Latest Odisha News

BREAKING NEWS

Browsing Tag

Mumbai Cruise Drugs Case

ସମୀର ଓ୍ୱାଙ୍ଖଡେଙ୍କୁ ଆଜି ଜେରା କରିବ ଏନସିବିର ୫ ଜଣିଆ ଟିମ୍

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅକୁ ଗିରଫ କରିବା ପରେ ବିବାଦ ଘେରକୁ ଆସିଛନ୍ତି ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେ । ତାଙ୍କ ବିରୋଧରେ ଅଭିଯୋଗର ତାଲିକା ଲମ୍ବିବାରେ ଲାଗିଛି । ସମୀର ଓ୍ୱାଙ୍ଖଡେଙ୍କୁ ଟାର୍ଗେଟ କରୁଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ତଥା…

ଆର୍ୟନଙ୍କ ବେଲ୍ ପାଇଁ ବମ୍ବେ ହାଇକୋର୍ଟରେ ଲଢ଼ିବେ ମୁକୁଲ ରୋହତଗୀ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଜୁନିଅର କିଙ୍ଗ ଖାନଙ୍କୁ ଆଜି ବେଲ୍ ମିଳିବ କି ? ବମ୍ବେ ହାଇକୋର୍ଟ ଆର୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି କରିବେ । କୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଆଜି ତାଙ୍କ ପାଇଁ କୋର୍ଟରେ ଠିଆ ହେବେ ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ୍…

ଆର୍ୟନଙ୍କୁ ବେଲ୍ ନା ଜେଲ: ଆଜି ଆସିବ ରାୟ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଗିରଫ ଜୁନିଅର କିଙ୍ଗ ଖାନଙ୍କୁ ବେଲ୍ ନା ଜେଲ୍ ? ମନ୍ନତ ଫେରିବେ ଆର୍ୟନ ନା ଆର୍ଥର ରୋଡ୍ ଜେଲରେ ତାଙ୍କୁ ରହିବାକୁ ପଡ଼ିବ ? ଆଜି ଆସିବ ରାୟ । ଶହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନର ଆଜି ରାୟ ଶୁଣାଇବେ ମୁମ୍ବାଇର ସ୍ପେଶାଲ୍ ଏନଡିପିଏସ୍ କୋର୍ଟ ।…

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା: NCB ସାକ୍ଷୀ ନାଁରେ ପୁଣେ ପୋଲିସର ଲୁକଆଉଟ୍ ନୋଟିସ୍

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଏନସିବିର ସାକ୍ଷୀ ନାଁରେ ଲୁକଆଉଟ୍ ନୋଟିସ୍ । ପୁଣେ ସିଟି ପୋଲିସ ସାକ୍ଷୀ କେ.ପି. ଗୋସାବୀଙ୍କ ନାଁରେ ନୋଟିସ୍ ଜାରି କରିଛି । ତାଙ୍କୁ ଡ୍ରଗ୍ସ କେସ୍ ମାମଲାରେ ସାକ୍ଷୀ କରିଛି ଏନସିବି । ଶାହାରୁଖ ଖାନଙ୍କ ପୁଅ ଗିରଫ ହେବା ଦିନ ଆର୍ୟନଙ୍କ ସହ ସେଲଫି ନେଇ…

ଆର୍ୟନ ଖାନଙ୍କୁ ମିଳିବ କି ବେଲ୍ ? ଆଜି ସେସନ୍ସ କୋର୍ଟରେ ଶୁଣାଣି

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନ ଖାନଙ୍କୁ ଜାମିନ ମିଳିବ କି ନାହିଁ ? ଆଜି ମୁମ୍ବାଇ ସେସନ୍ସ କୋର୍ଟରେ ତାଙ୍କର ବେଲ୍ ଆବେଦନର ଶୁଣାଣି ହେବ । ସ୍ୱତନ୍ତ୍ର NDPS କୋର୍ଟ ବେଲ୍ ପିଟିସନର ଶୁଣାଣି କରିବେ । ମୁମ୍ୱାଇ ମେଟ୍ରୋପଲିଟାନ୍ କୋର୍ଟରୁ ନିରାଶ ହୋଇଥିଲେ ଆର୍ୟନ୍ ।…

ଆର୍ୟନଙ୍କୁ ଜେଲ୍ ନା ବେଲ୍ ? ଆଜି ଆସିବ ଫୈସଲା

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଗିରଫ ଜୁନିଅର କିଙ୍ଗ ଖାନଙ୍କର କଣ ହେବ ? ଜେଲ୍ ଯିବେ ନା ବେଲରେ ମନ୍ନତ ଫେରିବେ ? ଆର୍ୟନ ଖାନଙ୍କ ଜାମିନ ଆବେଦନର ଆଜି ଶୁଣାଣି ରହିଛି । ଦିନ ୧୧ଟାରେ ଉଭୟ ପକ୍ଷ ନିଜ ନିଜ ଦସ୍ତାବିତ ଉପସ୍ଥାପନ କରିବେ । ଏହାପରେ ଜାମିନ ଆବେଦନ ଉପରେ ରାୟ ପ୍ରକାଶ କରିବେ…

ପୁଅ ଆର୍ୟନ ସହ ୨ ମିନିଟ କଥା ହେଲେ ଶାହାରୁଖ

ମୁମ୍ବାଇ: ଜାହାଜରେ ରେଭ୍ ପାର୍ଟି ଓ ଡ୍ରଗ୍ସ ମାମଲାରେ ଗିରଫ ହୋଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନ୍ । ତାଙ୍କୁ ଆଜି ଯାଏ ହେପାଜତରେ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ । ଆଜି ପୁଅ ସହ କଥା ହୋଇଛନ୍ତି ଶାହାରୁଖ ଖାନ୍ । ଆର୍ୟନ ସହ ସେ ଦୁଇ ମିନିଟ କଥା ହୋଇଥିବା ସୂଚନା ମିଳିଛି…

ଜାହାଜରେ ଡ୍ରଗ୍ସ ପାର୍ଟି: ଶାହାରୁଖଙ୍କ ପୁଅ ଆର୍ୟନକୁ ଏନସିବିର ପଚରାଉଚରା

ମୁମ୍ବାଇ: ଜାହାଜରେ ଡ୍ରଗ୍ସ ପାର୍ଟି । ଅଚାନକ ଚଢ଼ାଉ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଟିମ୍ । ମୁମ୍ବାଇରେ ଏକ ଜାହାଜରେ ଏହି ଡ୍ରଗ୍ମ ପାର୍ଟି ଚାଲିଥିଲା । ଏହି ଘଟଣାରେ ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ନାଁ ସାମନାକୁ ଆସିଛି । ତାଙ୍କୁ ପଚରାଉଚରା କରୁଛି…