ମହାକାଶରେ ୧୬ ଥର ନୂଆବର୍ଷ ସେଲିବ୍ରେସନ କଲେ ସୁନିତା ୱିଲିୟମ୍ସ…
ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଗତ କିଛି ମାସ ଧରି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଫସି ରହିଥିଲେ। ଯିଏକି ନିଜେ ମଧ୍ୟ ମହାକାଶରୁ ନବ ବର୍ଷ ୨୦୨୫କୁ ସ୍ୱାଗତ କରିଛନ୍ତି।
ସେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସ୍ଏସ୍) ରୁ ଗୋଟିଏ ଦିନରେ…