ଆମେରିକାରେ ମୋଦୀଙ୍କର ନିଆରା ଅନ୍ଦାଜ ଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟଚକିତ !
ହଷ୍ଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଟେକ୍ସାସ ରାଜ୍ୟର ହଷ୍ଟନ ସହରରେ ଆୟୋଜିତ ହାଉଡି ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପାଇଁ ସେଠାରେ ପହଞ୍ଚିଥିଲେ ।
ଭାରତର ପ୍ରଧାନମନ୍ତ୍ରୀ ଆମେରିକା ଭଳି ରାଷ୍ଟ୍ରରେ ଦେଶ ଉଦ୍ଦେଶ୍ୟରେ ଗୌରବ ଅର୍ଜନ କରିବାକୁ ଯାଉଥିବା ବେଳେ ଏମିତି…