Latest Odisha News

BREAKING NEWS

Browsing Tag

mukesh ambani

ବିଶ୍ୱ‌ ଧନୀ ତାଲିକାରେ ଷଷ୍ଠରୁ ନବମକୁ ଖସିଲେ ମୁକେଶ ଅମ୍ବାନି

ମୁମ୍ବାଇ: ସେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି। ଯାହା ଫଳରେ ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ବିଶ୍ୱ‌ ଧନୀ ତାଲିକାରେ ତିନି ପାହାଚ ତଳକୁ ଖସିଯାଇଛନ୍ତି। ମୁକେଶ ଅମ୍ବାନୀ ଗୋଟିଏ ଦିନରେ ୫୧,୧୦୦ କୋଟି ଟଙ୍କା ହରାଇଛନ୍ତି।…

ଫୋବର୍ସ ଧନୀ ତାଲିକାରେ ମୁକେଶ ଅମ୍ବାନି ପ୍ରଥମ

ନୂଆଦିଲ୍ଲୀ: ପ୍ରସିଦ୍ଧ ଫୋର୍ବସ୍‌ ମାଗାଜିନ୍‌ ପକ୍ଷରୁ ୨୦୨୦ ବର୍ଷର ଧନୀ ତାଲିକା ପ୍ରକାଶ ପାଇଛି। ରିଲାଏନ୍ସ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନି କ୍ରମାଗତ ଭାବେ ୧୩ ବର୍ଷ ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଅଦାନି ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଅଦାନି ଦ୍ୱିତୀୟ ସ୍ଥାନରେ ରହିଥିବା…

୨ଜି ସେବା ବନ୍ଦ କରି ଆଗକୁ ବଢିବା ନେଇ ଜରୁରୀକାଳୀନ ନୀତିଗତ ପଦକ୍ଷେପ ପାଇଁ ମୁକେଶ ଅମ୍ବାନିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଦୀର୍ଘ ୨୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ୨ଜି ମୋବାଇଲ୍ ସେବାକୁ ବନ୍ଦ କରି ଆଗକୁ ବଢିବା ସହିତ ତାହାକୁ ଇତିହାସ ପୃଷ୍ଠାରେ ସ୍ଥାନ ଦେବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମୁକେଶ ଅମ୍ବାନି ଆହ୍ୱାନ ଦେଇଛନ୍ତି । ଆଜିକୁ ୨୫ ବର୍ଷ ପୂର୍ବେ ଭାରତରେ…

ଜିଓ ଟିଭି+: ଜିଓର ନୂଆ ପ୍ଲାଟଫର୍ମ ଘୋଷଣା, ଏକାଥରେ ୧୨ଟି ଓଟିଟି ଆପ୍ସ ମଜା ନେଇପାରିବେ, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ସବୁବେଳେ ଜିଓ କିଛିନା କିଛି ନୂଆନୂଆ ଜିନିଷ ଘୋଷଣା କରିଥାଏ | ଏଥର ମଧ୍ୟ ୪୩ତମ ଏଜିଏମ୍ ରେ ଜିଓ ସେଟଟପ୍ ବକ୍ସ ବ୍ୟବହାରକାରୀଙ୍କ ପାଇଁ ରିଲାଏନ୍ସ ଜିଓ ନୂତନ ପ୍ଲାଟଫର୍ମ ଜିଓ ଟିଭି+ ଘୋଷଣା କରିଛି | ଜିଓ ଟିଭି ପ୍ଲସ୍ ମାଧ୍ୟମରେ, ଜିଓ ସେଟଟପ୍ ବକ୍ସର ଉପଭୋକ୍ତାମାନେ ଥରେ ଲଗଇନ୍…

ଜିଓ ଗ୍ଲାସ୍ ଲଞ୍ଚ , ସ୍ମାର୍ଟ ଚଷମା ସହିତ କରିପାରିବେ ଭିଡିଓ କଲିଂ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୩ ତମ ଏଜିଏମ୍ (ବାର୍ଷିକ ସାଧାରଣ ସଭା) ରେ ରିଲାଏନ୍ସ ଜିଓ 'ଜିଓ ଗ୍ଲାସ୍'ର ଶୁଭାରମ୍ଭ ଘୋଷଣା କରିଛି। ଜିଓ ଗ୍ଲାସ୍ ହେଉଛି ଏକ ସ୍ମାର୍ଟ ଗ୍ଲାସ୍ ଯାହା ସାହାଯ୍ୟରେ ଭିଡିଓ କଲିଂ କରାଯାଇପାରିବ | ଜିଓ ଗ୍ଲାସରେ ଭର୍ଚୁଆଲ୍ ଆସିଷ୍ଟାଣ୍ଟ ମଧ୍ୟ ସମର୍ଥିତ |…

ଅମ୍ବାନୀ ୫ଜି ଟେକ୍ନୋଲୋଜି ପ୍ରସ୍ତୁତି କରିବାକୁ ଘୋଷଣା, ଗୁଗୁଲ ରିଲାଏନ୍ସ ଜିଓରେ ୩୩,୭୩୭ କୋଟି ଟଙ୍କା ବିନିଯୋଗ କରିଛି

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ର ୪୩ ତମ ସାଧାରଣ ସଭାରେ ମୁକେଶ ଅମ୍ବାନୀ ଜିଓଙ୍କ ତରଫରୁ ୫ଜି ଟେକ୍ନୋଲୋଜି ପ୍ରସ୍ତୁତି ଘୋଷଣା କରିଛନ୍ତି। ଗ୍ରୁପର ଚେୟାରମ୍ୟାନ କହିଛନ୍ତି ଯେ ରିଲାଏନ୍ସ ଜିଓ ୫ଜି ଟେକ୍ନୋଲୋଜି ଡିଜାଇନ୍ ପ୍ରସ୍ତୁତ କରିଛି। ଏହି ଟେକ୍ନୋଲୋଜିକୁ ସଂପୂର୍ଣ୍ଣ…

ବିଶ୍ୱର ଶ୍ରେଷ୍ଠ ୧୦ଜଣ ଧନୀକ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନିତ ହେଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯିଏକି ୬୪.୫ ମିଲିୟନ ଡଲାର୍ ରାଶିର ମାଲିକ ଏବେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନୀକ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ସାରା ଏସିଆରୁ ମୁକେଶ ଏକମାତ୍ର ବ୍ୟକ୍ତି ଭାବେ ଏହି ଗୌରବ ଅର୍ଜନ କରିଥିବା ନେଇ ବ୍ଲୁମବର୍ଗ…

ବିଶ୍ୱର ୧୧ତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ

ମୁମ୍ବାଇ: ମୁକେଶ ଅମ୍ବାନୀ ବିଶ୍ୱରେ ୧୧ ତମ ଧନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନି ବିଶ୍ୱର ୧୧ତମ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି । ତାଙ୍କର ମୋଟ ସଂପତ୍ତିର ପରିମାଣ ପ୍ରଥମ ଥର ପାଇଁ ୬୦ ବିଲିୟନ ଡଲାର ଟପିଯାଇଛି । ବ୍ଲୁମ୍ବର୍ଗ ବିଲିୟନେର ଇଣ୍ଡେକ୍ସ ଅନୁସାରେ ମୁକେଶଙ୍କ…