Latest Odisha News

BREAKING NEWS

Browsing Tag

Murder Case

ହତ୍ୟାର ୭ ବର୍ଷ ପରେ ଜୀବିତ ଫେରିଲେ ମହିଳା, ସଜ୍ଜା କାଟିଲେ୨ ନିର୍ଦୋଷ  

ରାଜସ୍ଥାନ : ହତ୍ୟାର ସାତବର୍ଷ ପରେ ଜୀବିତ ଅବସ୍ଥାରେ ପୋଲିସକୁ ମିଳିଲେ ମହିଳା । ଜେଲ୍‌ରେ ସଜ୍ଜା କାଟିଲେ ୨ନିର୍ଦୋଷ । ଏଭଳି ଆଶ୍ଚର୍ଯ୍ୟକର ଘଟଣା ରାଜସ୍ଥାନର ଦୌସା ଅଞ୍ଚଳରେ ଘଟିଛି  । ସୂଚନା ଅନୁଯାୟୀ, ଜଣେ ମହିଳାଙ୍କ ହତ୍ୟା ଘଟଣା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା  । ଏହି ଘଟଣାରେ…

ବନ୍ଦ ଘରୁ ୪ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ମାମଲା ରୁଜୁ କଲା ପୋଲିସ

ବରଗଡ଼: ବନ୍ଦ ଘର ଭିତରୁ ସନ୍ଦେହଜନକ ଭାବେ ୪ ଜଣଙ୍କ ମୃତଦେହ ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭେଡେନ ଥାନା ଜାମଡୋଲ ଗାଁ କନ୍ଦପଡ଼ାରେ । ସ୍ଥାନୀୟ ପୋଲିସ ସହ ବରଗଡ଼ ଏସପି ଘଟଣାସ୍ଥଳ ପରିଦର୍ଶନ କରିବା ସହ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।…

ମୋବାଇଲରେ ପ୍ରେମରୁ ମର୍ଡର, ପଥରରେ ଛେଚି ପ୍ରେମିକାକୁ ହତ୍ୟା କଲା ପ୍ରେମିକ

ଜି.ଉଦୟଗିରି: ମୋବାଇଲରୁ ପ୍ରେମ, ତା'ପରେ ଦୁଷ୍କର୍ମ କରି ହତ୍ୟା । ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟା ମାମଲାରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୋଲିସକୁ ସଫଳତା ମିଳିଛି । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ପଙ୍କଜ ଦିଗାଲ ପୂର୍ବରୁ ସ୍ତ୍ରୀକୁ ହତ୍ୟା…

ତିନି ଶିଶୁଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଲା ବାପା

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନାର କମଣ୍ଡ ନିକଟ କୁଲାମୁଣ୍ଡା ସାହିରେ ଅଭାବନୀୟ ଘଟଣା।  ମଦ ଉଜାଡିଦେଇଛି ସଂସାର ।  ନିଜର ତିନି ନିଷ୍ପାପ ଶିଶୁକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଛି ବାପା।  ଗତକାଲି ପାଣ୍ଡୁ ମୁଣ୍ଡା ମଦ ପିଇ ରାତିରେ ଘରକୁ ଫେରିବା ପରେ ନିଜ ସ୍ତ୍ରୀ ଧୁବଲି…

ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ: ଟେଣ୍ଟ ମାଲିକଙ୍କୁ ହତ୍ୟା

ଗୋପ: ଗୋପ ଥାନା ବାଲିକନ୍ଦଳ ଗାଁରେ ହତ୍ୟା ।  ଗତକାଲି ରାତିରେ ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ ଘଟିଥିଲା। ଟେଣ୍ଟ ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଣେ ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ପିପିଲି- କୋଣାର୍କ ରାସ୍ତାର ବେଗୁନିଆ…

ହତ୍ୟାକାରୀ ବଡ଼ଭାଇ: ସାନ ଭାଇକୁ ତଣ୍ଟି ଚିପି ମାରିଲା

ବଲାଙ୍ଗିର: ରକ୍ତ ସମ୍ପର୍କରେ ରକ୍ତର ଛିଟା । ସାନ ଭାଇକୁ ତଣ୍ଟି ଚିପି ହତ୍ୟା କଲା ବଡ଼ ଭାଇ । ସାନ ଭାଇ ମଦ ପିଇ ଗାଳିଗୁଳଜ କରିବାରୁ ହତ୍ୟା କରିଛି ବଡ଼ ଭାଇ । ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚମାରପଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଯୋଶେଫ ରୋହିଦା । ଏହି ଘଟଣାରେ…

[ଭିଡ଼ିଓ] ଚିତ୍ତ ହତ୍ୟା ଘଟଣାର ନୂଆ ମୋଡ଼: ନ୍ୟାୟ ଅପେକ୍ଷାରେ ପରିବାର

ପୁରୀ: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା । ଏବେ ଏହି ଘଟଣା ନୂଆ ମୋଡ ନେଇଛି । କାଲି ପରିବାର ଲୋକେ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମାଙ୍କ ନାଁରେ ଅଭିଯୋଗ ଆଣିଥିଲେ ଆଉ ଆଜି କିଛି ଅଲଗା । ଚିତ୍ତଙ୍କ ହତ୍ୟାରେ ତାଙ୍କ ବନ୍ଧୁଙ୍କ ହାତ ରହିଥିବା ଜଣାଇ ପୁରୀ…

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଘଟଣାରେ ୬ଗିରଫ

ବ୍ରହ୍ମପୁର : ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ଘଟଣା । ଏହି ମାମଲାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ୩ଟି ଖଣ୍ଡା ଜବତ କରାଯାଇଛି । ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଫାଣି ଫ୍ୟାକ୍ଟ୍ରି ନିକଟରେ ଗତ ୫ତାରିଖରେ ଅନନ୍ତେଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଦୁର୍ବୃତ୍ତ ଅତି…

[ଭିଡ଼ିଓ ] ଗୁଣି ସନ୍ଦେହରେ ହତ୍ୟା ମାମଲା, ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ରାୟଗଡା : ରାୟଗଡ଼ାରେ ଗୁଣିଆ ସନ୍ଦେହରେ ହତ୍ୟା ମାମଲା । ଗୁଣି ଗାରେଡି ସନ୍ଦେହ କରି ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତି ନେଇ ୯ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଦୌରାଜଜ୍ । ଏବେ ବି ସେହି ୯ଜଣଙ୍କର ଫାଶୀ ଦଣ୍ଡାଦେଶ କାଏମ ରହିଛି। ରାୟଗଡା…

ବଧୂହତ୍ୟା ମାମଲା: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ବଧୂହତ୍ୟା ମାମଲାରେ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ । ବଧୂହତ୍ୟା ମାମଲାରେ ମୃତକଙ୍କ ସ୍ୱାମୀ, ଶ୍ୱଶୁର, ଦିଅର ଓ ଶାଶୁଙ୍କୁ ଯାଜପୁର ମାନ୍ୟବର ଜିଲ୍ଲା ଦେରାଜଜ୍‌ ଶ୍ରୀକାନ୍ତ ମିଶ୍ର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମାହାଙ୍ଗା ଥାନା ମଣ୍ଡା ଗ୍ରାମର ବାବାଜୀ ପଣ୍ଡାଙ୍କ ଝିଅ…