Latest Odisha News

BREAKING NEWS

Browsing Tag

National Flag

୭୮ତମ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ଵର: ଆଉ ଦିନକେଇଟା ପରେ ଦେଶ ପାଳିବ ୭୮ତମ ସ୍ବାଧୀନତା ଦିବସ । ଚଳିତବର୍ଷ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ। ସେହିପରି ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା ଯଥାକ୍ରମେ ନୂଆପଡ଼ା ଓ କଟକରେ ପତାକା…

ଅଷ୍ଟ୍ରେଲିଆରେ ଭାରତୀୟଙ୍କୁ ଆକ୍ରମଣ

ଅଷ୍ଟ୍ରେଲିଆ : ସାମ୍ନାକୁ ଆସିଲା ଅଷ୍ଟ୍ରେଲିଆର ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଯେଉଁଠାରେ ଖଲିସ୍ତାନି ସମର୍ଥକ ମାନେ ଜାତୀୟ ପତାକା ଧରିଥିବା ଭାରତୀୟଙ୍କ ଉପରେ ଆକ୍ରମଣ କରିଥିବା ନେଇ ଅଷ୍ଟ୍ରେଲିଆ ଟୁଡେ ଏକ ରିପୋର୍ଟ କରିଛି। ଏହି ଘଟଣାରେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । କେବଳ ଏତିକି…

ଏ ସରକାରୀ ବାବୁ ! ୟାଙ୍କର ତ୍ରିରଙ୍ଗାକୁ ଖାତିର ନାହିଁ…

ଭୁବନେଶ୍ୱର: ତ୍ରିରଙ୍ଗା ଯାହା ନାଁ କାନରେ ପଡିଲେ, ଦେହରେ ଶିହରଣ ସୃଷ୍ଟି ହୁଏ । ହେଲେ ଏଠି ତ୍ରିରଙ୍ଗାକୁ ଏତେ ଅସମ୍ମାନ !  ଫରଫର ଉଡୁଥିବା ତ୍ରିରଙ୍ଗାରେ ଚାଲିଛି ଧୂଳିପୋଛା ! ଯେଉ ତ୍ରିରଙ୍ଗା ଦେଖିଲେ  ଭାରତୀୟଙ୍କ ଛାତି ଗର୍ବରେ ଫୁଲିଯାଏ ତାର ପୁଣି ଏତେ ଅମର୍ଯ୍ୟଦା ! ସୋସିଆଲ ମିଡିଆରେ…

ପଞ୍ଚାୟତ କାର୍ଯ୍ୟାଳୟରେ ଓଲଟା ଝୁଲୁଛି ଜାତୀୟ ପତାକା

ଢେଙ୍କାନାଳ: ଜାତୀୟ ପତାକାକୁ ଅସମ୍ମାନ ।  ଜାତୀୟ ପତାକାକୁ ଝାଲର କରି ଟଙ୍ଗା ଯାଇଛ ଦରଜା ଓ କବାଟରେ  ।   ଓଲଟା ମାଳ କରି ଝୁଲା ଯାଇଛି । ଗୋଟିଏ ବା ଦୁଇ ଦିନ ନୁହେଁ, ଦୀର୍ଘ ଦିନ ହେଲା ଏହି ମାଳ ଏଠାରେ ଝୁଲୁଥିବାବେଳେ କାହାର ଏଥିପ୍ରତି ନଜର ନାହିଁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି…

ହର ଘର୍ ତ୍ରିରଙ୍ଗା ପରେ ଏଣେତେଣେ ପଡ଼ିଲା ପତାକା; ଏବେ ସମ୍ମାନ ପାଇଁ ସଚେତନ କରୁଛନ୍ତି ଅଧ୍ୟାପିକା

ବ୍ରହ୍ମପୁର: ହର ଘର୍ ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହେଲେ। ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ। କିନ୍ତୁ ବର୍ତ୍ତମାନ ଆଉ ସମ୍ମାନ ଦିଆଯାଉ ନାହିଁ। ପତାକା ନଷ୍ଟ ହେଉଛି। ସମ୍ମାନ ହାନୀ ହେଉଛି। ଏନେଇ ସଚେତନତା ସୃଷ୍ଟି ଦିଗରେ ଉଦ୍ୟମ କରିଛନ୍ତି ଜଣେ ଅଧ୍ୟାପିକା। ସେ ହେଲେ ବ୍ରହ୍ମପୁର…

ହର ଘର ତ୍ରିରଙ୍ଗା: ତ୍ରିରଙ୍ଗା ପତାକା ଉଡାଇବାର ନିୟମ

କେନ୍ଦ୍ର ସରକାର  ତ୍ରିରଙ୍ଗା ପତାକା ଉଡାଇବାର ନିୟମ ପରିବର୍ତ୍ତନ କରିଛନ୍ତି । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁସାରେ ସ୍ବାଧୀନତା ଦିବସ ପୂର୍ବରୁ ସମସ୍ତେ ଏବେ ତ୍ରିରଙ୍ଗା ନିଜ ଘରେ ଉଡାଉଛନ୍ତି । ସ୍ୱାଧୀନତାର 75 ବର୍ଷ ପୂରଣ ଅବସରରେ କେନ୍ଦ୍ର ସରକାର ତ୍ରିରଙ୍ଗା ପତାକା ଉଡାଇବା ଅଭିଯାନ…

ଓଡ଼ିଶା ସରକାର ମାଗଣାରେ ଦେବେ ଜାତୀୟ ପତାକା

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ଯାଉଛି। ସରକାର ଓ ବିଭିନ୍ନ ଅନୁଷ୍ଠାନ ଏହି ସ୍ୱର୍ଣ୍ଣିମ ଦିବସକୁ ମହା ଆଡ଼ମ୍ବରରେ ପାଳନ କରିବାକୁ ଯୋଜନା ମାନ କରୁଛନ୍ତି । ସାଧାରଣ…

୨.୫୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରୁଛନ୍ତି ଗଞ୍ଜାମର ମହିଳା ଗୋଷ୍ଠୀ

ବ୍ରହ୍ମପୁର: ଚଳିତ ବର୍ଷ ସ୍ବାଧୀନତାର ୭୫ବର୍ଷ ପାଳନ କରୁଛି ଭାରତ। ‘ଆଜାଦୀକା ଅମୃତ ମହୋତ୍ସବ’ ଅବସରରେ ‘ହର୍‌ ଘର ତ୍ରିରଙ୍ଗା’ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କ୍ରମରେ ରାଜ୍ୟରେ ୩୦ଲକ୍ଷ ପତାକା ସିଲେଇ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଗୋଷ୍ଠୀଙ୍କୁ…

[ଭାଇରାଲ୍ ଭିଡିଓ] ମାଆ କରୁଛି ମାଆକୁ ସଲାମ

ସେ ଭାରତ ମାତା । ତ୍ରିରଙ୍ଗା ଫର୍ ଫର୍ ଉଡିଲା ବେଳେ ଆମ ଛାତି କୁଣ୍ଢେମୋଟ ହୋଇଯାଏ । କାରଣ ଆମେ ସ୍ୱାଧୀନ । ଇଂରେଜ ଶାସନ କାଳରେ ଏଇ ଭାରତ ଦେଖିଛି କେତେ କେତେ ଜୁଲମ୍‌, ଦେଖିଛି ଅତ୍ୟାଚାର । ଏଇ ମାଆ ମାଟି ପାଇଁ କେତେ ଯେ ଜୀବନ ଯାଇଛି କେତେ ରକ୍ତ ବୋହୁଛି । ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ…

ଏମିତି ଜାତୀୟ ପତାକାକୁ ଅସମ୍ମାନ କଲେ ପ୍ରଧାନଶିକ୍ଷକ, ତା’ପରେ କ’ଣ ହେଲା ଜାଣନ୍ତୁ…

ବାଲେଶ୍ୱର: ସ୍ୱାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକାକୁ ଅସମ୍ମାନ କରି ବାଲେଶ୍ୱର ଜିଲ୍ଲା ସରଡ଼ିହ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାକିରିରୁ ନିଲମ୍ବିତ ହୋଇଛନ୍ତି । କ’ଣ ଭୁଲ୍ କଲେ ପ୍ରଧାନଶିକ୍ଷକ ଜାଣନ୍ତୁ: ସମଗ୍ର ଦେଶରେ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ତାରିଖରେ ପାଳିତ…