Latest Odisha News

BREAKING NEWS

Browsing Tag

mysterious disease

ଅଜଣା ରୋଗରେ ୬ ମୃତ ୮୦ରୁ ଅଧିକ ଆକ୍ରାନ୍ତ

ମଥୁରା: ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗତ ଏକ ସପ୍ତାହ ମଧ୍ୟରେ ମଥୁରାର କୋନ୍ ଗ୍ରାମରେ ୬ ଜଣଙ୍କ ଜୀବନ ଗଲାଣି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ଜଣାପଡ଼ିଛି। IANS ର ଏକ ରିପୋର୍ଟ ଅନୁଯାୟୀ, ମଥୁରା, ଆଗ୍ରା ଏବଂ ରାଜସ୍ଥାନର ଭରତପୁରର ବିଭିନ୍ନ ଡାକ୍ତରଖାନାରେ ଅଜଣା ରୋଗରେ ଆକ୍ରାନ୍ତ…

ରହସ୍ୟମୟ ରୋଗ କବଳରେ ଆନ୍ଧ୍ରପ୍ରଦେଶ

ହାଇଦ୍ରାବାଦ: ତେଲୁଗୁ ରାଜ୍ୟରେ ଆତଙ୍କ ଖେଳାଇଛି ଅଜଣା ରୋଗ । ଏଲୁରୁ ସହରରେ ୪୦୦ଜଣ ଏକ ରହସ୍ୟମୟ ରୋଗ କବଳରେ ପଡିଛନ୍ତି । ସେଥିମଧ୍ୟରୁ ୧୫୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ରୋଗ ପଛରେ ପ୍ରକୃତ କାରଣ ଜଣାପଡିନଥଲାବେଳେ ଗତ ଶନିବାର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ…

ରହସ୍ୟମୟ ରୋଗ କବଳରେ ଆଫ୍ରିକୀୟ ଦେଶ !

ସେନେଗାଲ୍‌: ପଶ୍ଚିମ ଆଫ୍ରିକାରେ ଥିବା ସେନେଗାଲ୍ ଦେଶରେ ଆତଙ୍କ ଖେଳାଇଛି ଏକ ରହସ୍ୟମୟ ରୋଗ । ଏହି ରୋଗର ପୀଡିତ ବ୍ୟକ୍ତିମାନେ ଦେହ କୁଣ୍ଡାଇ ହେବା, ଘୋଳାବିନ୍ଧା ଓ ଖାସ କରି ଆଖି ଲାଲ୍ ଦେଖାଯିବା ନେଇ ଖୁଲାସା କରିଛନ୍ତି । ଦେଶର ୫୦୦ରୁ ଅଧିକ ଧୀବର ଏହି ରହସ୍ୟମୟ ରୋଗରେ ପୀଡିତ ଥିବା ସୂଚନା…