Latest Odisha News

BREAKING NEWS

Browsing Tag

Nandankanan zoo

ଆଜିଠୁ ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ସମୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏକ ସୁନ୍ଦର ପ୍ରାକୃତିକ ସ୍ଥାନ ଭାବେ ଖୁବ୍ ପରିଚିତ। ଏବେ ଏହି ପ୍ରାଣୀ ଉଦ୍ୟାନ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଆଜିଠାରୁ ସକାଳ ୭ଟା. ୩୦ମି.ରୁ ଅପରାହ୍ନ ୫ଟା.…

ନନ୍ଦନକାନନରେ ଆରମ୍ଭ ହେଲା ଟଏ୍ ଟ୍ରେନ୍ ସେବା

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକ ମାନଙ୍କ ଲାଗି ଟଏ୍ ଟ୍ରେନ୍ ସେବା ପୁନଃ ଆରମ୍ଭ ହୋଇଛି। ଯାହା ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷଣ ପାଲଟିଛି। ଟଏ୍ ଟ୍ରେନ୍ ସେବା ପାଇଁ ୮୦ ଟଙ୍କା ଟିକେଟ୍ ରହିଛି। ଏହି ପ୍ରାଣୀ ଉଦ୍ୟାନରେ ୬ଟି ଖେଳନା ଟ୍ରେନ୍ ଅଛି ଯାହା ପର୍ଯ୍ୟଟକ…

ନନ୍ଦନକାନନର ଦୁଇ ବାଘଛୁଆ ଅସୁସ୍ଥ, ଚେନ୍ନାଇ ବିଶେଷଜ୍ଞଙ୍କ ସହାୟତା ଲୋଡିଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର: ନନ୍ଦକାନନ ପ୍ରାଣୀ ଉଦ୍ୟାନରେ ଥିବା ବାଘ ଛୁଆ ଲବ ଓ କୁଶଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିବାରୁ କର୍ତ୍ତୃପକ୍ଷ ଚେନ୍ନାଇ ପ୍ରାଣୀ ଉଦ୍ୟାନ ଏବଂ ଭାରତୀୟ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନର ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି। ଜାନୁଆରୀ ୨୬ ତାରିଖରୁ ଲବର ଛୋଟେଇ ଛୋଟେଇ…

ଘରେ ବସି ବୁଲି ପାରିବେ ନନ୍ଦନକାନନ

ଭୁବନେଶ୍ୱର: ଏଣିକି ଘରେ ବସି ଦେଖିହେବ ନନ୍ଦନକାନନ । ଅନ୍‌ଲାଇନ୍‌ରେ ଘରେ ରହି ସମସ୍ତ ଜୀବଜନ୍ତୁଙ୍କୁ ଦେଖିପାରିବେ ଲୋକ । ମହାମାରୀ କରୋନା ଯୋଗୁଁ ଦୂରଦୂରାନ୍ତରୁ ନନ୍ଦନକାନନ ଆସି ପାରୁନଥିବା ପର୍ଯ୍ୟଟକଙ୍କ ପାଇଁ ନୂଆ ୱେବ୍‌ସାଇଟ ଲଂଚ ହୋଇଛି । ଏଥିରେ ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କ…

ଆଜିଠୁ ପର୍ଯ୍ୟଟକ ବୁଲିବେ ନନ୍ଦନକାନନ, ସାତ ମାସ ପରେ ଖୋଲିବ

ଭୁବନେଶ୍ୱର: ଆଜିଠୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । କରୋନା ଯୋଗୁ ସାତ ମାସ ବନ୍ଦ ରହିବା ପରେ ଖୋଲିବ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ । ଏବେ କୋଭିଡ୍ କଟକଣା ଭିତରେ ଖୋଲିବ । ଦୈନିକ ୧୫୦୦ ପର୍ଯ୍ୟଟକ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ବୁଲିବାକୁ ଅନୁମତି ମିଳିବ । ନନ୍ଦନକାନନ ମଧ୍ୟକୁ…

ଆଖି ବୁଜିଲା ନନ୍ଦନକାନନର ‘ସୁପ୍ରିୟା’

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକ ସିଂହୀର ମୃତ୍ୟୁ ହୋଇଛି। ଏହି ସିଂହୀର ନାମ ଥିଲା ସୁପ୍ରିୟା । ମୃତ୍ୟୁ ବେଳକୁ ତାର ବୟସ ୧୫ ବର୍ଷ ହୋଇଥିଲା। ସୁପ୍ରିୟା ଗତ କିଛିଦିନ ଧରି ଅସୁସ୍ଥ ଥିଲା । ଗତ ଅଗଷ୍ଟ ୨୮ରେ ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ…