Latest Odisha News
Browsing Tag

Naba Das

ତାରା କହିଲେ ନବ ଦାସଙ୍କୁ ଯିଏ ମାରିଛି ତା’କୁ ଫାଶୀ ହେଉ…

କୋରାପୁଟ: ନବ ଦାସଙ୍କ ହତ୍ୟାକାରୀକୁ ଫାଶୀ ଦିଆଯାଉ । ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ନ ଉଠୁ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସ୍ଆଇ ଗୁଳି କରି ହତ୍ୟା କରିବା । କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ ରାଜନୈତିକ ବୟାନ ବାଜି ଥମୁନି । ପୋଲିସ ଉପରେ ପ୍ରଶ୍ନ ଉଠାଇ ଶାସକ, ବିରୋଧୀ…

ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ବର୍ଷିଲେ ଧର୍ମେନ୍ଦ୍ର, ଗୃହମନ୍ତ୍ରୀ ନିରବ କାହିଁକି ?

ଭୁବନେଶ୍ୱର: ରାଜନୀତିରେ ହିଂସାର ସ୍ଥାନ ନାହିଁ । କିନ୍ତୁ ଜାନୁଆରୀ ୨୯ ଘଟଣା ଓଡ଼ିଶାବାସୀଙ୍କୁ ହତବାକ୍ କରି ଦେଇଛି । ଜଣେ ପୋଲିସ ଅଧିକାରୀ ସରକାରୀ ବନ୍ଧୁକରେ ମନ୍ତ୍ରୀଙ୍କୁ ହତ୍ୟା କରିବା । ହତ୍ୟାର ସପ୍ତାହକ ପରେ ଡିଜିପି କହିବେ ଜଗନ୍ନାଥ ହିଁ ଭରସା । ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି…

ଘାଣ୍ଟୁଛି କ୍ରାଇମବ୍ରାଞ୍ଚ, ଗାନ୍ଧୀ ଛକ ଫାଣ୍ଡିରେ ଥିବା ପୁରୁଣା କାରରୁ ମିଳିଲା ଡାଏରୀ

ଝାରସୁଗୁଡ଼ା: ଗୋପାଳକୁ ନେଇ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଖୋଳାତାଡ଼ ଜାରି ରଖିଛି । ଆଜି ଗୋପାଳ ଦାସର ଘରେ ଯାଞ୍ଚ ପରେ କ୍ରାଇମବ୍ରାଞ୍ଚ ଗାନ୍ଧୀ ଛକ ଫାଣ୍ଡିରେ ପହଞ୍ଚିଥିଲା । ଫାଣ୍ଡିରେ ଯାଞ୍ଚ…

ବିଶ୍ୱାସ ନଥିବା କହି PSO ଫେରାଇଲେ ଜୟ ନାରାୟଣ, ବିଜେଡି କଲା ତାତ୍ସଲ୍ୟ

ଭୁବନେଶ୍ୱର: ASIଙ୍କ ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ସରକାର ଯୋଗାଇଥିବା ପିଏସଓ (ବ୍ୟକ୍ତିଗତ ସୁରକ୍ଷା କର୍ମୀ)ଙ୍କୁ ନେଇ ବିରୋଧୀ ଦଳ ନେତା ପ୍ରଶ୍ନ ଉଠାଇଛନ୍ତି । ଖାଲି ପ୍ରଶ୍ନ ଉଠାଇ ନାହାନ୍ତି, ଆବଶ୍ୟକତା ନଥିବା କହି ସରକାର ଯୋଗାଇ ଦେଇଥିବା ପିଏସଓଙ୍କୁ ଫେରାଇ…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ଡିଜିପି କହିଲେ ‘ଟିକେ ସମୟ ଲାଗିବ’

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ୬ ଦିନ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି । ଡିଜିପି ସୁନୀଲ ବଂଶଲ କହିଛନ୍ତି, ଘଟଣା ପରେ ତତକ୍ଷଣାତ୍ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସେଠି କ୍ୟାମ୍ପ କରି ତଦନ୍ତ…

ଖଣ୍ଡ ଖଣ୍ଡ କାଗଜ ଖୋଲିବ ଗୋପାଳ ଗୁଳିର ଗୁମର ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କଲା ଗୋପାଳ ? ଗୁଳି ପଛର କାରଣ ବ୍ୟକ୍ତିଗତ ଶତ୍ରୁତା ନା ଆଉ କିଛି ? ନବଙ୍କୁ ମାରିବା ଲାଗି ଗୋପାଳଙ୍କୁ କିଏ ଦେଇଥିଲା କି ସୁପାରି ? ନା ପ୍ରକୃତରେ ଗୋପାଳ ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଭିଆଇଛନ୍ତି । ଯଦି ହଁ ସେ…

ଗୋପାଳର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟ ନାରାୟଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । ଏବେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଛାନଭିନ୍ କରୁଛି । ବୁଧବାର ଝାରସୁଗୁଡ଼ା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କି ଭାଙ୍ଗି କ୍ରାଇମବ୍ରାଞ୍ଚ ଅଧିକାରୀ ଗୋପାଳର ହାତ ଲେଖା ଟୁକୁଡ଼ା…

ନବଙ୍କ ଚାପୁଡ଼ାର ଜବାବ ଗୁଳିରେ ଦେଲେ କି ଗୋପାଳ ?

ବ୍ରହ୍ମପୁର: ଗୋପାଳ କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲେ ? ପ୍ରକୃତରେ ମାନସିକ ଭାରସାମ୍ୟ ହରାଇ ଗୋପଳା ଏଭଳି କରିଛନ୍ତି କି ? ନା ଏହା ପଛରେ ରହିଛି କିଛି ଭିନ୍ନ କାରଣ ? କିଛି ବଡ଼ ଷଡ଼ଯନ୍ତ୍ରର ଅଂଶ ନୁହଁନ୍ତି ତ ଗୋପାଳ ? ଏନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ଗୁମର…

ମନ୍ତ୍ରୀଙ୍କୁ ASIଙ୍କ ହତ୍ୟା ପରେ ବଦଳିଲେ ଏସପି ଓ ଏସଡିପିଓ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ASI ହତ୍ୟା କରିବା ମାମଲାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ଝାରସୁଗୁଡ଼ା ଏସପିଙ୍କ ସହ ବ୍ରଜରାଜନଗର ଏସଡିପିଓ । ଝାରସୁଗୁଡ଼ା ଏସପି ରାହୁଲ ଜୈନ୍ ଓ ବ୍ରଜରାଜନଗର ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।…

ପଞ୍ଚାନନଙ୍କ ପ୍ରଶ୍ନ: ନବ ଦାସଙ୍କ ହତ୍ୟା ପାଇଁ ଗୋପାଳ ଦାସଙ୍କୁ ଅନ୍ୟ କେହି ବ୍ୟବହାର କରିନି ତ ?

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ବର୍ଷିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଗୋପାଳ ଦାସଙ୍କ ପରି ଜଣେ ପୋଲିସ ଅଧିକାରୀ କିପରି ତାଙ୍କୁ ଏତେ ନିକଟରୁ ଗୁଳି କରି ହତ୍ୟା କଲେ ? ହତ୍ୟା ଘଟଣା ପରେ ଗୋପାଳ ଦାସଙ୍କୁ ମାନସିକ ରୋଗୀ ବୋଲି…