Latest Odisha News

BREAKING NEWS

Browsing Tag

nandankanan zoological park

ନନ୍ଦନକାନନରେ ଧଳା ବାଘ ‘ଶୁଭ୍ରାଂଶୁ’ ଅସୁସ୍ଥ

ଭୁବନେଶ୍ୱର: ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ କିଛି ଦିନ ଧରି ଏକ ଧଳା ବାଘ ‘ଶୁଭ୍ରାଂଶୁ’ ଅସୁସ୍ଥ ଅଛି । ବର୍ତ୍ତମାନ ସମୟରେ ତା’ର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ନେଇ ପ୍ରାଣୀ ଉଦ୍ୟାନ ସୁତ୍ରରୁ ପ୍ରକାଶ। ଗତ ୨୦୧୪ ମସିହାରେ ଜନ୍ମଗ୍ରହଣ କରିଥିବା…

ନନ୍ଦନକାନନରେ ନୀଳଗିରି ଲାଙ୍ଗୁର ଶାବକର ମୃତ୍ୟୁ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୁଇ ଦିନ ପୂର୍ବରୁ ଏକ ବାଘୁଣୀ ପ୍ରିୟଙ୍କାର ମୃତ୍ୟୁ ହେବାପରେ ବୁଧବାର ଦିନ ଗୋଟିଏ ଛୋଟ ଲାଙ୍ଗୁର ଶାବକର ମଧ୍ୟ ମୃତ୍ୟୁ ହୋଇଛି । ତେବେ ଏଯାବତ୍ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ । ଚଳିତ ମେ’ ମାସ ୩୧ ତାରିଖରେ ଏହି ଲାଙ୍ଗୁର ଶାବକର…

ନନ୍ଦନକାନନରେ ପାଳିତ ହେଲା ‘ବିଶ୍ୱ ହାତୀ ଦିବସ’

ଭୁବନେଶ୍ୱର: ସାରା ବିଶ୍ୱରେ ସୋମବାର ଦିନ ‘ବିଶ୍ୱ ବ୍ୟାପୀ ହାତୀ ଦିବସ’ ପାଳନ କରାଯାଉଥିବା ବେଳେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଧ୍ୟ ଏହି ଦିନ ବଡ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଛି । ଏହି ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର…

ବଂଶ ବିସ୍ତାର ପାଇଁ ମହାନଦୀ ଯିବେ ନନ୍ଦନକାନନର ଘଡ଼ିଆଳ କୁମ୍ଭୀର

ଭୁବନେଶ୍ୱର: ବନବିଭାଗ ସୋମବାର ଦିନ ନନ୍ଦନକାନନର ୫ଟି ମାଛ ଖାଉଥିବା ଘଡ଼ିଆଳ କୁମ୍ଭୀରଙ୍କୁ ସାତକୋଶିଆ, ଟିକରପଡା ଏବଂ ସୁନଖଣିଆ ଦେଇ ବହୁଥିବା ମହାନଦୀର ଉପରମୁଣ୍ଡାରେ ଛାଡିଛି । ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ବନ ସରଂକ୍ଷଣ ଅଧିକାରୀ (ପିସିସିଏଫ) ଅଜୟ ମହାପାତ୍ର କହିଛନ୍ତି ସମସ୍ତ ୫ଟି…

ନନ୍ଦନକାନନରେ ଅସୁସ୍ଥ ନୀଳଗାଈର ମୃତ୍ୟୁ

ଭୁବନେଶ୍ୱର : ସହରର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ଦିନ ଏକ ୧୨ ବର୍ଷୀୟ ମାଈ ନୀଳଗାଈର ମୃତ୍ୟୁ ଘଟିଛି । କିଛି ଦିନ ପୂର୍ବରୁ ଏହି ନୀଳଗାଈ କୌଣସି କାରଣରୁ ଅସୁସ୍ଥ ହୋଇ ଚିଡିଆଖାନା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲା । ତେବେ ଦୁର୍ଭାଗ୍ୟବଶତଃ ଚିକିତ୍ସାଧିନ…

ନନ୍ଦନକାନନ ପ୍ରାଣୀଉଦ୍ୟାନ: ସାଥୀହରାଙ୍କ ଲାଗି ଆସିବେ ୬ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସୁଛନ୍ତି ଛଅଟି ନୂଆ ସଦସ୍ୟ । ଯେଉଁଥିର ରିହିଛନ୍ତି ୨ଟି ଜିରାଫ ଓ ୨ଟି ହଳଦିଆ ଆନାକୋଣ୍ଡା । ଅନ୍ୟ ରାଜ୍ୟ ସହ ପ୍ରାଣୀ ଅଦଳ ବଦଳ ଯୋଜନା ଆଧାରରେ ନନ୍ଦନକାନନର କତ୍ତୃପକ୍ଷ ଏହି ପ୍ରାଣୀ ମାନଙ୍କୁ ଆଣୁଥିବା ସୂଚନା ମିଳିଛି । ମିଳିଥିବା ସୂଚନା…