Latest Odisha News

BREAKING NEWS

Browsing Tag

Neet Exam

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିଟ୍ ୟୁଜି ପରୀକ୍ଷାର ୩ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)-ୟୁଜି ପରୀକ୍ଷାରେ ଓଡ଼ିଶାରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରୁଥିବା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୩ଜଣ ବିଦ୍ୟାର୍ଥୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ସର୍ବଭାରତୀୟସ୍ତରରେ ଅଷ୍ଟମ ରାଙ୍କରେ…

ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ, ଟପ୍ ୫୦ ତାଲିକାରେ ଓଡ଼ିଶାର ୨ ଜଣ

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ନିଟ୍ ୟୁଜି ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ପ୍ରାୟ ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ୍ କୋର୍ସରେ ନାମ ଲେଖାଇବା ପାଇଁ ନିଟ୍ ୟୁଜି ଏଣ୍ଟ୍ରାନ୍ସ ଦେଇଥିଲେ । ନିଟ୍ ୟୁଜି ରେଜଲ୍ଟ https://neet.nta.nic.in/,…

ଆଉ ଘୁଞ୍ଚିବନି ନିଟ୍ ପରୀକ୍ଷା, ଚଳିତ ମାସରେ ହେବ

ଭୁବନେଶ୍ୱର: ଚଳିତ ବର୍ଷର ନିଟ୍ ପିଜି ପରୀକ୍ଷା ପାଇଁ କିଛି ଦାବି ଉଠୁଛି । ହେଲେ ଦାବି ସଂଖ୍ୟା କମ୍ ରହିଛି । କେନ୍ଦ୍ର ସରକାରଙ୍କ ନିକଟରେ ମାତ୍ର ସାତଟି ରାଜ୍ୟ ପରୀକ୍ଷା ଘୁଞ୍ଚାଇବା ପାଇଁ ଦାବି କରିଛନ୍ତି । ଯାହା ଘୁଞ୍ଚାଇବାକୁ ବିଶେଷ ସକ୍ଷମ ବଳ ନୁହେଁ । ଏବେ ଧାର୍ଯ୍ୟ ହୋଇଥିବା…

ସେପ୍ଟେମ୍ବର ୧୨ରେ ନିଟ୍‌ ପରୀକ୍ଷା

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ହେବ ମେଡିକାଲ ପ୍ରବେଶିକା ପରୀକ୍ଷା NEET । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଭିଡ୍ କଟକଣା ଭିତରେ ଦେଶବ୍ୟାପୀ ନିଟ୍ ପରୀକ୍ଷା ହେବ । ଏଥିପାଇଁ ଏନଟିଏ ୱେବସାଇଟରେ ଆସନ୍ତାକାଲି ଠାରୁ…

‘ବିନା ଭୟରେ ପରୀକ୍ଷା ଦିଅନ୍ତୁ ଛାତ୍ରଛାତ୍ରୀ’

ଭୁବନେଶ୍ୱର: ଆସନ୍ତାକାଲି ହେବ ନିଟ୍ ପରୀକ୍ଷା । ତେବେ ଏହାପୂର୍ବରୁ ସରକାରଙ୍କ ପକ୍ଷରୁ ପରୀକ୍ଷା ନେଇ ସବୁ ପ୍ରକାର ପ୍ରସ୍ତୁତି ସରିଛି । ଆସନ୍ତାକାଲି ରାଜ୍ୟର ୭ଟି ଜିଲ୍ଲାର ୭ଟି ସହରରେ ନିଟ୍ ପରୀକ୍ଷା ହେବ । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସୂଚନା ଦିଆଯାଇଛି ।…

ନିଟ୍ ପରୀକ୍ଷା ପାଇଁ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା, ଗଡିବ ୪ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର:ଆସନ୍ତାକାଲି ହେବ ନିଟ୍ ପରୀକ୍ଷା । ଏଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମାଗଣାରେ ପରିବହନ ସେବା ସହ ରହଣୀ ସୁବିଧା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ଏ.କେ ଶତପଥୀ । ଛାତ୍ରଛାତ୍ରୀଙ୍କ ସୁୁବିଧାକୁ ଦୃଷ୍ଟିରେ…

“ନିଟ୍‌-୨୦୨୦” ପରୀକ୍ଷା ପାଇଁ କେନ୍ଦ୍ରର ଗାଇଡଲାଇନ୍ ଜାରି

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ ଆୟୋଜିତ ହେବ ନିଟ-୨୦୨୦ ପରୀକ୍ଷା । ତେବେ କରୋନା କାଳରେ ଏହି ପରୀକ୍ଷା ପରିଚାଳନା ନିମେନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ‘ଅଲ୍ ଇଣ୍ଡିଆ ମେଡିକାଲ୍ ଏଣ୍ଟ୍ରାନ୍ସ୍‌ ଏକ୍ଜମିନେସନ୍-୨୦୨୦’ ଦେବାକୁ ଆଗ୍ରହୀ…

NEET ପରୀକ୍ଷା ପାଇଁ ବିଏମ୍‌ସିର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ହେବ ନିଟ୍ ପରୀକ୍ଷା । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ନିୟୋଜିତ ହେବେ ଡାକ୍ତରୀ ଟିମ୍ । ପରୀକ୍ଷା କେନ୍ଦ୍ର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ କରାଯିବ ବ୍ୟବସ୍ଥା ।…

ନିଟ୍ ୨୦୨୦: ଏବେ ବୁର୍ଖା ଓ ହିଜାବ ପିନ୍ଧି ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଆସନ୍ତା ୨୦୨୦ ମସିହା ମେ’ ୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବୁର୍ଖା ଓ ହିଜାବ ଭଳି ପାରମ୍ପରିକ ପୋଷାକ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅନୁମତି…

ଆରମ୍ଭ ହେଲା ନିଟ୍ ପରୀକ୍ଷା, ଓଡିଶାରୁ ୪୨ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର : ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ସୋମବାର ଦିନ ଓଡିଶାରେ ଅନୁଷ୍ଠିତ ହୋଇଛି । ନିଟ୍ ପରୀକ୍ଷା ରାଜ୍ୟର ୭ଟି ସହରରେ ଆୟୋଜିତ ହେଉଛି । ଆହୁରି ମଧ୍ୟ ପାଖାପାଖି ୨୯ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ…