Latest Odisha News
Browsing Tag

New Covid Cases

ଆଜି ରାଜ୍ୟରେ ୨୨୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରବିବାର ରାଜ୍ୟରେ ୨୨୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଏହି ସୂଚନା ଦେଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୨୯ ଜଣ ଏବଂ ସ୍ଥାନୀୟ ସଂକ୍ରମଣରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂଆ…

ଆଜି ୧୮ ଜିଲ୍ଲାରୁ ୧୨୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୨୯ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୭୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୪ । ୧୮ ବର୍ଷ ଭିତରେ ଆଉ ୩୯ ସଂକ୍ରମିତ ବାହାରିଛନ୍ତି…

ଆଜି ରାଜ୍ୟରୁ ୧୪୮୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ଦୁଇ ହଜାର ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୪୮୦ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୮୬୨ ଓ ଲୋକାଲ୍ କେସ୍ ରହିଛି ୬୧୮ । ୧୮ ବର୍ଷରୁ କମ୍ ବର୍ଗର ଆଉ ୩୩୪ ପଜିଟିଭ୍…

ଆଜି ଦେଶରେ ସଂକ୍ରମଣ ବଢ଼ିଛି, କମିଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି । ଯଦିଓ ଗତକାଲି ଅପେକ୍ଷା ଆଜି କେସ୍ ସାମାନ୍ୟ ବଢ଼ିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍, ୭୨ହଜାର ୪୩୩ କରୋନା ଆକ୍ରାନ୍ତ । ଗତକାଲି ଅପେକ୍ଷା ୬.୮ ପ୍ରତିଶତ ଅଧିକ ପଜିଟିଭ୍ ବାହାରିଛନ୍ତି । ଗତକାଲି ଚିହ୍ନଟ…

ଦେଶରେ ବଢୁଛି କରୋନା ମୃତ୍ୟୁସଂଖ୍ୟା, ତଳମୁହାଁ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ତଳକୁ ତଳକୁ ଖସୁଛି ଦୈନିକ କରୋନା କେସ୍ । କିନ୍ତୁ ମୃତ୍ୟୁସଂଖ୍ୟା ବଢୁଛି । ଏବେ ଦୈନିକ ସଂକ୍ରମଣ ପାଖାପାଖି ୩ଲକ୍ଷରୁ ୨ ଲକ୍ଷକୁ ଖସିଲାଣି । କିନ୍ତୁ ମୃତ୍ୟୁସଂଖ୍ୟା ହଜାରେ ମୁହାଁ ହେଲାଣି । ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୨ଲକ୍ଷ ୯ହଜାର ୯ହଜାର ୯୧୮ ଆକ୍ରାନ୍ତ ଚିହ୍ନଟ…

ରାଜ୍ୟରେ ୫ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ଦୈନିକ କରୋନା ସଂକ୍ରମଣ । ୧୦ହଜାରରୁ ୫ ହଜାର ତଳକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୪୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୮୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୦୩୩ । ୧୮ ବର୍ଷ ଭିତରେ ଆଉ ୬୭୧ ଜଣ ସଂକ୍ରମିତ ହୋଇଛନ୍ତି ।…

ଦେଶରେ ଦୈନିକ କରୋନା ସଂକ୍ରମଣ କମୁଛି, ବଢୁଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା ସଂକ୍ରମଣ । କିନ୍ତୁ ମୃତ୍ୟୁସଂଖ୍ୟା ବଢୁଛି । ଅଢ଼େଇ ଲକ୍ଷ ତଳକୁ ଖସିଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । କିନ୍ତୁ ଚଳିତ ସପ୍ତାହରେ ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୫ହଜାର ୫୩୨ ନୂଆ ଆକ୍ରାନ୍ତ ।…

ଆଜି ଦେଶରୁ ୩ଲକ୍ଷ ୩୭ ହଜାର କରୋନା ଆକ୍ରାନ୍ତ, ଗତକାଲି ଅପେକ୍ଷା ସାମାନ୍ୟ କମିଛି

ନୂଆଦିଲ୍ଲୀ: ଦେଶରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୩୭ହଜାର ୭୦୪ ଆକ୍ରାନ୍ତ । ଗତକାଲି ଅପେକ୍ଷା ୯ହଜାର ୫୫୦ କମ୍ ନୂଆ ମାମଲା ବାହାରିଛି । ଗତକାଲି ସାରା ଦେଶରୁ ଚିହ୍ନଟ ହୋଇଥିଲେ ୩ଲକ୍ଷ ୪୭ହଜାର ୨୫୪ ଆକ୍ରାନ୍ତ ।…

ରାଜ୍ୟର ୨୦ ଜିଲ୍ଲାରୁ ଆଜି ୫୫୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ । କେବେ କମୁଛି ତ କେବେ ସାମାନ୍ୟ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୫୫୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୩୨୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୩୨ । ୧୮ ବର୍ଷ ଭିତରେ ଆଉ ୮୭ ଜଣ ପଜିଟିଭ୍…

ଆଜି ରାଜ୍ୟରୁ ୪୪୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୧ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶୂନ

ଭୁବନେଶ୍ୱର: ରାଜ୍ୟରେ ୫୦୦ ତଳକୁ ଖସିଛି କରୋନାର ଦୈନିକ ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ସଂକ୍ରମଣ ପାଖାପାଖି ୧୦୦ ଅଧିକ । ଗତକାଲି ରାଜ୍ୟରୁ ୩୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ଏହି ସଂଖ୍ୟା ରହିଛି ୪୪୩ । କ୍ୱାରେଣ୍ଟିନରୁ ୨୫୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮୫ । ୧୮ ବର୍ଷ…