Latest Odisha News

BREAKING NEWS

Browsing Tag

NDA

ବିହାର ନିର୍ବାଚନରେ NDAରୁ ଅଲଗା ହେବ LJP, ଆଜି ନିଷ୍ପତ୍ତି ଶୁଣାଇବେ ଚିରାଗ ପାଶଓ୍ୱାନ

ପାଟଣା: ବିହାର ବିଧାନସଭା ନିର୍ବାଚନ ନେଇ ରାଜନୀତି ଏବେ ସରଗରମ । ନିର୍ବାଚନ ରଣାଙ୍ଗନାକୁ ଏକାକୀ ଓହ୍ଲାଇପାରେ ରାମବିଳାସ ପାଶଓ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ବା ଏଲଜେପି । ସିଟ୍ ବୁଝାମଣାକୁ ନେଇ ଦଳରେ ଅସନ୍ତୋଷ ବଢ଼ିଛି । ଆଜି ଏଲଜେପି ସଂସଦୀୟ ବୋର୍ଡ ବୈଠକରେ ଏକାକୀ ନିର୍ବାଚନ ନେଇ…

ସରକାରଙ୍କୁ ତେରଛା ବାଣ ମାରିଲେ ଶଶୀ ଥରୁର, କହିଲେ- “NDA= No Data Available”

ନୂଆଦିଲ୍ଲୀ: ସଂସଦରେ ସରକାରଙ୍କ ଉତ୍ତରର ପ୍ରତିକ୍ରିୟା ରଖିଛନ୍ତି ଶଶୀ ଥରୁର । ଏକାଧିକ ବିଷୟକୁ ନେଇ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ । ପ୍ରବାସୀ ଶ୍ରମିକଙ୍କ ଠାରୁ ଆରମ୍ଭ କରି କୃଷକ ଆତ୍ମହତ୍ୟା ପର୍ଯ୍ୟନ୍ତ ବିଷୟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ କଂଗ୍ରେସ । ଆଜି…

ବିହାର ନିର୍ବାଚନ: ୨୨୦ ସିଟରେ ଏନଡ଼ିଏ ଜିତିବ ବୋଲି ଦୃଢୋକ୍ତି ଦେଲେ କେନ୍ଦ୍ରମନ୍ତ୍ରୀ

ପାଟନା: ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ​​ଏନଡିଏ ୨୨୦ ଟି ଆସନ ଜିତିବ ବୋଲି କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​୨୪୩ ଟି ଆସନ ମଧ୍ୟରୁ ୨୨୦ ଟି ଜିତି ଏନଡିଏ ରାଜ୍ୟରେ ସରକାର ଗଠନ କରିବ ବୋଲି ଶୁକ୍ରବାର ଦିନ…