା ପରର ବଜେଟ୍, ମ‌ୋଦି ସରକାର ସମୟର‌େ କ’ଣ ଆସିଛି ପରିବର୍ତ୍ତନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ‌ ନିଜର ଐତିହାସିକ ନିଷ୍ପତ୍ତି ପାଇଁ ଚର୍ଚ୍ଚାର‌େ ରହିଥାନ୍ତି। ଖାଲି ଏତିକି ନୁହ‌େଁ ତାଙ୍କର ପ୍ରଖର ଦୃଷ୍ଟିକ‌ୋଣ ଦେଶର ସାଧାରଣ ବଜେଟ୍ ଉପର‌େ ମଧ୍ୟ ପ୍ରତିଫଳିତ ହ‌ୋଇଥାଏ। ଦେଶରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୨…

ଦେଶର ୧୦ ପ୍ରଭାବଶାଳୀ ପ୍ରଶାସକ ତାଲିକାରେ ୩ ଓଡ଼ିଆ

ନୂଆଦିଲ୍ଲୀ: ଚମକିଲେ ୩ ଓଡ଼ିଆ ଅଧିକାରୀ । ଇଣ୍ଡିଆ ଟୁଡେ ପ୍ରକାଶ କରିଥିବା ଦେଶର ଟପ୍ ଟେନ୍ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ରହିଛନ୍ତି ତିନି ଜଣ ଓଡ଼ିଆ। ଜାତୀୟ ରାଜନୀତିଠାରୁ ଆରମ୍ଭ କରି ପ୍ରଶାସନିକ ସେବା ଯାଏ ସବୁ କ୍ଷେତ୍ରରେ ବଢ଼ୁଛି ଓଡ଼ିଆଙ୍କ ପ୍ରଭାବ । ଇଣ୍ଡିଆ ଟୁଡେ ପକ୍ଷରୁ…

ଜିଡିପିକୁ ନେଇ ମୋଦି ସରକାରକୁ ଟାର୍ଗେଟ କଲେ ରାହୁଲ; କହିଲେ ପାକିସ୍ତାନ ଓ ଆଫଗାନିସ୍ତାନ ବି..

ନୂଆଦିଲ୍ଲୀ: ଭାରତର ଅର୍ଥବ୍ୟବସ୍ଥା ଓ ଜିଡିପି ଗ୍ରୋଥରେ ହ୍ରାସକୁ ନେଇ ଇଣ୍ଟରନ୍ୟାସନାଲ୍ ମନିଟାରୀ ଫଣ୍ଡ (ଆଇଏମଏଫ୍‌)ର ରିପୋର୍ଟ ଚିନ୍ତା ବଢାଇଛି । ଯାହାପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି । ସେ ଶୁକ୍ରବାର ଦିନ ଏକ ଟ୍ୱିଟ୍ କରି କହିଛନ୍ତି ଯେ…

କୋରୋନା କାଳରେ ଓଡ଼ିଶାକୁ କେତେ କେନ୍ଦ୍ରୀୟ ସହାୟତା ? ହିସାବ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଓଡ଼ିଶାକୁ ୨୨,୨୬୭.୬୬ କୋଟି ଟଙ୍କାର ପ୍ୟାକେଜ ଦିଆଯାଇଛି । ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ୩ କୋଟି ୧୭ ଲକ୍ଷ ହିତାଧିକାରୀଙ୍କୁ ୫ କେଜି ଲେଖାଏଁ ଚାଉଳ ଦିଆଯାଇଛି । ପିଏମ୍ କିଷାନ ଯୋଜନାରେ ୨୦.୩ ଲକ୍ଷ…